Breaking News

ଏବେ ଏବେ ପୁଣି Sarakara କରିଦେଲେ ବଡ ଘୋଷଣା, ଶିଶୁ ଓ ମହିଳା ମାନଙ୍କୁ ମିଳିବ 5 ହଜାର ଟଙ୍କା, ଦେଖନ୍ତୁ କଣ ରହିଛି ପୁରା ଅପଡେଟ

ନମସ୍କାର ଦର୍ଶକବନ୍ଧୁ କେନ୍ଦ୍ର ଓ ରାଜ୍ୟ ସରକାର ଲୋକମାନଙ୍କ ସୁବିଧା ପାଇଁ ବିଭିନ୍ନ ପ୍ରକାର ଯୋଜନା କାର୍ଯ୍ୟ କରି କରିଛନ୍ତି ସେଥି ମଧ୍ୟରୁ ଶିଶୁ ଓ ମହିଳା ମାନଙ୍କ ପାଇଁ ମଧ୍ୟ ଉଭୟ ସରକାର ନୂଆ ନୂଆ ଯୋଜନା ମାନ କରିଛନ୍ତି | କେନ୍ଦ୍ର ସରକାର ନବଜାତ ଶିଶୁ ମାନଙ୍କ ପାଇଁ ଏକ ଯୋଜନା କାର୍ଯ୍ୟକାରୀ କରିଛନ୍ତି ଯାହାର ନାମ ହେଉଛି ପ୍ରଧାମନ୍ତ୍ରୀ ମାତୃତ୍ଵ ବନ୍ଦନା ଯୋଜନା |

ଏହି ଯୋଜନା ମାଧ୍ୟମରେ ନବଜାତ ଶିଶୁ ମା ଙ୍କୁ 5 ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଉଛି | ତେବେ ଏହି ଯୋଜନାକୁ କେନ୍ଦ୍ର ସରକାରଙ୍କ ଦ୍ଵାରା 2017 ରେ କାର୍ଯ୍ୟକାରୀ କରାଯାଇଛି | ଏହି ଯୋଜନା ରେ ପ୍ରଥମ ଗର୍ଭ ଧାରଣ କରିଥିବା ମହିଳା ଏବଂ ସ୍ତନ୍ ପାନ କରାଯାଉଥିବା ମହିଳାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ |

ଏହି ଯୋଜନାର ମୂଳ ଲକ୍ଷ୍ୟ ହେଉଛି ଜନ୍ମ ହୋଇଥିବା ଶିଶୁର ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଓ ତାକୁ ପୋଷ୍ଟିକ ଖାଦ୍ୟ ଯୋଗାଇବା | ତେବେ ଏହି ଯୋଜନାରେ ଅନ୍ତରଭୁକ୍ତ ହେବା ପାଇଁ ପ୍ରଥମ ଗର୍ଭ ଧାରଣ କରିଥିବା ମହିଳାଙ୍କୁ ଗର୍ଭବତୀ କାର୍ଡ ସ୍ଵାମୀଙ୍କ ଆଧାର କାର୍ଡ ଏବଂ ବ୍ୟାଙ୍କ ପାସବୁକ୍ ଜେରକ୍ସ ଦେବା ପାଇଁ ପଡିଥାଏ |

ତେବେ ନବଜାତ ଶିଶୁ ଜନ୍ମ ପରେ 3 ଟି କିସ୍ତି ମାଧ୍ୟମରେ ତାଙ୍କୁ ସେହି 5 ହଜାର ଟଙ୍କା ମିଳି ଥାଏ ପ୍ରଥମ କିସ୍ତି ରେ 1 ହଜାର ଟଙ୍କା ଦ୍ୱିତୀୟ କିସ୍ତିରେ 2 ହଜାର ଟଙ୍କା ଏବଂ ତୃତୀୟ କିସ୍ତି ରେ ମଧ୍ୟ 2 ହଜାର ଟଙ୍କା ମିଳିଥାଏ |

About odisha news

Check Also

ବର୍ଷା ସହ ଖେଳ Tunguru ଭୋଳ ପାଇଁ ହେଲା କାଳ ଏହି କେସ ରେ ଜେଲ ଗଲେ ଟୁଙ୍ଗୁରୁ ହାତ ଯୋଡି ସମସ୍ତଙ୍କୁ ମାଗିଲେ ସାହାଯ୍ୟ…

ଦର୍ଶକବନ୍ଧୁ ବର୍ଷା ସହିତ ଖେଳ ଟୁଙ୍ଗୁରୁ ପାଇଁ ହେଲା କାଳ ଅଭିଯୋଗରେ ଶେଷରେ ଜେଲ୍ ଗଲା ଟୁଙ୍ଗୁରୁ ଭୋଳ ତେବେ …

Leave a Reply

Your email address will not be published.