Breaking News

ଏବେ ଏବେ ଆସିଲା ବଡ ଖୁସିର ଖବର, ଏହି ଦିନ ମିଳିବାକୁ ଯାଉଛି PM Kisanର ଆଗାମୀ କିସ୍ତି ଟଙ୍କା, ଶୀଘ୍ର କରି ଦିୟନ୍ତୁ ଏହି କାମ…

ତେବେ ପିଏମ ସାମନିଧି ଯୋଜନାରେ ଚଷୀଙ୍କ ପାଇଁ ଆସିଲା ଏବେ ଏବେ ଗୁରୁତ୍ୱ ପୂର୍ଣ୍ଣ ଖବର ପିଏମ କିଷାନ ଯୋଜନାର ଦ୍ୱାଦଶ କିସ୍ତି ପାଇବାରେ କାହିଁକି ହେଉଛି ବିଳମ୍ବ ଏବଂ ଜଣାନ୍ତୁ କେବେ ଆସିବ ଆପଣ ମାନଙ୍କ ଖାତାକୁ ଟଙ୍କା | ବନ୍ଧୁଗଣ କଣ ପାଇଁ ବିଳମ୍ବ ହେଉଛି ପିଏମ ଯୋଜନାର ଦ୍ୱାଦଶ କିସ୍ତି ଟଙ୍କା ଆସିବାରେ ତେବେ ପିଏମ ସାମନିଧି ଯୋଜନାରେ ଯେଉଁ ସମସ୍ତ ହିତାଧିକାରୀ ଅଛନ୍ତି |

ଏବେ ଅପେକ୍ଷା କରି ବସିଛନ୍ତି 12 ତମ କିସ୍ତିକୁ ତେବେ କେବେ ଆସିବ ପିଏମ କିଷାନ ଯୋଜନାର ଦ୍ୱାଦଶ କିସ୍ତି | ଆପଣ ମାନଙ୍କ ମନରେ ନିହାତି ଭାବରେ ପ୍ରଶ୍ନ ଆସୁଥିବ ଯଦି ଆସିବା ତାହାଲେ କେଉଁ ତାରିଖରେ ଆସିବ କେତେ ଟଙ୍କା ଆସିବ ଆଜି ଆମେ ଆପଣ ମାନଙ୍କୁ କହିବୁ |

ଦର୍ଶକବନ୍ଧୁ କିଷାନ ସାମନିଧି ଯୋଜନାରେ ଦ୍ୱାଦଶ କିସ୍ତି ପାଇଁ କୋଟି କୋଟି କୃଷକ ଏବେ ଅପେକ୍ଷା କରି ବସିଛନ୍ତି କିନ୍ତୁ ଏଇଥର ଏହି କିସ୍ତି ଏପର୍ଯ୍ୟନ୍ତ ଆସିନାହିଁ ଗତ ବର୍ଷ 2021 ନବମ କିସ୍ତି ଅଗଷ୍ଟ ଆରମ୍ଭ ରେ ଆସିଥିଲା ଏହା ପରେ 2020 ରେ ଟଙ୍କା କେବଳ ଅଗଷ୍ଟ 10 ରେ ମିଳିଥିଲା କିନ୍ତୁ ଏଥର ବିଳମ୍ୱ ହେବାରୁ ସରକାରଙ୍କ ତରପରୁ ଏହି ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ |

ଏଭଳି ପରିସ୍ତିରୁ ଠକେଇ କୁ ରଖିବା ପାଇଁ ସରକାର E-kyc କରିବା ଆରମ୍ଭ କରିଦେଇଛନ୍ତି E-kyc ପରିଚାଳନା ପାଇଁ ଶେଷ ତାରିଖ ଅଗଷ୍ଟ 31 ରେ ସ୍ଥିର କରାଯାଇଥିଲା ବର୍ତମାନ ସରକାରଙ୍କ ତରପରୁ ଆବେଦନ କାରି ଏବଂ ହିତାଧିକାରୀଙ୍କ ବୋଲି ଯାଞ୍ଚ କାର୍ଯ୍ୟ ଦୁର୍ତ ଗତିରେ ଚାଲିଛି ଏହି ପ୍ରକ୍ରିୟା ସମାପ୍ତ ହେବା ପରେ ପରେ ଟଙ୍କା କୃଷକ ମାନଙ୍କ ବ୍ୟାଙ୍କ ଖାତାକୁ ସିଧା ସଳଖ ଭାବରେ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳୁଛି |

