ନମସ୍କାର ଦର୍ଶକବନ୍ଧୁ ଏବେ ଏବେ ଆସିଲା ବଡ ଖବର ରାଜ୍ୟ ସରକାର ତପରୁ ସମସ୍ତ ସ୍କୁଲ ପିଲା ମାନଙ୍କ ପାଇଁ ଆସିଲା ଦୁଇଟି ବଡ଼ ଖବର ପ୍ରଥମ ଟି ହେଉଛି ଜୁନୁ ମାସରେ ହେବ ଗ୍ରୀଷ୍ମ ଛୁଟି ଘୋଷଣା ଓ ତା ସହିତ ଦ୍ୱୀତିୟ ଖବର ଟି ହେଉଛି ଏଣିକି ସ୍କୁଲ ରେ ଦିଅଯିବ ଅଲମ୍ପିକି ଶିକ୍ଷା ଏନେଇ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଯାହା ଆପଣମାନେ ଜାଣିବା ନିହାତି ଆବଶକ୍ୟ | ଜାଣିନେବ ଗ୍ରୀଷ୍ମ ଛୁଟିକୁ ନେଇ କଣ ରହିଛି ବଡ ଖବର ତାହା ଜାଣି ରଖନ୍ତୁ | ଓ ତା ସହିତ ସ୍କୁଲରେ ଦିଆଯିବ ଅଲମ୍ପିକି ଶିକ୍ଷା ଏନେଇ କଣ କହିଛନ୍ତି ମୁଖ୍ୟମନ୍ତ୍ରୀ |
ଏଣିକି ସ୍କୁଲ ରୁ ପଢ଼ୁ ପଢ଼ୁ ଅଲମ୍ପିକି ପାଇଁପ୍ରସ୍ତୁତ ହେବେ ଛାତ୍ର ଛାତ୍ରୀ ସ୍କୁଲ ରେ ଅଲମ୍ପିକି ଯୋଜନାର ଶୁଭ ଆରମ୍ଭ କରିଛନ୍ତି ମୁଖ୍ୟ ମନ୍ତ୍ରୀ ନଵୀନ ପଟନାୟକ ପ୍ରଥମିକ ପର୍ଯାୟରେ ଦୁଇ ସହରା ଅଞ୍ଚଳରେ 90 ସ୍କୁଲ୍ରେ ଅଲମ୍ପିକି ଶିକ୍ଷା ଦାନ ହେବ ରାଉଲକେଲାର 27 ଓ ଭୁବେନେଶ୍ୱର ରେ 63 ସ୍କୁଲ ରେ ଏହି ଯୋଜନା ଲାଗୁ ହେବ ଚିନୀ ଓ ଜାପାନ ଭଳି ଖେଳାଳି ସୃଷ୍ଟି କରିବାକୁ ସରକାରଙ୍କ ଲକ୍ଷ୍ୟ ରହିଛି |
ସାରା ରାଜ୍ୟରେ ଓଡିଶା ପ୍ରଥମ ରାଜ୍ୟ ଭାବେ ଏପରି ନିଷ୍ପତି ନେଇଛି ବୋଲି ଯାହା ବର୍ତମାନ ସମୟରେ ଏହା ଗଣ ମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି | ଏବଂ ବର୍ତମାନର ବଡ଼ ଖବର ଟି ହେଉଛି ରାଜ୍ୟରେ ରାଜ୍ୟ ସରକାରଙ୍କ ତରପରୁ ଗ୍ରୀଷ୍ମ ଛୁଟିକୁ ନେଇ ଆସୁଛି ଏକ ବଡ଼ ଖବର ବର୍ତମାନ ସମୟରେ ପୂର୍ବରୁ ଘୋଷଣା କରାଯାଇଥିଲା ମେ ମାସରେ ଗ୍ରୀଷ୍ମ ଛୁଟି କରାଯିବ ଶେଷ ସପ୍ତାହରେ |
ଯେହେତୁ ପାଣିପାଗ ସୂଚନା ତପରୁ ସୂଚନା ରହିଛି କି ମେ ମାସରେ ବିଶେଷ ଗରମ ଆଉ ଅନୁଭୂତ ହେବ ନାହିଁ ଯେହେତୁ କାଳ ବୈଶାଖୀ ବର୍ଷା ବିଭିନ୍ନ ଝିଙ୍କରେ ଲାଗି ରହିଛି ତେଣୁ ଏହାକୁ ଆଖି ଆଗରେ ରାହି ରାଜ୍ୟ ସରକାର ମେ ମାସରେ ଆଉ ଛୁଟି ଘୋଷଣା କରିନାହାନ୍ତି | ଯାହାକି ବର୍ତମାନ ସମୟରେ ସୂଚନା ଆସିଛି ଜୁନୁ ମାସ ପ୍ରଥମ ସପ୍ତାହରେ ଗ୍ରୀଷ୍ମାକୁ ଦୁଷ୍ଟିରେ ରଖି ରାଜ୍ୟ ସରକାର ନିଷ୍ପତି ନେବେ ଜୁନୁ ମାସରେ କେଟେ ଦିନ ଗ୍ରୀଷ୍ମ ଛୁଟିକରାଯିବ ଯାହାକି ଏବେ ଏବେ ରାଜ୍ୟ ସରକାର ତରପରୁ ଆସିଛି ବଡ ଖବର |
Check Also
ଘୋଷଣା ହେଲା ଦଶମ ବୋର୍ଡ଼ ପରୀକ୍ଷାର ରେଜଲ୍ଟ, ଦେଖନ୍ତୁ ଏହି ତାରିଖରେ ପ୍ରକାଶ ପାଇବା ଦଶମ ପରୀକ୍ଷା ରେଜଲ୍ଟ !
ଯାହାକି ଆମ ରାଜ୍ୟରେ ମାଟ୍ରିକ ଫଳ କୁ ନେଇ ଆସୁଛି ଆଉ କିଛି ବଡ଼ ସୂଚନା ଫୁଣି ଆସିଲା ମାଟ୍ରିକ …