ବର୍ତ୍ତମାନର ବଡ଼ ଖବର ଯାହାକି ଆମ ରାଜ୍ୟରେ ଛାତ୍ର ଛାତ୍ରୀ ମାଙ୍କ ପାଇଁ ସରକାର ଆଉ କିଛି ବଡ଼ ଘୋଷଣା 17 ରୁ ନୂଆ ଶିକ୍ଷା ବର୍ଷ ବଦଳିଯିବ ପାଠ ପଢା ନିୟମ ସେପଟେ ଜାରି ରହିଛି ଗ୍ରୀଷ୍ମ ପ୍ରଭାବ ବିଶେଷ ସୂତ୍ରରୁ ସୂଚନା ବଦଳି ପରେ ଫୁଣି ଗ୍ରୀଷ୍ମ ଛୁଟି ସରକାର ଫୁଣି ବିଧିବଧ ଘୋଷଣା କରି ପାରନ୍ତି | ତେବେ ଖରା ଛୁଟି ପରେ ନୂଆ ଶିକ୍ଷା ବର୍ଷ ଖରା ଛୁଟି ପରେ କିପରି ସ୍କୁଲ ରେ ପାଠ ପଢା ହେବ ସେ ନେଇ ଓସେବା ପକ୍ଷରୁ ଜାରି ହୋଇଛି ନିୟମା ବଳି ଏ ନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ପ୍ରକଳ୍ପ ସଞ୍ଜଯୋଗ ଙ୍କୁ ଓସେବା ରାଜ୍ୟ ପକଳ୍ପ ନିର୍ଦେଶକ ଅନୁପମ ସାହା ଚିଠି ଲେଖିଛନ୍ତି |
ତେବେ ଖରା ଛୁଟି ସାରିବା ପରେ ନୂଆ ଶିକ୍ଷା ବର୍ଷ ଆରମ୍ଭ ହେଉଥିବା କିପରି ଠିକଣା ଢଙ୍ଗରେ ଶିକ୍ଷା ଦାନ ଆରମ୍ଭ କରାଯିବ ସେ ଏନି ଚିଠିରେ ଉଲେଖ ରହିଛି ଶତ ପ୍ରତିଶତ ସିଲାବସ ସର୍ବ ପରେ ପଦକେପି ନେବାକୁ ସମସ୍ତ DO ମାନଙ୍କୁ ନିର୍ଦେଶ ଦିଆଯାଇଛି | ସବୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମସ୍ତ ଶିକ୍ଷକ ଙ୍କ ସହ ପାଠ କ୍ରମ ପାଠ ପଢା ସହିତ ସମଧ୍ୱରେ ଆଲୋଚନା କରିବେ | କପରି ଭାବେ ସଠିକ ଭାବରେ ବିଦ୍ୟାର୍ଥୀ ମାନେ ଶିକ୍ଷା ପାଇବେ ସେ ଦିଗରେ ଯୋଜନା ପ୍ରସ୍ତୁତ କରିବେ |
କୋରାନ କାଳରେ ଖେତୀ ହୋଇଥିବା ପୁସ୍ତକ ସହ ପାଠ୍ୟ ପୁସ୍ତକ ପାଠ ଯିବ ସବୁ ବିଦ୍ୟର୍ଥୀ ଯେପରି ଦୁଇ ପ୍ରକାର ପୁସ୍ତକ ପାଇବେ ସେ ଦିଗରେ ପ୍ରଧାନ ଶିକ୍ଷକ ଧ୍ୟାନ ଦେବେ ଶ୍ରେଣୀ ଓ ବିଷୟ ଭିତିକ ପାଠ ପଢ଼ା ସମୟ ସାରଣୀ ପ୍ରତି ଶ୍ରେଣୀ ଗୃହରେ ଲଗାଯିବ | ଛାତ୍ର ଛାତ୍ରୀ ଦକ୍ଷତା ଯାଞ୍ଚ ପରେ ଖରାପ ପଦର୍ଶନ କରିଥିବା ଛାତ୍ରଛାତ୍ରୀ ଦକ୍ଷତା ବୃଦ୍ଧି ପାଇଁ ଶିକ୍ଷା ଅନୁଷ୍ଠାନ ପାଖରୁ ପ୍ରୟାସ କରାଯିବ ସେମାନଙ୍କୁ ପୃଥକ ଭାବରେ ଅତି ରିକ୍ତ ପାଠ ପଢା ହେବା ସହିତ ନିୟମିତ ପାଠ ମଧ୍ୟ ପ୍ରଦାନ କରାଯିବ ତେବେ ଶିକ୍ଷକ ମାନେ ପାଠ ପଢା ହୋଇଥିବା ଖେତୀ ଭରଣ ପାଇଁ ଶତନ୍ତ୍ର ଯୋଜନା କରିବେ |
ଛାତ୍ରଛାତ୍ରୀ ମାନଙ୍କ ସୁରକ୍ଷା ଓ ନିରାପଦ ଶିକ୍ଷାଅନୁଷ୍ଠାନ କତୃପକ୍ୟ ପ୍ରଥମିକତା ଦେବେ ପ୍ରତି ପାଠ୍ୟ କର୍ମର ବିଷୟ ଗତ ନୋଟ ପିଲାଙ୍କୁ ପ୍ରଦାନ କରାଯିବ ପୂର୍ବରୁ ପ୍ରଧାନ ଶିକ୍ଷକ ଯାଞ୍ଚ କରିବେ ବୋଲି ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ସମିରି ଦାଶ କହିଛନ୍ତି | ସେପଟେ ଖରା ଚୁଟିକୁ ନେଇ ବଢୁଛି ଦୋନ୍ଧ ରାଜ୍ୟରେ ବଢିପାରେ ଗ୍ରୀଷ୍ମ ଛୁଟି ଯାହାକି ଜୁନୁ 16 ତାରିଖ ପର୍ଯ୍ୟନ୍ତ ସରକାର କରିଛନ୍ତି ଗ୍ରୀଷ୍ମ ଛୁଟି ତା ଥିରେ ମଧ୍ୟ ହୋଇ ପରେ ବଡ଼ ପରିବର୍ତନ ଏମିତି କିଛି ବିଶେଷ ସୂତ୍ର ରୁ ମିଳୁଛି ସୂଚନା ଯାହାକି ଆଗକୁ ମଧ୍ୟ ଏନେଇ ସରକାର ନୂଆ ନୋଟିସି ଜାରି କରି ପାରନ୍ତି |
Check Also
ଆସିଗଲା ମେଟ୍ରିକ୍ ପରୀକ୍ଷା ରେଜଲ୍ଟ ତାରିଖ ଶୀଘ୍ର ଦେଖନ୍ତୁ, ବାହାରିବାକୁ ଯାଉଛି ମାଟ୍ରିକ ରେଜଲ୍ଟ…ଦେଖନ୍ତୁ କେଉଁ ସମୟରେ ବାହାରିବା ରେଜଲ୍ଟ !
ବର୍ତମାନର ବଡ଼ ଖବର ଛାତ୍ର ଛାତ୍ରୀ ଙ୍କ ପାଇଁ ବଡ଼ ଖୁସି ଖବର ଆସନ୍ତା ବୁଧବାର ପ୍ରକାଶ ପାଇବ ପାଇବା …