ନମସ୍କାର ଦର୍ଶକବନ୍ଧୁ ଏବେ ଏବେ ପାଣି ପାଗ ବିବାହାଗ ତରପରୁ ଆସିଲା ବଡ ଖବର ଫୁଣି ଠାରେ ବଙ୍ଗୋପ ସାଗରରେ ସୃଷ୍ଟି ହେଲା ବଡ ଲଘୁଚାପ ଏହି ଲଘୁଚାପ ପ୍ରଭାବରେ ଆସନ୍ତା 3ରୁ 4 ଦିନ ପର୍ଯ୍ୟନ୍ତ ଘଡ ଘଡି ସହିତ ବର୍ଷା ହେବାର ସମ୍ଭାବନା ରହିଛି ତେଣୁ ପାଣିପାଗ ତରପାରୁ 12ଟି ଜିଲ୍ଲାକୁ ହାଇ ଆର୍ଲଟ ଜାରୀ ହୋଇଛି ଏହି 12ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ର ତରପରୁ ସତର୍କ ରହିବା ପାଇଁ ନିର୍ଦେଶ ଜାରି ହୋଇଛି ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ ଖବର ଉପରେ ନଜର ପକାଇବା ଜାଣିନେବ ପାଣିପାଗ ବିଭାଗ ତରପରୁ କଣ ରହିଛି ଲଟେସ୍ଟି ଖବର |
ଏବଂ ଏହାରି ପ୍ରଭାବରେ କେତେ ଦିନ ପର୍ଯ୍ୟନ୍ତ ଘଡ ଘଡି ବର୍ଷାଲାଗି ରହିବ | ଦର୍ଶକବନ୍ଧୁ ଏବେ ଏବେ ଯାହା ବଡ ଖବର ରହିଛି ପଶ୍ଟିମା ଝଡ଼ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା ଆଜିବି ବିଭିନ୍ନ ଜିଲ୍ଲାରେ ବର୍ଷ ସମ୍ଭାବନା ରହିଥିବାର ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି | ଆଜି ଉତର ଓଡିଶା ଉପକୂଳ ଏବଂ ଦକ୍ଷିଣ ଉପକୂଳ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ଘଡଘଡି ସହିତ ବର୍ଷା ହେବାର ସମ୍ଭାବନ ରହିଛି |
ପାଣିପାଗ ବିଭାଗ ସୂଚନା ଅନୁସାରେ ଆଜି ବିଶେଷ କରି ବରଗଡ଼ ସମ୍ବଲପୁର ଝାରସୁଗୁଡା ସୁନ୍ଦରଗଡ଼ କେନ୍ଦୁଝର ଅନୁଗୁଳୁ ଦେବଗଡ଼ ଢେଙ୍କାନାଳ କଟକ ଯାଜପୁର ଜଗସିଂହପୁର ଜିଲ୍ଲାରେ ଝଡ଼ ବର୍ଷାର ସମ୍ଭାବନା ରହିଛି | ସେହିପରି କେନ୍ଦ୍ରାପଡା ଭଦ୍ରକ ବାଲେଶ୍ୱର ମୟୁରଭଞ୍ଜ ପୁରୀ ଖୋର୍ଦ୍ଧା ନୟାଗଡ଼ ଗଞ୍ଜାମ ଗଜପତି ଏବଂ କନ୍ଧମାଳ ଜିଲ୍ଲାରେ ଝଡ ବର୍ଷାର ସମ୍ଭାବନା ରହିଛି |କିଛି କିଛି ସ୍ଥାନରେ ପବନର ବେଗ ଘଣ୍ଟା ପ୍ରତି 40ରୁ 50 କିଲୋମିଟର ହେବା ସହ ପ୍ରବଳବର୍ଷର ସମ୍ଭାବନା ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି |
ବିଶେଷ କରି ଢେଙ୍କାନାଳ କଟକ ଯାଜପୁର ଏବଂ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷର ସମ୍ଭାବନା ରହିଛି ସେପଟେ ଦିଲ୍ଲୀରେ ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଗତ କଲି ସକାଳ ଏପରି ହେବାପରେ ସନ୍ଧ୍ୟରେ ମଧ୍ୟ ବିଜୁଳି ମାରିବା ସହିତ ବର୍ଷା ଏବଂ ପବନ ହୋଇଛି ଘଣ୍ଟା ପ୍ରତି 80କିଲୋମିଟର ବେଗରେ ପବନ ବହିଥିଲା ତେଣୁ ବିମାନ ସେବା ବନ୍ଦ ରହିଛି ଅଘଟଣକୁ ଏଡ଼ାଇବା ପାଇଁ ବିମାନ ଉଡାନା ଓ ଅବତରଣ ସମୟରେ ପରିବର୍ତନ ହୋଇଥିଲା |
Check Also
Big News : ସାବଧାନ ଓଡିଶା ମୁହାଁ ପୁଣି ବାତ୍ୟା IMD ଦେଲା ଭୟଙ୍କର ଖବର, ଏହି ସବୁ ଜିଲ୍ଲା ହୋଇ ଯାଆନ୍ତୁ ସାବଧାନ !
ବର୍ତମାନର ବଡ଼ ଖବର ପାଣିପାଗକୁ ନେଇ ବଡ଼ ସୂଚନା ଓଡ଼ିଶାରେ ମୌସୁମୀ ବାୟୁ ଦୁଇ ରୀ ତିନି ଜିଲ୍ଲାରେ କିଛି …