Breaking News

ଏ ହେଉଛନ୍ତି ଟିଭି ସରିଏଲ Ramayanaର ରାମଙ୍କର ପୁଅ କୌଣସି ହିରୋ ଠୁବି କମ ନୁହନ୍ତି, ଦେଖିବା ପରେ ଚମକି ଯିବେ ଆପଣ , ଦେଖନ୍ତୁ…

ରାମାୟଣ ସିରିଏଲ୍ ସରି ଯାଇ ପାରେ ଏହା ର ଟେଲିକାଷ୍ଟ ଷ୍ଟାର ପ୍ଲସ ରେ କରାଯାଉଛି ଦର୍ଶକ ବନ୍ଧୁ ଏହି ସିରିଏଲ୍ ର ଲୋକ ପ୍ରିୟ କମିବାରେ ନାମ ଶୁଣା ଯାଉନି ଦର୍ଶକ ଏହି ସିରିଏଲ୍ ର ଷ୍ଟାର ଙ୍କ ବିଷୟରେ ଓ ତାଙ୍କ ଜୀବନୀ ବିଷୟରେ ଜାଣିବାକୁ ଚାହିଁ ଛନ୍ତି ।

କିଛି ସମୟ ଆଗରୁ ଏକ ଇଣ୍ଟରଭିଉ ରେ ଅରୁଣ କୋଭିଲ ଯିଏ କି ରାମଙ୍କ ଚରିତ୍ର ତାଙ୍କୁ ସମ୍ମାନ ମିଳି ନଥିଲା ବୋଲି ସେ କହିଛନ୍ତି। ଓ ଏହା ସହିତ ନିଜ ପରିବାର ବିଷୟରେ ମଧ୍ୟ କହିଥିଲେ ଅରୁଣ କୋଭିଲ ଆକ୍ଟ୍ରେସ ଶ୍ରିଲେଖା ଙ୍କୁ ବିବାହ କରିଥିଲେ ଓ ତାଙ୍କର ଗୋଟେ ପୁଅ ଓ ଝିଅ ମଧ୍ୟ ଅଛି ତାଙ୍କ ପୁଅ ଙ୍କ ନାମ ଅମର କୋଭିଲ୍ ଓ ତାଙ୍କ ଝିଅର ନାମ ସୋନିଆ କୋଭିଲ ।

ତାଙ୍କୁ ଏକ ଇନ୍ତ୍ତରଭିଏଭ୍ୟୁ ରେ ପଚାର ଗଲା ଆପଣଙ୍କ ପୁଅ କଣ କରନ୍ତି ସେ କହିଥିଲେ ମୋ ପୁଅ କର୍ପୋରେଟ ବେଙ୍କର ଅଛନ୍ତି ସେ ମୁମ୍ବାଇ ରେ ରହୁଛନ୍ତି ସେ ଆମ ସହିତ ରହୁଛନ୍ତି ତାଙ୍କ ୨ ତ ଛୁଆ ମଧ୍ୟ ଅଛନ୍ତି ତାଙ୍କ ଝିଅଙ୍କର ପଢ଼ିବାରେ ବହୁତ୍ ସଉକ ସେ ଲଣ୍ଡନ ରେ ମାଷ୍ଟର୍ ନେଇ ତୁଇଷ୍ଟ ଯାଇଛନ୍ତି ।

ଅରୁଣ କୋଭିଲ୍ ଏକ ଇଣ୍ଟରଭ୍ୟୁରେ କହିଛନ୍ତି ତାଙ୍କୁ ରାମ ଚରିତ୍ର ରେ କୌଣସି ବି ସମ୍ମାନ ମିଳିଲାନି ଅରୁଣ କୋଭିଲ ଉତ୍ତର ପ୍ରଦେଶରେ୧୫ ବର୍ଷ ଓ ଏବେ ମହାରାଷ୍ଟ୍ର ରେ ରହୁଛନ୍ତି କିନ୍ତୁ ତାଙ୍କୁ ଉତ୍ତର ପ୍ରଦେଶର ସରକାର କି ମହାରାଷ୍ଟ୍ର ସରକାର ଙ୍କ ଠୁ କୌଣସି ବି ରାଷ୍ଟ୍ରୀୟ ପୁରସ୍କାର ମିଳି ନାହିଁ ।ତାଙ୍କ କଥା ସୋସିଆଲ ମିଡିଆରେ ଖେଳିଗଲାନି ।

ଏମିତି କିଛି ଲୋକ ଅଛି ଯିଏ କି ଅରୁଣ କୋଭିଲ୍ ଙ୍କୁ ଦେଶ ର ସମ୍ମାନ ବୋଲି ମାନନ୍ତି । ତେବେ ଦର୍ଶକ ବନ୍ଧୁ ଆପଣମାନଙ୍କୁ କଣ ଲାଗୁଚି ଆମକୁ କମେଣ୍ଟ କରିକି ନିଶ୍ଚିତ ଜଣାନ୍ତୁ ଧନ୍ୟବାଦ |

About odisha news

Check Also

ଆପଣ ମାନେ କେବେ ନିତୁ ମିଶ୍ରଙ୍କ ସ୍ୱାମୀକୁ କେବେ ଦେଖିନଥିବେ ଦେଖନ୍ତୁ ସେ କୋଉ Hero ଠାରୁ କମ ନୁହନ୍ତି !

ନମସ୍କାର ବନ୍ଧୁଗଣ ଆପଣ ମାନେ ତ ଶିରିଏଲ ତଥା ଓଡ଼ିଆ ଇଣ୍ଡରଷ୍ଟି ର ଅଭିନେତ୍ରୀ ନିତୁ ମିଶ୍ର କୁ ବେଶ୍ …

Leave a Reply

Your email address will not be published.