ଦର୍ଶକବନ୍ଧୁ ବର୍ତମାନ ସମୟରେ ଗୋଟେ ଦୁଃଖ ଦାୟକ ଖବର ସାମ୍ନାକୁ ଆସିଛି ଆଜି ପ୍ରସିଦ୍ଧ ଅଭିନେତା ତଥା ଓ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ଏବଂ ସିନେମା ଜଗତରେ ଶୋଖର ଲହରୀ ଖେଳି ଯାଇଛି ଆମ ଦେଶ ହେଉଛି କଲା କାର ଓ ସଂସୁକୃତି ଦେଶ ଏଠାରେ ଅନେକ କଳାକାର ରହିଛନ୍ତି ନାଚ ହେଉ କିମ୍ବା ଗୀତ ହେଉ ଭାରତ ସବୁଠାରୁ ଆଗରେ |
ଏହି କଳାକାର 84 ବର୍ଷ ବୟସରେ ସେ ଆରପାରିକୁ ଚାଲି ଯାଇଛନ୍ତି ଭରତୀୟ ସଂଗୀତ ଜଗତରେ ଏହି ଉଜ୍ୱଳ ନକ୍ଷେତ୍ର ସବିବୁ ଦିନ ପାଇଁ ଲିଭି ଯାଇଛନ୍ତି ଯଦି କାହାର ମୃତୁ ହେବ ହେବାର ଥିବା ତାକୁ ଯିଏ ଯେତେ ଅଟକାଇଲେ ମଧ୍ୟ ରୋକି ପାରିବେ ନାହିଁ | ଯଦି ଜଣେ ସାଧାରଣ ଲୋକର ମୃତୁ ହୁଏ ତାଙ୍କ ପାଇଁ କେହିବି ଲୁହ ଗଡନ୍ତି ନାହିଁ ଯଦି ଜଣେ ସେଲିବ୍ରେଟି ମୃତୁ ହୁଏ ତାଙ୍କ ପାଇଁ ସମସ୍ତେ ଲୁହ ଗଡନ୍ତି |
କାରଣ ସେ ନିଜର କଳାକୁ ଲୋକଙ୍କ ଆଗରେ ପ୍ରକାଶ କରି ଲୋକ ପ୍ରିୟତା ହୋଇଥାନ୍ତି ଫିଲ୍ମ ଜରିଆରେ ପଣ୍ଡିତ ଶିହରି | ଶିହରି ଅନେକ ଗୀତ ସୁନ୍ଦର ଗୀତ ଗାଇଥିଲେ ଚାନ୍ଦିନୀ ଫିଲ୍ମର ଗୀତ ଗାଇଥିଲେ ସେହି ଫିଲ୍ମର ଗୀତ ଗାଈ ସେ ପ୍ରସିଧ ଆଣିଦେଇଥିଲା ତେବେ ଶିବିଙ୍କ ଅଚାନକ ମୃତୁ ପରେ ଭାରତୀୟ ଫିଲ୍ମ ସଂଗୀତ ଜଗତରେ ସେଲିବ୍ରେଟି ଗଭୀର ଦୁଃଖ ପ୍ରକାଶ କଲେ |
ସବୁଠାରୁ ଦୁଃଖର ବିଷୟ ଆସନ୍ତା 15 ତାରିଖରେ ଶିବିଙ୍କ ଗୀତ ଗାଇବାର ଥିଲା ମାତ୍ର ତା ପୂର୍ବରୁ ସେ ଆରପାରିକୁ ସେ ଚାଲି ଯାଇଛନ୍ତି ତେବେ ସେ ଆରପାରିର ଚାଲିଯାଇଛନ୍ତି | ତାଙ୍କ ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ଏବଂ ସିନେମା ଜଗତରେ ଶୋକର ଲହରୀ ଖେଳିଯାଇଛି |
Check Also
ଓଡିଆ ସିରିଏଲ ଅଭିନେତା ଜଗଜିତ୍ ପାଲ୍ (Swatik) ଗର୍ଲଫ୍ରେଣ୍ଡ ଏବଂ ପରିବାର ଆଗରୁ କେବେ ଦେଖିନଥିବେ ଦେଖନ୍ତୁ |
ନମସ୍କାର ବନ୍ଧୁଗଣ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ନୂଆ ବୋହୁ ସିରିଏଲଟିକୁ ଆପଣ ମାନେ ନିଶ୍ଚୟ ଭାବେ ଦେଖୁଥିବେ ତାହାହେଲେ …