ଦେଶର କୃଷକଙ୍କ ବ୍ୟାଙ୍କ ଖାତାକୁ ଆର୍ଥିକ କିସ୍ତିକୁ ସୃଢୁଡା କରିବା ପାଇଁ ପ୍ରଧାନ ମନ୍ତ୍ରୀ କିଷାନ ଯୋଜନାର ଆରମ୍ଭ କରିଥିଲେ ଏହି ଯୋଜନା ଅଧୀନରେ ସାରା ଦେଶରୁ 12 କୋଟିରୁ ଅଧିକ କୃଷକ ପଞ୍ଜିକୃତ କରିଥିଲେ ଦ୍ୱାଦଶ କିସ୍ତି ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ଏହି ପ୍ରକ୍ରିୟା ଜାରି ରଖିଛନ୍ତି କିସ୍ତି ଅକଳନକୁ ସ୍ତାନସ୍ତରଣ କରିବା ପୂର୍ବରୁ ରାଜ୍ୟର ଅନୁମୋଦନ ଆବଶକ୍ୟ ରାଜ୍ୟର ଅନୁମୋଦନ ହେବ ପରେ ହିଁ ସମସ୍ତ ହିତାଧିକାରଙ୍କୁ ମିଳିବ ଦ୍ୱାଦଶ କିସ୍ତି |

ତେଣୁ ଯେଉଁ ମାନେ ରେଜିଷ୍ଟେସନ କରି ନାହାନ୍ତି ଏବେ ହିଁ ଜଲଦି ପିଏମ କିଷାନ ଯୋଜନାର ଅଫିସିଆଲ ସାଇଟିକୁ ଯାଇ ନିଜକୁ ରେଜିଷ୍ଟର କରିନିଅନ୍ତୁ ଯାହା ଦ୍ୱାରା ଆପଣ ମାନଙ୍କୁ 12 ତମ କିସ୍ତିର ଟଙ୍କା ସିଧା ସଳଖ ବ୍ୟାଙ୍କ ଖାତାକୁ ଆସିବ ତେବେ ଆଶା କରାଯାଉଛି ପିଏମ କିଷାନ ଯୋଜନାର ଦ୍ୱାଦଶ କିସ୍ତିର ଟଙ୍କା ସମସ୍ତଙ୍କ ବ୍ୟାଙ୍କ ଖାତାକୁ ସେପ୍ଟେମ୍ବର ଶେଷ ତାରିଖ ସୁଦ୍ଧା ଆସିଯିବ |

About odisha news

Check Also

ବର୍ଷା ସହ ଖେଳ Tunguru ଭୋଳ ପାଇଁ ହେଲା କାଳ ଏହି କେସ ରେ ଜେଲ ଗଲେ ଟୁଙ୍ଗୁରୁ ହାତ ଯୋଡି ସମସ୍ତଙ୍କୁ ମାଗିଲେ ସାହାଯ୍ୟ…

ଦର୍ଶକବନ୍ଧୁ ବର୍ଷା ସହିତ ଖେଳ ଟୁଙ୍ଗୁରୁ ପାଇଁ ହେଲା କାଳ ଅଭିଯୋଗରେ ଶେଷରେ ଜେଲ୍ ଗଲା ଟୁଙ୍ଗୁରୁ ଭୋଳ ତେବେ …

Leave a Reply

Your email address will not be published.