ଆସନ୍ତା କଲି ଠାରୁ ଆମ ଓଡ଼ିଶାରେ ଅଧିକାଂଶ ଜିଲ୍ଲା ମାନଙ୍କରେ ଖୁବୁ ଅଧିକ ମାତ୍ରାରେ ଖରା ତାଟିର ପରିମାଣ ବୃଦ୍ଧି ପାଇବ ଯେମିତିକି ପାରଦ 2ରୁ 3 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ତା ମାନେ ଆପଣ ମାନେ ଅନୁମାନ କରି ପାରୁଥିବେ ଯେଉଁ ଯେଉଁ ଜିଲ୍ଲା ମାନଙ୍କରେ ପାରଦ 42 ଡିଗ୍ରୀ ଏବଂ 43 ଡିଗ୍ରୀ ଅଛି ସେହି ସବୁ ଜିଲ୍ଲା ମାନଙ୍କରେ ଫୁଣି ପାରଦ 45 ଡିଗ୍ରୀ ରୁ 46 ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ମଧ୍ୟ ବୃଦ୍ଧି ପାଇପାରେ | ଆଉ ଜୁନୁ ପ୍ରଥମ ସପ୍ତାହ ହରୁ କିଛି ଜିଲ୍ଲା ମାନଙ୍କରେ ପାରଦ ଆହୁରି ଉର୍ଦ୍ଧ ଗାମି ହେବ ତା ମାନେ 47 ରୁ47 ଡିଗ୍ରୀ ପର୍ଯ୍ୟନ୍ତ ଯାଏଁ ପାରଦ ପହଞ୍ଚିବ |
କାଳ ବୈଶାଖୀର ପ୍ରଚଣ୍ଡ ତାଣ୍ଡବ ମଧ୍ୟ କିଛି କିଛି ଜିଲ୍ଲା ମାନଙ୍କରେ ଦେଖିବା ପାଇଁ ମିଳିବ ଆଗାମୀ 24 ରୁ 48 ଘଣ୍ଟା ମଧ୍ୟରେ ପାଖା ପାଖି 12 ଜିଲ୍ଲା ମାନଙ୍କରେ ସତର୍କ ସୂଚନା ଜାରି କରାଯାଇଛି ଯେଉଁଠି ପ୍ରବଳ ମାତ୍ରରେ ବିଜୁଳି ଘଡ ଘଡି ସହିତ ପ୍ରବଳ ବର୍ଷା ଏବଂ ଝଡ଼ ବର୍ଷା ସମ୍ଭାବନା ରହିଛି | ଆଉ ଝଡ଼ ର ସମ୍ଭାବନା ଏତେ ମାତ୍ରାରେ ଅଛି ପବନର ବେଗ ପାଖା ପାଖି 50 ରୁ 60 କିଲୋ ମିଟର ରହିପାରେ |
ଆମ ଓଡ଼ିଶାର ଅଧିକାଂଶ ଜିଲ୍ଲା ମାନଙ୍କରେ ଗ୍ରୀଷ୍ମର ପ୍ରକୋପ ଆହୁରି ଖୁବୁ ଅଧିକ ମାତ୍ରାରେ ରେ ବୃଦ୍ଧି ପାଇବ ପାଖା ପାଖି 2 ରୁ 3 ଡିଗ୍ରୀ ପର୍ଯ୍ୟନ୍ତ ପାରଦ ଉର୍ଧ ଗାମି ହେବ ତା ମାନେ 45 ଡିଗ୍ରୀ 46 ଡିଗ୍ରୀ ପର୍ଯ୍ୟନ୍ତ ପାରଦ ଆମ ଓଡିଶାର ବିଭିନ୍ନ ଜିଲ୍ଲା ମାନଙ୍କରେ ଉର୍ଧ ଗମି ହୋଇପାରେ | ଏହି ବର୍ଷ ଯେଉଁ ମୋୖସିମି ବାୟୁ ଆସିଛି ତାହା ଅଧିକ ମାତ୍ରାରେ ସକ୍ରିୟ ହେବ ନାହିଁ ଯେଉଁ ପାଇଁ ଡ଼ରୁବଲ ମୋୖସିମି ବାୟୁର ସମ୍ନା କରିବାକୁ ଆମେ ମାନେ ଯାଉଛନ୍ତି |
Check Also
Big News : ସାବଧାନ ଓଡିଶା ମୁହାଁ ପୁଣି ବାତ୍ୟା IMD ଦେଲା ଭୟଙ୍କର ଖବର, ଏହି ସବୁ ଜିଲ୍ଲା ହୋଇ ଯାଆନ୍ତୁ ସାବଧାନ !
ବର୍ତମାନର ବଡ଼ ଖବର ପାଣିପାଗକୁ ନେଇ ବଡ଼ ସୂଚନା ଓଡ଼ିଶାରେ ମୌସୁମୀ ବାୟୁ ଦୁଇ ରୀ ତିନି ଜିଲ୍ଲାରେ କିଛି …