Breaking News

Big Update : ଏବେ ଏବେ ଆସିଲା ସରକାରଙ୍କ ତରଫରୁ ବଡ଼ ଘୋଷଣା, ଏବେ ଏଇ ତାରିଖରୁ ମିଳିବ ଘର ଦେଖନ୍ତୁ କାହାକୁ ମିଳିବ ଆଉ କାହାକୁ ମିଳିବ ନାହିଁ…ଦେଖନ୍ତୁ !

ହେଲୋ ଫ୍ରେଣ୍ଡ୍ ଏବେ ଏବେ ଆସୁଛି ଆଉ କିଛି ବଡ ଖବର ଯାହାକି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଖୁବ୍ ଶୀଘ୍ର ଆବଣ୍ଟିତ ହେବାକୁ ଯାଉଛି ନୂଆ ଆର୍ଥିକ ବର୍ଷ 2022 – 23 ରେ ପକ୍କା ଘର ଆବଣ୍ଟନ ତେବେ କେବେ ସୁଦ୍ଧା ମିଳିବ କଣ ରହିଛି ଜାଣିବା ସମ୍ପୂର୍ଣ୍ଣ ଖବର ବିଷୟରେ ଯାହା ମଧ୍ୟ ଆପଣ ମାନେ ସମସ୍ତେ ଜାଣି ରଖିବା ଜରୁରୀ ।

ତେବେ ଡିସେମ୍ବର 31 ତାରିଖ 2024 ପର୍ଯ୍ୟନ୍ତ ଜାରି ରହିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏ ସଂକ୍ରାନ୍ତରେ ଆବାସ ଓ ସହରା ଅଞ୍ଚଳ ବେପାର ମନ୍ତ୍ରାଳୟ ପ୍ରସ୍ତାବ କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକ ରେ ଅନୁମୋଦନ କରାଯାଇଛି ତେବେ ଏହି ଯୋଜନା ଅଧୀନରେ 31 ମାର୍ଚ୍ଚ 2022 ସୁଦ୍ଧା ମଞ୍ଜୁର ହେଇଥିବା 122 . 69 ଲକ୍ଷ ଆବାସ ସମ୍ପୂର୍ଣ୍ଣ କରିବା ଲାଗି ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି ।

ତେବେ PMAY ସମସ୍ତଙ୍କ ପାଇଁ ଆବାସ ଭାରତ ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ ହେଉଥିବା ଏକ ପ୍ରମୁଖ ପ୍ଲେକ୍ସିମ୍ କାର୍ଯ୍ୟକ୍ରମ ଯାହା ମାଧ୍ୟମରେ ଦେଶର ସହରା ଅଞ୍ଚଳରେ ଥିବା ସବୁ ଯୋଗ୍ୟ ହିତଧିକାରୀ ମାନଙ୍କ ସହ ଋତୁ ପାଇଁ ଅନୁକୂଳ ପକ୍କା ଘର ଯୋଗାଇ ଦିଆଯାଇଛି । ରାଜ୍ୟ କେନ୍ଦ୍ରଶାସିତ ପ୍ରଦେଶ କେନ୍ଦୀୟ ନୋଡାଲ ଅଜେନ୍ସୀ ମାଧ୍ୟମରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି ତେବେ ଦେଶର ସବୁ ସହରା ଅଞ୍ଚଳକୁ ଏହି ଯୋଜନାରେ ସାମିଲ କରାଯାଉଛି ।

ତେବେ ବିଜ୍ଞାପିତ ଯୋଜନା ଏବଂ ବିକାଶ ସମତେ 2011 ଜନ ଗଣନା ଅନୁଯାୟୀ ସବୁ ବୈଧାନିକ ସହର ଓ ଏହା ପରେ ବିଜ୍ଞାପିତ ହୋଇଥିବା ସବୁ ସହରରେ ଯୋଜନା କାର୍ଯ୍ୟ କରି ହେଉଛି ତେବେ ରାଜ୍ୟରେ ଖୁବ୍ ଶୀଘ୍ର ଅର୍ଥାତ୍ ମିଳୁଥିବା ବିଶେଷ ସୂତ୍ରରୁ ସୂଚନା ମୁତାବକ ଏହି ଅଗଷ୍ଟ ମାସ ଶେଷ ସପ୍ତାହ କିମ୍ବା ସେପ୍ଟେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ୱର୍କା ଅର୍ଡର୍ ମଧ୍ୟ ପ୍ରସ୍ତୁତ ହେବାକୁ ଯାଉଛି ଓ ଯେଉଁ ମାନଙ୍କର ଲିଷ୍ଟରେ ନାମ ଥିବ ସେମାନଙ୍କ ଖାତାକୁ ଟଙ୍କା ମଧ୍ୟ ଆସିଯିବ ତେବେ PM ଆବାସ ଯୋଜନା ଅଧୀନରେ ଆପଣ ବି ତିଆରି କରି ପାରିବେ ଘର ।

About odisha news

Check Also

ବର୍ଷା ସହ ଖେଳ Tunguru ଭୋଳ ପାଇଁ ହେଲା କାଳ ଏହି କେସ ରେ ଜେଲ ଗଲେ ଟୁଙ୍ଗୁରୁ ହାତ ଯୋଡି ସମସ୍ତଙ୍କୁ ମାଗିଲେ ସାହାଯ୍ୟ…

ଦର୍ଶକବନ୍ଧୁ ବର୍ଷା ସହିତ ଖେଳ ଟୁଙ୍ଗୁରୁ ପାଇଁ ହେଲା କାଳ ଅଭିଯୋଗରେ ଶେଷରେ ଜେଲ୍ ଗଲା ଟୁଙ୍ଗୁରୁ ଭୋଳ ତେବେ …

Leave a Reply

Your email address will not be published.