Breaking News

ଏବେ ଏତେ ବଦଳି ଯାଇଛନ୍ତି ଶ୍ରୀକୃଷ୍ଣ ସିରିଏଲର ଅଭିନେତ୍ରୀ ରୁକ୍ମଣୀ, ଦେଖିକି ଆପଣ ବି ଚିହ୍ନି ପାରିବେ ନାହିଁ, Samaya କଣ ନ କରିଦିଏ…

ନମସ୍କାର ଦର୍ଶକ ବନ୍ଧୁ ଆପଣମାନେ ତ ଶ୍ରୀକୃଷ୍ଣ ସିରିଏଲ ନିଶ୍ଚିତ ଭାବରେ ଦେଖିଥିବେ ଏବଂ ଏହି ଶିରିଏଲ କୁ ଆମେ ମାନେ ମଧ୍ୟ ଦେଖୁଥାଉଁ ଏହି ସିରିଏଲ ଲୋକମାନଙ୍କ ବହୁତ ପସନ୍ଦ ଏବଂ ଆଜି ପର୍ଯ୍ୟନ୍ତ ବି ଲୋକମାନେ ଏହି ସିରୀଏଲ ଦେଖିବାକୁ ପସନ୍ଦ କରନ୍ତି ।

ଦର୍ଶକ ବନ୍ଧୁ ଟିଭି ଶୀରିଏଲ ଶ୍ରୀକୃଷ୍ଣ ରେ ଅଭିନୟ କରୁଥିବା କଳାକାର ମାନେ ରାତାରାତି ଲୋକପ୍ରିୟ ହୋଇପାରିଥିଲେ ଏହି ସିରିଏଲ ଅଭିନେତା ଅଟନ୍ତ ଶ୍ରୀକୃଷ୍ଣ ସିରୀଏଲରେ କୃଷ୍ଣଙ୍କ ରୋଲ୍ ସର୍ବଦମାନ ଟ୍ୱିମେନେର୍ଜି କରିଥିଲେ ଆଉ ସତରେ ବି ଶ୍ରୀକୃଷ୍ଣ ଲାଗୁଥିଲେ ।

ରୁକ୍ମଣୀଙ୍କ ଅଭିନୟ ଗ୍ରହଣ କରିଥିଲେ ଅଭିନେତ୍ରୀ ପିଙ୍କି ପାରିଖ୍ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ ରୁକ୍ମଣୀଙ୍କ ଭୂମିକାରେ ଅଭିନୟ କରୁଥିବା ପିଙ୍କି ପାରିଖି ଏବେ କେଉଁଠି ରହୁଛନ୍ତି ଏବଂ କଣ କରୁଛନ୍ତି ଦର୍ଶକ ବନ୍ଧୁ ଶ୍ରୀକୃଷ୍ଣ ସିରିଏଲେ ରେ ରୁକ୍ମଣୀ ଭୂମିକାରେ ଅଭିନୟ କରିଥିବା ପିଙ୍କି ପାରିଖୀଙ୍କୁ ଲୋକମାନେ ବେଶ୍ ପସନ୍ଦ କରୁଥିଲେ ।

ଆପଣ ମାନେ ଜାଣିଛନ୍ତି ପୀଙ୍କିଙ୍କ ଜନ୍ମ ଗୁଜୁରାଟରେ ହୋଇଥିଲା ସେ ୧୯୯୪ ମସିହାରେ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ ମସୂର୍ ଶ୍ରୀକୃଷ୍ଣ ସିରିଏଲରୁ ପିଙ୍କି ପରିଖି ତାଙ୍କର ଅଭିନୟ କ୍ୟାରିଆ ଆରମ୍ଭ କରିଥିଲେ ଏବଂ ସେ ସେତେବେଳେ ସ୍ଲିମ ଓ ବହୁତ ସୁନ୍ଦର ମଧ୍ୟ ଲଗୁଥିଲେ ।

ତେବେ ବର୍ତ୍ତମାନ ସମୟରେ ଦେଖନ୍ତୁ ପିଙ୍କି ପାରିକ୍ଷୀ କେମିତି ଲାଗୁଛନ୍ତି ଆମେ ଆପଣଙ୍କୁ ଫୋଟରେ ଦେଖାଉଛୁ ଦେଖନ୍ତୁ ଫୋଟ ରେ ସେ କିପରି ଦେଖା ଯାଉଛନ୍ତି ଏବଂ ପୀଙ୍କିକୁ ଗୁଜରାଟୀ ଫିଲ୍ମ୍ ମଣ୍ଟୁ କା ମିଟି ଫିଲ୍ମରେ ନଜରରେ ଆସିଥିଲେ ପିଙ୍କି ବର୍ତମାନ ତାଙ୍କ ବୈବାହିକ ଜୀବନରେ ବହୁତ ବିଜିରେ ଅଛନ୍ତି ।

About odisha news

Check Also

ସରିଲା ରିୟା ଦେଙ୍କର ବାହାଘର ରିୟା ବାହାହେଲେ ହେଲେ ଗୋଟେ ବଙ୍ଗାଳି Hero ଙ୍କୁ ଦେଖନ୍ତୁ ବାହାଘର ସମ୍ପୂର୍ଣ ଭିଡ଼ିଓ !

ହେଲୋ ଫ୍ରେଣ୍ଡ୍ ଏବେ ଆସି ଯାଉଛି ଏକ ବୋହୁତ ବଡ ଖୁସୀ ଖବର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଇଛନ୍ତି …

Leave a Reply

Your email address will not be published.