Breaking News

ଏବେବି ବଞ୍ଚିଛନ୍ତି ହନୁମାନ ଆପଣ ଏହାକୁ ଦେଖିଲେ ବିଶ୍ୱାସ କରି ପାରିବେ ନାହିଁ…. ଦେଖନ୍ତୁ କେଉଁ ଜାଗାରେ Hanuman ରହୁଛନ୍ତି !

ଦର୍ଶକବନ୍ଧୁ କୁହାଯାଇଥାଏ ଯିଏବି ଏଦୁନିଆକୁ ଆସଛି ଦିନେନ ଦିନେ ତାକୁ ଫେରିବାକୁ ପଡିବ ଏବଂ ମୄ-ତ୍ୟୁ ସମସ୍ତଙ୍କ ନିଶ୍ଚୟ ହେବ କିନ୍ତୁ ଜଣେ ମହାବଳି ମହାଶକ୍ତି ସାଳି ସର୍ବଶକ୍ତି ମାନେ ବଜରଙ୍ଗ ବାଲି ଏହାକୁ ମିଛ ବୋଲି ପ୍ରମାଣ କରି ଦେଇଛନ୍ତି କମେଣ୍ଟରେ ନିଶ୍ଚୟ ଲେଖନ୍ତୁ ଜୟ ବଜରଙ୍ଗ ବାଲି | ବନ୍ଧୁଗଣ ହିନ୍ଦୁ ଗ୍ରନ୍ଥରେ ସାତଜଣ ଏମିତି ମହାମାନବ କଥା ଉଲେଖ ରହିଛି ଯେଉଁ ମାନେକି ଅମର ଏବେ ମଧ୍ୟ ଜୀବିତ ରହିଛନ୍ତି |

ସେମାନଙ୍କ ମଧ୍ୟରୁ ହନୁମାନ ଅନ୍ୟତମ ତିନି ଚାରି ବର୍ଷ ପରେ ଗୋଟେ ଜଣେ ଆଟିକିଲି ରେ କିଛି ତଥ୍ୟ ଦେଇ କହିଛନ୍ତି ବଜରଙ୍ଗ ବାଲି ହନୁମାନ ଏବେ ମଧ୍ୟ ଜୀବିତ ରହିଛନ୍ତି ହନୁମାନ ଅମର ସେ ମଧ୍ୟ ଲେଖିଛନ୍ତି ପୃଥିବୀର ଏପରି ଏକ ସ୍ଥାନ ରହିଛି ଯେଉଁଠିକି ପ୍ରଭୁ ହନୁମାନ ପ୍ରତି 41 ବର୍ଷ ରେ ସେହି ଜଙ୍ଗଲକୁ ଆସିଥିଲେ ଏବଂ କିଛି ଏମିତି ପ୍ରମାଣ ରହିଛି ଯାହା ଦ୍ୱାରା ସେଠାକାର ଲୋକ ମାନେ ମଧ୍ୟ ହନୁମାନଙ୍କ ଉପସ୍ଥିରେ ଅନୁଭବ କରିଛନ୍ତି |

ଶ୍ରୀଲଙ୍କା ର ଜଙ୍ଗଲରେ ଏପରି ଏକ ସମୂହ ରହିଛି ଯେଉଁ ମାନଙ୍କ ବାହାର ଦୁନିଆ ସହିତ କିଛିବି ସମ୍ପର୍କ ନାହିଁ ସେହି ଆଦିମ ସମୂହ ମାନଙ୍କୁ ରହିବ ଖାଇବା ଏବଂ ପିନ୍ଧିବା ସବୁ କିଛି ସମସ୍ତ ଙ୍କ ଠାରୁ ଭିନ୍ନ ହୋଇଥାଏ ସେମାନଙ୍କୁ ମାତଙ୍ଗ ଆଦିବାସୀ ବୋଲି କୁହାଯାଏ | ପ୍ରତି 41 ବର୍ଷରେ ହନୁମାନ ଏହି ଆଦିବାସୀ ମାନେ ରହୁଥିବା ଜଙ୍ଗଲକୁ ଆସିଥାନ୍ତି କିଛି ତଥ୍ୟରୁ ଏହା ଜଣା ଯାଇଛି 27 ମେ 2014 ରେ ହନୁମାନ ଏହି ଜଙ୍ଗଲରେ ଅବସ୍ଥାନ କରିଥିଲେ |

ଏବଂ ଫୁଣି ଏହା ମଧ୍ୟ କୁହାଯାଇଛି ହନୁମାନ 2055 ରେ ଫୁଣି ଠାରେ ସେହି ସ୍ଥାନକୁ ଆସିବେ ଶ୍ରୀଲଙ୍କାର ଏକ ପର୍ବତରେ ରହୁଥିବା ଆତଙ୍ଗବାଦି ମାନଙ୍କ ସମ୍ପ୍ରଦାୟକ ଲୋକ ମାନେ ବହୁତ କାମ ଅଛନ୍ତି କିଛି ଅଧୟନ କାରିମାନେ କିଛ ଦିନ ସେହି ଜଙ୍ଗଲରେ ଆତଙ୍ଗ ବାଦି ଓ ଅଧିବାସୀଙ୍କ ସହିତ ରହିବ ପରେ ଜଣା ଯାଇଛି ହନୁମାନଙ୍କ ସହିତ ସେହି ଆତଙ୍ଗ ଆଦିବାସୀଙ୍କର ବିଚିତ୍ର ସମ୍ପର୍କ ରହିଛି |

ଏହା ପରେ ହନୁମାନ 2055 ରେ ସେଠାକୁ ଆସିବେ ବୋଲି ମାତଙ୍ଗ ଆଦିବାସୀ ମାନେ ବିଶ୍ୱାସ ରଖିଛନ୍ତି ରିପୋର୍ଟ ଅନୁସାରେ ମାତଙ୍ଗ ଆଦିବାସୀ ମାନେ କିଛି ଏପରି ମନ୍ତ୍ର ଜାଣିଛନ୍ତି ଯାହାକୁ ଜପକଲେ ହନୁମାନ ସ୍ୱୟଂ ସ୍ବପ୍ନ ରୂପରେ ଦର୍ଶନ ଦେଇଥାନ୍ତି ଏହି ଘଟଣାଟି କେତେ ସତ ଓ କେତେ ମିଛ କିଏବି ଜାଣି ନାହାନ୍ତି ତେବେ ଆପଣ ମାନଙ୍କୁ କଣ ଲାଗୁଚି କଣ ହନୁମାନ ବାସ୍ତବରେ ଜୀବିତ ଅଛନ୍ତି କାହିଁକି ନ ହନୁମାନ ଅମର |

About odisha news

Check Also

ବର୍ଷା ସହ ଖେଳ Tunguru ଭୋଳ ପାଇଁ ହେଲା କାଳ ଏହି କେସ ରେ ଜେଲ ଗଲେ ଟୁଙ୍ଗୁରୁ ହାତ ଯୋଡି ସମସ୍ତଙ୍କୁ ମାଗିଲେ ସାହାଯ୍ୟ…

ଦର୍ଶକବନ୍ଧୁ ବର୍ଷା ସହିତ ଖେଳ ଟୁଙ୍ଗୁରୁ ପାଇଁ ହେଲା କାଳ ଅଭିଯୋଗରେ ଶେଷରେ ଜେଲ୍ ଗଲା ଟୁଙ୍ଗୁରୁ ଭୋଳ ତେବେ …

Leave a Reply

Your email address will not be published.