Breaking News

ଏବେ ଏତେ ବଦଳିଗଲେଣି ଟିଭି ସିରିଏଲ୍ ଶ୍ରୀକୃଷ୍ଣ, ଦେଖିଲେ ନିଜ ଆଖିକୁ ବିଶ୍ୱାସ କରିପାରିବେ ନାହିଁ, ଏମିତି କିଛି Photo ଆସିଲା ସାମ୍ନାକୁ…

ହେଲୋ ଫ୍ରେଣ୍ଡ୍ କୃଷ୍ଣ ଜନ୍ମାଷ୍ଟମୀ ପୂର୍ବ ଦେଶ ସରା ଧୁମ ଧାମରେ ପାଳନ କରାଯାଏ ଏହା ସହିତ ଅଲଗା ଅଲଗା ସହରରେ କୃଷ୍ଣ ନୀଳା ମଧ୍ୟ ହୁଏ ଛୋଟ ପରଦା ବିଷୟରେ ଯଦି କହିବା ଆଜି ଆମେ ଆପଣ ମାନଙ୍କୁ କହିବୁ କୃଷ୍ଣ ଙ୍କର ଅଭିନୟ କରି ସାରିଥିବା ଅଭିନେତା ମାନଙ୍କ ବିଷୟରେ ।

ତ୍ରୁଟି ଭାଟିଆ – ଟିଭି ରେ ନଟଖଟ ବାଳ କୃଷ୍ଣ ର ରୋଲ୍ କରିଥିବା ବିଷୟରେ କହିଲେ ଆମ ମନରେ ତ୍ରୁଟି ଭାଟିଆ ର ନାମ ସର୍ବ ପ୍ରଥମେ ଆସିଥାଏ ଜୟ ଶ୍ରୀକୃଷ୍ଣ ରେ 2 ବର୍ଷର କୃଷ୍ଣର ଭୂମିକାରେ ନଜର ଆସୁଥିବା ସେହି ନଟଖଟ ଶିଶୁ ଜଣେ ଝିଅ ଥିଲେ ରାତା ରାତି ଏହି ଚରିତ୍ର ପାଇଁ ତ୍ରୁଟି ଲୋକପ୍ରିୟ ହୋଇଗଲେ ତ୍ରୁଟି ସିରିଏଲ୍ ପ୍ୟାର କୋ କ୍ୟା ମାନ ଦୁ ରେ ବବଲି ଏ ଅଭିନୟ ମଧ୍ୟ କରି ସାରିଛନ୍ତି ।

ସୋପନିଲ ଯୋଶୀ – ରାମାନନ୍ଦ ସାଗର ଙ୍କର ଫେମଶ ଟିଭି ସିରିଏଲ୍ କ୍ରୀଷ୍ଣା ରେ ଭଗବାନ କୃଷ୍ଣ ଙ୍କର ଅଭିନୟ କରିଥିବା ସୋପନିଲ ଯୋଶୀ ଙ୍କୁ କିଏ ନଜାଣେ ସୋପନିଲଙ୍କୁ କୃଷ୍ଣଙ୍କ ଚରିତ୍ରରେ ଦେଖିବା ପରେ ଲୋକମାନଙ୍କ ମନରେ ତାଙ୍କର ଏମିତିକା ଚିତ୍ର ବନିଗଲା କି ସେ କେବଳ ତାଙ୍କୁ ସେହି ଚରିତ୍ରରେ ଦେଖିବା ପାଇଁ ଚାହୁଁଛନ୍ତି ସୋପନିଲ ଉତ୍ତର ରାମାୟଣରେ 9 ବର୍ଷ ବୟସରେ କୁଶ ଙ୍କର ଚରିତ୍ର ରେ ମଧ୍ୟ ଅଭିନୟ କରିଥିଲେ ।

ନୀତିଶ ଭରତ୍ୱାଜ – DR ଚୋପଡ଼ା ଙ୍କର ମହାଭାରତରେ ନୀତିଶ ଭରତ୍ୱାଜ୍ କୃଷ୍ଣ ଙ୍କର ଚରିତ୍ରରେ ଅଭିନୟ କରିଥିଲେ ଏହା ପରେ ସେ ବିଷ୍ଣୁ ପୁରାଣ ଆଉ ଅଲଗା ସିରିଏଲ୍ ରେ ମଧ୍ୟ କାମ କରିଛନ୍ତି ।

