Breaking News

ଏହି 4ଟି ରାଶିରେ ପଡିବ ବୃହସ୍ପତିଙ୍କ ଶୁଭ ପ୍ରଭାବ, ମୀନ ରାଶିରେ ଗୁରୁଙ୍କ ବକ୍ର ଚଲଣ ଚାଲିବାକୁ ଯାଉଛି !

ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ଓ ନକ୍ଷେତ୍ର ମାନଙ୍କ ଚଳନରୁ ପରିବର୍ତନ ହେବ କାରଣରୁ ଏହାର ଶୁଭ ଓ ଅଶୁଭ ପ୍ରଭାବ ରାଶି ଚକ୍ରରେ ଥିବା 12 ଗୋଟି ରାଶିର ଲୋକଙ୍କ ଉପରେ ପଡିଥାଏ ଗତ ଜୁଲାଇ 29 ତାରିଖରେ ଗୁରୁ ଗ୍ରହ ନିଜ ରାଶି ମୀନ ରାଶି ଉପରେ ବକ୍ରୀ ହେବାରୁ ଅର୍ଥାତ ଓଲଟା ଚଲନ କରୁଛନ୍ତି ବୃହସ୍ପତି ଗ୍ରହ ଏପ୍ରିଲ 13 ତାରିଖ 2022 ରେ ମୀନ ରାଶିରେ ପ୍ରବେଶ କରିଥିଲେ ଏବେ ତାଙ୍କର ଚଳନ ଚାରି ଗୋଟି ରାଶି ଉପରେ ବିଶେଷ ପ୍ରଭାବ ପକାଇବ ଆସନ୍ତୁ ସେହି ବିଷୟରେ ଜାଣିବା |

ବୃଷ ରାଶି
ଗରୁଗ୍ରହ ବକ୍ରୀ ହେବା କାରଣରୁ ବୃଷ ରାଶିର ବ୍ୟକ୍ତିଙ୍କ ପାଇଁ ଲାଭ ଦାୟକ ସାବ୍ୟସ୍ତ ହେବ ଆପଣଙ୍କ ଆର୍ଥିକ ପରିସ୍ଥିତି ସୄଧୁଡ଼ ରହିବ ଏବଂ ଅଧିକ ଆୟ କରିବା ପାଇଁ ନୂତନ ସାଧନା ପ୍ରାପ୍ତ ହେବ ଯଦି ଆପଣ ନୂଆ ଵେବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତାହାଲେ ଏହି ସମୟ ଆପଣ ପାଇଁ ଉତ୍ତମ ଅନୁକୂଳ ରହିଛି ଚାକିରୀରେ ପଦ ଉର୍ନତିର ସମ୍ଭାବନ ରହିଛି ଏବଂ ପରିବାରରେ ହସ ଖୁସିର ବାତାବରଣ ଲାଗି ରହିବ | ଆପଣ ଶାରୀରିକ ଓ ମାନସିକ ରୂପରେ ସୁସ୍ତ ଅନୁଭବ କରିବେ ପ୍ରେମ ମାମଲାରେ ମଧ୍ୟ ସଫଳ ହେବେ ବିବାହିତ ବ୍ୟକ୍ତିଙ୍କର ଦାମ୍ପତ୍ୟ ଜୀବନ ସୁଖ ମୟ ରହିବ |

ମିଥୁନ ରାଶି
ବୃହସ୍ପତିଙ୍କ ବକ୍ରୀ ହେବା ମିଥୁନ ରାଶିର ବ୍ୟକ୍ତି ଙ୍କ ପାଇଁ ଭାଗ୍ୟ ବଦଳାଇ ଦେବ ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ ସବୁଥିରେ ସଫଳତା ଅର୍ଜନ ଅରିବେ ଏବଂ ଆପଣଙ୍କୁ ନିଜର କଠିନ ପରିଶ୍ରମର ଉତ୍ତମ ଫଳ ପ୍ରାପ୍ତି ହେବ ପରିବାର ଲୋକେ ଆପଣଙ୍କୁ ସବୁବେଳେ ସବୁ କ୍ଷେତ୍ରରେ ସହଯୋଗ କରିବେ | ବିବାହିତ ବ୍ୟକ୍ତିଙ୍କ ପାଇଁ ବିବାହର ଯୋଗ ଉତ୍ପର୍ଣ୍ଣ ହେବ |

କର୍କଟ ରାଶି
ବନ୍ଧୁଗଣ ଗୁରୁଗ୍ରହ ଙ୍କର ଓଲଟା ଚଳନ ଯୋଗୁଁ କର୍କଟ ରାଶିର ବ୍ୟକ୍ତି ଙ୍କୁ ଅନେକ ସୁଖ ସୁବିଧା ପ୍ରାପ୍ତି ହେବ ଆପଣଙ୍କର ଅଟକି ରହିଥିବା ଟଙ୍କା ଆପଣଙ୍କୁ ଫେରସ୍ତ ମିଳିବ ଏବଂ ଆପଣ କୌଣସି ଜମି ବାଡ଼ି କ୍ରୟ କରି ପାରନ୍ତି ଯଦି ଆପଣଙ୍କର ଯଥେଷ୍ଟ ସକ୍ଷମ ରହିଛି ତାହାଲେ ଆପଣ ଅସହାୟ ଲୋକଙ୍କୁ ସାହାଯ୍ୟ କରନ୍ତୁ | ପତି ପତ୍ନୀଙ୍କ ମଧ୍ୟରେ ସମ୍ପର୍କ ମହୁର ରହିବା ସହିତ ଉତ୍ତମ ବୁଝା ବଣା ସ୍ଥାପନ ରହିବ ଏବଂ ସନ୍ତାନ ସୁଖ ପ୍ରାପ୍ତି ହେବ ଆପଣଙ୍କର ଅଟକି ରହିଥିବା ସବୁ କାର୍ଯ୍ୟ ସୁରୁଖୁରୁରେ ସମ୍ପୂର୍ଣ ହେବ କୌଣସି ସ୍ତନରେ ଟଙ୍କା ନିବେଶ କରିବା ପାଇଁ ଏହି ସମୟ ଅନୁକୂଳ ରହିଛି |

କୁମ୍ଭ ରାଶି
ଗୁରୁଗ୍ରହ ଙ୍କ ଓଲଟା ଚଳନ ଯୋଗୁଁ କୁମ୍ଭ ରାଶିର ବ୍ୟକ୍ତିଙ୍କ ଜୀବନରେ ଆସୁଥିବା ସବୁ ଦୁଃଖ କଷ୍ଟ ଦୂର ହେବାକୁ ଲାଗିବ ବାଣିଜ୍ୟ ବେବାଶ୍ୟରେ ଆପଣଙ୍କୁ ସଫଳତା ମିଳିବ ଏବଂ କାର୍ଯ୍ୟ କ୍ଷେତ୍ରରେ ବରିଷ୍ଟ ଅଧିକାରୀ ଆପଣଙ୍କ କାର୍ଯ୍ୟ ଦେଖି ସନ୍ତୁଷ୍ଟ ରହିବେ ଭାଗ୍ୟ ସର୍ବଦା ଆପଣଙ୍କ ସପକ୍ଷରରେ ରହିବ ଏବଂ ଆପଣଙ୍କର କୌଣସି ପୁରୁଣା ବନ୍ଧୁ ଙ୍କ ସହିତ ଦେଖା ସାକ୍ଷତ ହୋଇପାରେ ରାଜନୀତି କ୍ଷେତ୍ରରେ ରେ ଲୋକଙ୍କୁ ଆସନ ରୂପ ସଫଳତା ମିଳିବ ଏବଂ ଆପଣଙ୍କୁ ନିଜ ଖର୍ଚ୍ଚ ପ୍ରତି ନିୟତ୍ରାଣ ରଖିବାର ଅବଶକ୍ୟତା ରହିଛି ଆପଣଙ୍କର ସମସ୍ତ ମନସ୍କାମନା ପୁର୍ଣ ହେବାକୁ ଲାଗିବ |

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.