Breaking News

ଏ ହେଉଛନ୍ତି Tarang TV ସବୁଠୁ ଧନୀ ହିରୋଇନ… ଗୋଟେ ଏପିସଡ଼ କରିବାକୁ ନିୟନ୍ତି ଏତେ ଟଙ୍କା, ଜାଣିଲେ Ratiର ନିଦ ହଜିଯିବ… ବାପରେ ଏତେ ଟଙ୍କା

ହେଲୋ ଫ୍ରେଣ୍ଡ୍ ଆପଣମାନେ ତ ସମସ୍ତେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ସମସ୍ତ ସିରିଏଲ ଗୁଡ଼ିକୁ ନିଶ୍ଚିତ ଦେଖୁଥିବେ ଏବଂ ଆପଣମାନେ ଏହି ସିରିଏଲ ଗୁଡ଼ିକରେ ଦେଖିବା ସହିତ ଏହି ସିରିଏଲ ରେ ଅଭିନୟ କରିଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ତ ବେଶ ଭଲ ଭାବରେ ଜାଣିଥିବେ କଣ ଆପଣମାନେ ଜାଣିଛନ୍ତି କି ଏହି ଅଭିନେତ୍ରୀ ମାନେ ନିଜର ଗୋଟିଏ ଦିନର ସୁଟିଙ୍ଗ ପାଇଁ କେତେ ଟଙ୍କା ଚାର୍ଜ କରନ୍ତି ଏବଂ ଏହି ଅଭିନେତ୍ରୀ ମାନଙ୍କ ମଧ୍ୟରୁ କେଉଁ ଅଭିନେତ୍ରୀ ସବୁଠାରୁ ଧନୀ ଯଦି ଆପଣମାନେ ଏହା ଜାଣି ନାହାନ୍ତି ତେବେ ଆସନ୍ତୁ ଜାଣିବା

ନମ୍ବର 8 ରେ ଆସୁଛନ୍ତି ସୂହାନୀ – ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ଭାଗ୍ୟ ହାତେ ଡୋରି ସିରିଏଲ ମାଧ୍ୟମରେ ଡେଭ୍ୟୁ କରିଛନ୍ତି ଓଡ଼ିଆ ସିରିଏଲ ଜଗତକୁ ତେବେ ସୂହାନୀ ନିଜର ଗୋଟିଏ ଦିନର ସୁଟିଙ୍ଗ ପାଇଁ ଚାର୍ଜ କରନ୍ତି 2 ରୁ 3 ହଜାର ଟଙ୍କା ଏବଂ ବର୍ତ୍ତମାନ୍ ସମୟରେ ତାଙ୍କ ପାଖରେ 6 ରୁ 7 ଲକ୍ଷ ର ସମ୍ପତି ରହିଛି

ନମ୍ବର 7 ରେ ଆସୁଛନ୍ତି ସୋନା – ଭାଗ୍ୟ ହାତେ ଡୋରି ସିରିଏଲ ରେ ସୋନା ବେଶ ଭଲ ଅଭିନୟ କରୁଛନ୍ତି ସେକେଣ୍ଡ ହିରୋଇନ୍ ଭାବରେ ତେବେ ସୋନା ନିଜର ଗୋଟିଏ ଏପିସୋଡ ପିଛା 4 ରୁ 5 ହଜାର ଟଙ୍କା ଚାର୍ଜ କରିଥାନ୍ତି ଏବଂ ତାଙ୍କ ପାଖରେ ଥିବା ସମ୍ପତି ହେଉଛି 15 ଲକ୍ଷ ରୁ ଅଧିକ

ନମ୍ବର 6 ରେ ଆସୁଛନ୍ତି ତାରା – ତାରିଣୀ ଆଖିର ତାରା ସିରିଏଲ ରେ ତାରା ବୋହୁତ ସୁନ୍ଦର ଅଭିନୟ କରୁଛନ୍ତି ତେବେ ତାରା ନିଜର ଗୋଟିଏ ଏପିଶୋଡ଼ ପିଛା ଚାର୍ଜ କରନ୍ତି 6 ରୁ 7 ହଜାର ଟଙ୍କା ଏବଂ ବର୍ତ୍ତମାନ୍ ସମୟ ପର୍ଯ୍ୟନ୍ତ ତାରାଙ୍କ ପାଖରେ ଥିବା ସମ୍ପତି ର ମୂଲ୍ୟ ହେଉଛି 17 ରୁ 18 ଲକ୍ଷ ଟଙ୍କା

ନମ୍ବର 5 ରେ ଆସୁଛନ୍ତି ପୂଜା – ଝିଅ ଆମର ନୁଆ ବୋହୂ ସିରିଏଲ ରେ ପୂଜାଙ୍କର ସୁନ୍ଦର ଅଭିନୟ ତ ଆପଣମାନେ ଦେଖିଥିବେ ତେବେ ଗୋଟିଏ ଦିନର ସୁଟିଙ୍ଗ ପାଇଁ ଚାର୍ଜ କରନ୍ତି 6 ରୁ 8 ହଜାର ଟଙ୍କା ଏବଂ ବର୍ତ୍ତମାନ୍ ସମୟ ପର୍ଯ୍ୟନ୍ତ ତାଙ୍କ ପାଖରେ ଥିବା ମୋଟ ସମ୍ପତି ହେଉଛି 18 ରୁ 20 ଲକ୍ଷ ଟଙ୍କା

