ଦର୍ଶକବନ୍ଧୁ ନିକଟରେ ଦ୍ୱିତୀୟ ଥର ପାଇଁବିବାହ ବନ୍ଧନରେ ବାନ୍ଧି ହୋଇଥିଲେ କୋୟେଲ ବାନାର୍ଜୀ ତେବେ ସ୍ବାମୀ ବବି ମିଶ୍ର ଙ୍କୁ ଛାଡ଼ିସାରିଲା ପରେ ସେ ଦ୍ୱତୀୟ ଥର ପାଇଁ ସେ ଲାଇଫ ପାଟନାର ବାଛିଥିଲେ | ସେ ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ | ଏବଂ ସେ ସୋସିଆଲ ମିଡ଼ିଆରେ ଚଢିବା ପରେ ଏହା ଖୁବ୍ ଭାଇରାଲ୍ ହୋଇଥିଲା | ଏବଂ ଲୋକ ମାନଙ୍କ ଯୋଗୁ ଅନେକ କଳ୍ପନା ଲାଗିରହିଥିଲା। ଏବଂ ଅନେକ ନିନ୍ଦା ସହିବାକୁ ପଡ଼ିଥିଲା |
କିନ୍ତୁ କିଛି ଜାଗା ରୁ କଂଗ୍ରଚୁଲେସନ ର ସୁଅ ଛୁଟିଥିଲା।କିନ୍ତୁ ତାକୁ ଖାତିର କରିନଥିଲେ କୋୟେଳ ବାନାର୍ଜୀ। ନିଜ ଜିବନ ଦୁଧରେ ରେ ଆଗକୁ ବଢ଼ି ଚାଲିