ଦର୍ଶକବନ୍ଧୁ ଏବେ ଏବେ ବାତ୍ୟାକୁ ନେଇ ଆସିଲା ବଡ଼ ଖବର ବେଙ୍ଗାପ ସାଗରରେ ହେବାକୁ ଥିବା ବାତ୍ୟା ଗତି ପଥ ବଦଳାଇବ 10 ରେ ବାତ୍ୟା ଗତି ପଥ ବଦଳାଇବ ବୋଲି ଆଞ୍ଚଳିକ ପାଣିପାଗ ବିବାହାଗ କହିଛି ଏନେଇ ପାଣିପାଗ ବିଜ୍ଞାନୀ ମାନେ ସୂଚନା ଦେଇଛନ୍ତି ତେବେ ତାଙ୍କ କହିବା ମୁତାବକ 8ରେ ସୃଷ୍ଟି ହେବାକୁ ଥିବା ବାତ୍ୟା 10 ଯେଇଁ ସମାନ ଗତିରେ ଯିବ ଏହା କେଉଁ ଦିନ ସ୍ଥଳ ବଗ ଛୁଇଁବ ଓ କେଉଁ କେଉଁ ଜିଲ୍ଲା ମାନଙ୍କୁ ତାଣ୍ଡବ ରଚିବ ସମ୍ପୂର୍ଣ ଖବର ଜାଣି ରଖନ୍ତୁ |
ତେବେ ଆସନ୍ତା 10 ତାରିଖ ମଧ୍ୟରେ ସନ୍ଧ୍ୟା ଯାଇଁ ଉତ୍ତର ପଶ୍ଟିମ ଦିଗକୁ ଗତି କରିବ ବାତ୍ୟା 10ତାରିଖ ସନ୍ଧ୍ୟା ପରେ ବାତ୍ୟା ଦିଗ ବଦଳାଇବାର ସମ୍ଭାବନା ରହିଛି ଦିଗ ବଦଳାଇବା କ୍ରମେ ଉତ୍ତର ପୂର୍ବ ଦିଗକୁ ଗତି କରିବ ବାତ୍ୟା | ଓଡିଶା ଉପକୂଳ ପାଖାପାଖି ପହଞ୍ଚିବା ପରେ ଦିଗ ବଦଳାଇବ ବାତ୍ୟା | ବାତ୍ୟା ଓଡିଶା ଉପକୂଳ ବାତ୍ୟା ହୋଇଯିବାର ସମ୍ଭାବନା ରହିଛି ଏହାର ପ୍ରଭାବରେ 10 ଓ 11 ତାରିଖରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷ ହେବ ବୋଲି ଆଞ୍ଚଳିକ ପାଣି ପାଗ ବିଭାଗ ଏହାକୁ ଆକଳନ କରିଛନ୍ତି |
ବାତ୍ୟା ପ୍ରଭାବରେ 4 ଜିଲ୍ଲାକୁ ପ୍ରବଳ ବର୍ଷା ସମ୍ଭାବନା ରହିଛି ଏହି ଆକଳନ କରିଛି ପାଣିପାଗ କେନ୍ଦ୍ର | ତେବେ ଆସନ୍ତା 10 ଓ 11 ତାରିଖରେ 4 ଜିଲ୍ଲା ଗଞ୍ଜାମ ପୁରୀ ଖୋର୍ଦ୍ଧା ଓ ଜଗସିଂଗିପୁର ପ୍ରବଳ ବର୍ଷା ସମ୍ଭାବନା ରହିଛି ତେବେ ବାତ୍ୟା ସମୁଦ୍ର ଉପକୂଳ ଆଡକୁ ଆସୁଥିବାରୁ 10 ତାରିଖ ପୂର୍ବରୁ ମାଛ ଜୀବି ମାନେ ସମୁଦ୍ରରୁ ସ୍ଥଳ ଭାଗରୁ ଫେରି ଆସିବାରୁ ଏହାକୁ ପାଣିପାଗ ବିଭାଗ ପୂର୍ବାନୂମାନ କରିଛି |
ତେବେ ଅନ୍ୟ ପଟେ ବାତ୍ୟା ସଂଭାଗ୍ୟ ବାତ୍ୟା ଆସନୀ ର ମୁକାବିଲା ପାଇଁ ପ୍ରସ୍ତୁତି କରୁଛନ୍ତି ରାଜ୍ୟ ସରକାର | ତେବେ ଏହି ବାତ୍ୟାକୁ ଆଖି ଆଗରେ ରଖି ସମସ୍ତ ସରକାରୀ ଚାକିରୀ ମାନଙ୍କୁ ଛୁଟି ବାତିଲି କରିଛନ୍ତି | ଏହା ପ୍ରତି ଜିଲ୍ଲାକୁ ସାମଗ୍ରୀ ରଖିବାକୁ ନିର୍ଦେଶ ଦିଆଯାଇଛି ତେବେ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ରହିବାକୁ ନିର୍ଦେଶ ଦିଆଯାଇଛି
Check Also
ସାବଧାନ; ଅତି ଭୀଷଣ ରୂପ ନେଲା ଲଘୁଚାପ, ବାଲେଶ୍ଵର ସହ 13 ଜିଲ୍ଲାକୁ ହାଇ ଆଲଟ ଜାରି |
ନମସ୍କାର ଦର୍ଶକବନ୍ଧୁ ଲଘୁଚାପ ପ୍ରଭାବ ରେ ରାଜ୍ୟରେ ଜାରି ରହିଛି ବର୍ଷା ଉପକୂଳ ଜିଲ୍ଲା ସମେତ ଦକ୍ଷିଣ ଓଡିଶା ରେ …