ନମ୍ବର 4 ରେ ଆସୁଛନ୍ତି ଊର୍ଭି – ସିନ୍ଦୂର ର ଅଧିକାର ସିରିଏଲ ରେ ଊର୍ଭି ଖୁବ୍ ସୁନ୍ଦର ଅଭିନୟ କରୁଛନ୍ତି ତେବେ ସେ ନିଜର ଗୋଟିଏ ଏପିଶୋଡ୍ ର ସୁଟିଙ୍ଗ ପାଇଁ 7 ରୁ 8 ହଜାର ଟଙ୍କା ଚାର୍ଜ କରିଥାନ୍ତି ଏବଂ ତାଙ୍କ ପାଖରେ ଥିବା ମୋଟ ସମ୍ପତି ର ମୂଲ୍ୟ ହେବ 20 ରୁ 22 ଲକ୍ଷ ଟଙ୍କା

ନମ୍ବର 3 ରେ ଆସୁଛନ୍ତି ଗୌରୀ – ଗୌରୀ ଙ୍କୁ ତ ଆପଣମାନେ ନିଶ୍ଚିତ ଭାବରେ ଜାଣି ଥିବେ ତେବେ ଗୌରୀ ନିଜର ଗୋଟିଏ ଦିନର ଏପିଶୋଡ ପାଇଁ ଚାର୍ଜ କରନ୍ତି 8 ରୁ 9 ହଜାର ଟଙ୍କା ଏବଂ ବର୍ତ୍ତମାନ୍ ସମୟ ପର୍ଯ୍ୟନ୍ତ ତାଙ୍କ ପାଖରେ ଥିବା ସମ୍ପତି ହେଉଛି 23 ରୁ 25 ଲକ୍ଷ ଟଙ୍କା

ନମ୍ବର 2 ରେ ଆସୁଛନ୍ତି ଇତିଶ୍ରୀ – ସିନ୍ଦୂର ର ଅଧିକାର ସିରିଏଲ ର ମୁଖ୍ୟ ହିରୋଇନ୍ ଇତି ନିଜର ଗୋଟିଏ ଦିନର ଏପିଶୋଡ ର ସୁଟିଙ୍ଗ ପାଇଁ ଚାର୍ଜ କରନ୍ତି 8 ରୁ 10 ହଜାର ଟଙ୍କା ଏବଂ ବର୍ତ୍ତମାନ୍ ସମୟରେ ତାଙ୍କ ପାଖରେ ଥିବା ସମ୍ପତି ର ମୂଲ୍ୟ ହେଉଛି 25 ରୁ 27 ଲକ୍ଷ ଟଙ୍କା

ନମ୍ବର 1 ରେ ଆସୁଛନ୍ତି ତାରିଣୀ – ତାରିଣୀ ଆଖିର ତାରା ସୁରିଏଲ ବେଶ ଭଲ ଅଭିନୟ କରୁଛନ୍ତି ତେବେ ତାରିଣୀ ନିଜର ଗୋଟିଏ ଏପିଶୋଡ ପାଇଁ ଚାର୍ଜ କରନ୍ତି 10 ରୁ 12 ହଜାର ଟଙ୍କା ଏବଂ ବର୍ତ୍ତମାନ୍ ସମୟ ତାଙ୍କ ପାଖରେ ଥିବା ସମସ୍ତ ସମ୍ପତି ର ମୂଲ୍ୟ ହେଉଛି 24 ରୁ 27 ଲକ୍ଷ ଟଙ୍କା ଏମାନଙ୍କ ମଧ୍ୟରୁ ଆପଣଙ୍କୁ କେଉଁ ହିରୋଇନ୍ ଭଲ ଲାଗନ୍ତି କମେଣ୍ଟ ରେ ଜଣାନ୍ତୁ

About odisha news

Check Also

Big News: ଚର୍ଚ୍ଚାରେ Sachin Tendulkarଙ୍କ ଝିଅ Sara Tendulkar ଖୁବ ଶୀଘ୍ର ଫ୍ୟାନ୍ସଙ୍କୁ ଦେବେ ସରପ୍ରାଇଜ |

ନମସ୍କାର ଦର୍ଶକ ବନ୍ଧୁ ଚର୍ଚ୍ଚାରେ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ଖୁବ ଶୀଘ୍ର ଫ୍ୟାନ୍ସଙ୍କୁ ଦେବେ ସରପ୍ରାଇଜ ଗ୍ଲାମର ଦୁନିଆରେ …

Leave a Reply

Your email address will not be published.