ଦର୍ଶକବନ୍ଧୁ କାଳିଆ ଯୋଜନାକୁ ନେଇ ଆସିଲା ବହୁତ ବଡ଼ ଖୁସି ଖବର କଲି ଯୋଜନାର ଯୋଗ୍ୟ ହିତାଧିକାରୀ ମାନଙ୍କୁ ଆଜି 2000 ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ କରିବେ ରାଜ୍ୟ ସରକାର ଆପଣ ଯଦି କଲି ଯୋଜନାରେ ଜଣେ ଜଣେ ହିତାଧିକାରୀ ତାହାଲେ ନିଶ୍ଚୟ ଜାଣି ରଖନ୍ତୁ \ ରାଜ୍ୟରେ ଚାଷୀ ଭାଇ ମାନଙ୍କ ପାଇଁ ବହୁତ ଖୁସି ଖବର ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରାଜ୍ୟ ସରକାର ଚାଷୀ ଭାଇ ମାନଙ୍କୁ ବଡ଼ ଗିଫ୍ଟ ଦେବାକୁ ଯାଉଛନ୍ତି |
ଏହି ଅବସରରେ ରାଜ୍ୟର ଚାଷୀ ମାନଙ୍କୁ କଲି ଟଙ୍କା ପ୍ରଦାନ କରାଯିବ ବାଲିଆ ଯୋଜନାର ସମସ୍ତ ହିତାଧିକାରୀ ମାନଙ୍କୁ 2000 ଟଙ୍କା ଲେଖାଏ ପ୍ରଦାନ କରିବେ ରାଜ୍ୟ ସରକାର | ସୂଚନା ଯୋଗେ ଚଳିତ ବର୍ଷ ସେପ୍ଟମ୍ବର ମାସ ରାଜ୍ୟର 37 ଲକ୍ଷ ଚାଷୀ ବ୍ୟାଙ୍କ ଖାତାକୁ 743 କୋଟି ଟଙ୍କା ଦିଆଯାଇଥିଲା 37ନ ଲକ୍ଷ 10914 ଜଣ ଖୀଦ୍ର ନାମ ମାତ୍ର ଚାଷୀଙ୍କୁ କାଳିଆ ଯୋଜନାର 742କୋଟି 58 ହଜାର ଟଙ୍କା ପ୍ରଦାନ କରାଜିଥିଲା |
ପ୍ରତେକ ଚାଷୀ ବ୍ୟାଙ୍କ ଖାତାକୁ 2000 ଟଙ୍କା ଲେଖାଏ ଜମା କରାଯାଇଥିଲା କାଳିଆ ଯୋଜନାରେ ଚାଷୀଙ୍କୁ 1874 କୋଟି ଟଙ୍କାର ସହାୟତା ଦିଆଯିବ ବୋଲି ଗତ ମାର୍ଚ୍ଚ ମାସ 30 ତାରିଖ ଆଗତ ବଜେଟ ରେ ଅର୍ଥ ମନ୍ତ୍ରୀ ଘୋଷଣା କରିଥିଲେ |ସେହିପରି ବିପର୍ଯୟ ମୁକାବିଲା ପାଇଁ 3200 କୋଟି ସ୍ୱାସ୍ଥ୍ୟ ପାଇଁ 12200 କୋଟି ମିଶନ ଶକ୍ତି ପାଇଁ 2000 କୋଟି ବିଜୁ ସ୍ୱାସ୍ଥ୍ୟ ପାଇଁ 1864 କୋଟି ଟଙ୍କାର ବେୟ ବରାଦ କରାଯାଇଥିଲା | ଯଦି ଆପଣ ମାନଙ୍କ ସବୁ କିଛି ଠିକି ଅଛି ତେବେ ଆଜି ଆପଣ ମାନଙ୍କ ବ୍ୟାଙ୍କ ଖାତାକୁ ପଇସା ଆସିଯିବ |
Check Also
ଜଗନ୍ନାଥ ମନ୍ଦିରର ଗୁପ୍ତ ରହସ୍ୟ ଜାଣନ୍ତୁ ବିଶ୍ୱ ପ୍ରସିଦ୍ଧ କାହିଁକି, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ !
ନମସ୍କାର ବନ୍ଧୁଗଣ ଆସନ୍ତୁ ଜାଣିବା ବିଶ୍ୱବ୍ରମହାଣ୍ଡର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ ମନ୍ଦିର ଗୁପ୍ତ ରହସ୍ୟ | ତେବେ ଏହିଖବରଟି ଶେଷଯାଏଁ …