ଦର୍ଶକବନ୍ଧୁ ଦୁନିଆରେ ବିଭିନ୍ନ ପ୍ରକାରର ଗଛ ଦେଖିବାକୁ ମିଳେ କିଛି ଗଛ ଦେଖିବାକୁ ସୁନ୍ଦର ହୋଇଥାଏ ତ ଆଉକିଛି ଅରଶ୍ଚଯ୍ୟ କରିଦେବାର ହୋଇଥାଏ ଆଜି ଆମେ ସେଭଳି କେତେକ ଗଛ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଆପଣ କେବେବି ଶୁଣି ନଥିବେ ଆସନ୍ତୁ ଜାଣିବା ପୃଥିବୀରେ ଥିବା କେତେକ ବିଚିତ୍ର ବୃକ୍ଷ ସମ୍ପର୍କରେ | ବିସ୍ଟେରିଆ ନାମକ ଗଛ ଜାପାନରେ ଦେଖିବାକୁ ମିଳେ ଏହାକୁ ପୃଥିବୀର ସବୁଠାରୁ ସୁନ୍ଦର ଗଛ ବୋଲି କୁହାଯାଏ ଏହି ଗଛକୁ ଫୁଲ ଢାଙ୍କି ରଖୁଥିବାରୁ ଏହା ଖୁବୁ ମନରମ ହୋଇଥାଏ | ବିସ୍ଟେରିଆ ଗଛରେ ଗୋଲାପୀ ଓ ନୀଳ ଫୁଲ ଫୁଟିଥାଏ ଏହି ଫୁଲ ସମ୍ପୂର୍ଣ ଫୁଟିବାକୁ 5ରୁ 15 ବର୍ଷ ଲାଗିଥାଏ |
ଗ୍ରେଟ ଶିକୁଆ ଗଛ ପୃଥିବୀର ସବୁଠାରୁ ବଡ଼ ଗଛ ମଧ୍ୟରେ ଗ୍ରେଟ ଶିକୁଆ ଗଛ ଅନ୍ୟତମ ଏହି ବିରାଟ କାୟା ଗଛ ଆମେରିକାରେ ଦେଖିବାକୁ ମିଳେ ଏହି ଗଛର ଆନୁମାନିକ ଓଜନ 27 ଲକ୍ଷ ପାଉଣ୍ଡ କୁହାଯାଏ ପ୍ରାୟ 275 ଫୁଟ ଲମ୍ବ ଏହି ଗଛର ବୟସ 2300 ରୁ 3700 ବର୍ଷ ହେବ ବୋଲି କୁହାଯାଉଛି |
ଜବୁଟୀକାବା ସାଧାରଣତ ଫଳ ଗଛରେ ଝୁଲି ଥାଏ କିନ୍ତୁ ଦକ୍ଷିଣ ଆମେରିକାରେ ଏକ ଏଭଳି ଗଛ ରହିଛି ଯାହାର ଫଳ ସଖା ପ୍ରଶାଖାରେ ନୁହେଁ ଗଛ ଗଣ୍ଡିରେ ଫଳୁଛି ଏହି ଗଛର ନାମ ହେଉଛି ଜବୁଟୀକାବା ଏହା ଏକ ଅଙ୍ଗୁର ପ୍ରଜାତିର ଗଛ ଏହି ଗଛ ପ୍ରୟତ ଵର୍ଜିଲିଂ ଦେଶରେ ଦେଖିବାକୁ ମିଳେ |
ବୋତଲ ଗଛ ଅଷ୍ଟେଲିଆ ରେ ବୋତଲ ଆକୃତିର ଏକ ଗଛ ଦେଖିବାକୁ ମିଳେ ଏହାକୁ ବୋତଲ ଗଛ ବୋଲି କୁହାଯାଇଥାଏ ଏହା ଏକ ବିଷାକ୍ତ ଗଛ କୁହାଯାଏଯେ ଆଗକାଳରେ ଶିକାରୀ ମାନେ ଏହି ଗଛର ରସକୁ ତୀରରେ ଲଗାଇ ଶିକାର କରିଥାନ୍ତି |
ଡ୍ରାଗନ ବ୍ଲଡ଼ ଟ୍ରି ଏହି ଗଛରୁ ରକ୍ତ ଭଳି ଏକ ତରଳ ପଦାର୍ଥ ନିର୍ଗତ ହେଉଥିବାରୁ ଏହାକୁ ଡ୍ରାଗନ ବ୍ଲଡ଼ ଟ୍ରି କୁହାଯାଇଥାଏ ଏହି ଗଛ ଦେଖିବାକୁ ମଧ୍ୟ ଖୁବୁ ବିଚିତ୍ର ମାନ ହୋଇଥାଏ |
Check Also
ଆପଣ କେବେ ରାସ୍ତାରୁ ଟଙ୍କା ପାଇଛନ୍ତିକି ଜାଣି ରଖନ୍ତୁ ଏହି କଥା, ହୋଇ ଯାଆନ୍ତୁ ସାବଧାନ ନହଲେ ହୋଇ ପାରେ ଏହି ସବୁ ଅସୁବିଦା |
ବନ୍ଧୁଗଣ ଯଦି ଆପଣ ରାସ୍ତାରୁ ପଇସା ପାଇଛନ୍ତି ତେବେ ଜାଣି ନିଅନ୍ତୁ ତାହାର ଅର୍ଥ କଣ ହୋଇପାରେ ବାଟରେ ଚାଲୁ …