Breaking News

ଏବେ କରୋନା ପାଇଁ ଓଡ଼ିଶା କାଈ ପିମ୍ପୁଡ଼ି ରେ ଔଷଧ ତିଆରି ହେବ, ପଢନ୍ତୁ ପୁରା ଖବର

ଓଡ଼ିଆ କାଇ ଚଟଣିରେ ହବ କରୋନା ଚିକିତ୍ସା ।  ଲାଲ ପିମ୍ପୁଡ଼ି ରୁ ହେବ କରୋନ ଔଷଧ । ପ୍ରସ୍ତାବ ଉପରେ ନିଷ୍ପତି ନେବେ କୁ ଆୟୁଷ ମନ୍ତ୍ରଣାଳୟ କୁ କହିଲେ ହାଇକୋର୍ଟ । ଏବେ ଯାଇ ପିମ୍ପୁଡ଼ି ରେ କିଭଳି କରୋନା ଔଷଧ ତିଆରି କରାଯାଇ ପାରେ ଆସନ୍ତୁ ଜାଣିବା । ଓଡ଼ିଶା ଓ ଛତିଶିଗଡ ଆଦିବାସୀ ବହୁଳ ମିଳୁଥିବା ନାଲି ପିମ୍ପୁଡ଼ି ସେଠାକାର ଲୋକେ ଖାଇଥାନ୍ତି ।

ସେଠାକାର ସ୍ଥାନୀୟ ଲୋକ କାଈ ପିମ୍ପୁଡ଼ି ଖାଇଥାନ୍ତି । ତେବେ ନାଲି ପିମ୍ପୁଡ଼ି ର ଚଟଣୀ ଖୁବ୍ ଶୀଘ୍ର କରୋନା ର ଚିକିତ୍ସା ପାଇଁ ବ୍ୟବହାର କରାଯାଇ ପରେ । ଆଶା କରାଯାଇ ପରେ ଆୟୁଷ ମନ୍ତ୍ରଣାଳୟ ଖୁବ୍ ଶୀଘ୍ର ଚଟଣୀ କୁ କରୋନା ର ଔଷଧ ଭାବେ ବ୍ୟବହାର କରିବାରେ ମଞ୍ଜୁରୀ ଦେଇ ପରେ ।

 

ଆଦିବାସୀ ଅଞ୍ଚଳରେ ପାରମ୍ପରିକ ଔଷଧ ଭାବେ ବ୍ୟବହାର ହଉଥିବା ନାଲି ପିମ୍ପୁଡ଼ି ର ଆଚାର ଉପରେ ଅଧିକ ତଥ୍ୟ ମାଗିଛନ୍ତି ଓଡ଼ିଶା ହାଇକୋର୍ଟ । ଏହା ନେଇ ଜଣ ସାର୍ଥ ମାମଲ୍ ରୁଜୁ ହୋଇଥିଲା । ବାରିପଦାର ଜଣେ ବ୍ୟକ୍ତି ଜଣ ସାର୍ଥ ମାମଲା ରୁଜ୍ଜୁ କରି କହିଥିଲେ ଯେ ଆଦିବାସୀ ଅଞ୍ଚଲରେ ଥଣ୍ଡା , କଫ ହେଲେ ନିଶ୍ୱାସ ପ୍ରସ୍ୱାସ ନେବାରେ ଅସୁବିଧା ହେଲେ ଏବଂ ଫ୍ଲୁ ପରି ରୋଗର ଚିକିତ୍ସା ପାଇଁ ନାଲି ପିମ୍ପୁଡ଼ି ଚଟଣୀ ବ୍ୟବହାର କରାଯାଏ ।

କଞ୍ଚା ଲଙ୍କା ଏବଂ କାଈ ପିମ୍ପୁଡ଼ି କୁ ମିଶାଇ ଏହି ଆଚାର ପ୍ରସ୍ତୁତି ତିଆରି କରାଯାଏ । ତେଣୁ କରୋନା ର ଉପସମ ପାଇଁ କର ଯାଇଥାଏ ଏହା ଉପରେ କାହିଁକି ଗବେଷଣା କର ଯାଉନି ବୋଲି କୋର୍ଟ ରେ ଆବେଦନ କରିଥିଲେ । ସେହି ଜନ ସାର୍ଥ ମାମଲା ସୁଆଣୀ କରି ହାଇକୋର୍ଟ ଆୟୁଷ ମନ୍ତ୍ରଣାଳୟ ଏବଂ କାଉନୁସିଲି ଇଣ୍ଡଷ୍ଟରିଆଲ ରିଶ୍ଚର୍ଚ କୁ ୩ ମାସ ଭିତରେ ନିଷ୍ପତି ନେବେ ବୋଲି ନିର୍ଦେଶ ଦେଇଛନ୍ତି ।

 

ନାଲି ପିମ୍ପୁଡ଼ି ଆଚାର ଉପରେ କୌଣସି ମତ ନଦେଇ ଏ ସମ୍ପର୍କରେ ଅଧିକ ତଥ୍ୟ ଦେବା ସହ ନିଷ୍ପତି ନେବା ପାଇଁ ଆୟୁଷ ମନ୍ତ୍ରଣାଳୟ କହିଛନ୍ତି । ଆବେଦନ ଉଲେଖ କରିଛନ୍ତି ଯେ ନାଲି ପିମ୍ପୁଡ଼ି ଆଚାର ବା ଚଟଣୀ ରେ ଭୂତାଣୁ ନିରୋଧ ଉପାଦାନ ଥିବା ଏହା ପାଚନ ପ୍ରକିୟା ରେ ସହାୟତା ହୋଇଥାଏ ।

(c)Lee Craker

ଏହି ପରି ନାଲି ପିମ୍ପୁଡ଼ି ରେ ଆଚରେ ପ୍ରୋଟିନ କ୍ୟାଲସିୟମ ଏବଂ ଜୀଙ୍କ ରହିଥିବାରୁ ପ୍ରତି ରୋଧକ ଶକ୍ତି ରେ ସହାୟତା ବୋଲି ଆବେଦନ ଭାବେ ଦର୍ଶାଇଛନ୍ତି ବ୍ୟକ୍ତି ଜଣଙ୍କ । କଣ ସତରେ କୋର୍ଟ ନେଦେଶ ଦେବ କରୋନା ପାଇଁ ଆଦିବାସୀ ମାନେ ଔଷଧ ବାହାର କରିବେ ବୋଲି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଏଣିକି ବ୍ୟାଙ୍କ୍ ଏଟିଏମ୍ ରୁ ଟଙ୍କା ଉଠାଇଲେ ଗ୍ରାହକ ମାନଙ୍କୁ ଦେବାକୁ ପଡ଼ିବ ଫାଇନ

ଭାରତୀୟ ରିଜର୍ଭ ବ୍ୟାଙ୍କର ବଡ଼ ନିଷ୍ପତି। ବ୍ୟାଙ୍କ ଗ୍ରାହକ ମାନଙ୍କ ପାଇଁ ବଡ଼ ଖବର। ଏଣିକି ଏଟିଏମ୍ ରୁ ଟଙ୍କା …

Leave a Reply

Your email address will not be published. Required fields are marked *