ସର୍ବଦମନ ବାନାର୍ଜୀ – ଟିଭି ସିରିଏଲ୍ କୃଷ୍ଣ ରେ କୃଷ୍ଣ ଙ୍କର ଚରିତ୍ରରେ ନଜର ଆସିଥିବା ସର୍ବଦମନଙ୍କୁ ଲୋକମାନେ ରିଅଲ ଲାଇଫ ରେ ମଧ୍ୟ କୃଷ୍ଣ ଙ୍କ ଭଳି ପୂଜା କରିବାକୁ ଲାଗିଥିଲେ ସର୍ବଦମନ 1983 ରେ ଆସିଥିବା ଫିଲ୍ମ ଆଦି ସଙ୍କାରାଚାର୍ଯ୍ୟ ରେ ମଧ୍ୟ ମୁଖ୍ୟ ଅଭିନେତା ଭାବେ କାମ କରିଥିଲେ ସର୍ବଦମନ ଏବେ ଋଷିକେଶ ରେ ଗୋଟିଏ ଏଞ୍ଜିଓ ଚଲୋଉଛନ୍ତି ଆଉ ସେଠାରେ ଛୁଆଙ୍କୁ ମେଡିଟେସନ ସିଖୋଉଛନ୍ତି ।

ସୌରଭ ରାଜ ଜେଏନ – 2013 ରେ ତିଆରି ହୋଇଥିବା ସିରିଏଲ୍ ମହାଭାରତ ରେ ସୌରଭ ରାଜ୍ ଜେଏନ କୃଷ୍ଣ ଙ୍କ ଚରିତ୍ରରେ ଅଭିନୟ କରିଥିଲେ ମହାଭାରତରେ କାମ କରିବା ପୂର୍ବରୁ ସେ କସମ୍ ସେ ଏହାମେ ଘର ଘର ଖେଲି ପରିଚୟ ଦେବ କା ଦେବ ମହାଦେବ ଏବଂ ଉତ୍ତରଣ ରେ ମଧ୍ୟ କାମ କରିଥିଲେ ।

ସୌରଭ ପାଣ୍ଡେ – ସିରିଏଲ୍ ସୂର୍ଯ୍ୟ ପୁତ୍ର କର୍ଣ୍ଣ ରେ ଭଗବାନ କୃଷ୍ଣ ଙ୍କର ଚରିତ୍ରର ସୌରଭ ପାଣ୍ଡେ ଅଭିନୟ କରିଥିଲେ ସେ ଏହି ଅଭିନୟକୁ ବୋହୁତ ସୁନ୍ଦର ଭାବରେ କରିଥିଲେ ।

NT ରାମା ରାଓ – ତେଲୁଗୁ ଫିଲ୍ମ ର ଜଣା ଶୁଣା ଅଭିନେତା NT ରାମା ରାଓ ବୋହୁତ ଫିଲ୍ମରେ ଭଗବାନ କୃଷ୍ଣ ଙ୍କର ଚରିତ୍ରରେ ଅଭିନୟ କରିଛନ୍ତି କୃଷ୍ଣ ଙ୍କର ଅଭିନୟ କରିଥିବା ଅଭିନେତା ମାନଙ୍କ ମଧ୍ୟରୁ ଆପଣଙ୍କୁ କାହାର ଅଭିନୟ ପସନ୍ଦ ଆସୁଥିଲା କମେଣ୍ଟ ରେ ଜଣାନ୍ତୁ ।

About odisha news

Check Also

ଓଲିଉଡ଼ ସୁପରଷ୍ଟାର ଅନୁଭବ ମହାନ୍ତି ବର୍ଷା ଙ୍କୁ ଦେଲେ ଏପରି Gift ଆପଣମାନେ ଜାଣିଲେ ଖୁସି ହୋଇଯିବେ ଆଉ କହିବେ ଏ ଗିଫ୍ଟ କଣ ପାଇଁ ଦେଲେ…

ବର୍ତ୍ତମାନ ସମୟରେ ଯାହା ଗୋଟେ ଖବର ସାମ୍ନାକୁ ଆସିଛି ଓଲିଉଡ଼ ର ସୁପରଷ୍ଟାର ଅନୁଭବ ମହାନ୍ତି ଓଲିଉଡ଼ କୁଇନ ବର୍ଷା …

Leave a Reply

Your email address will not be published.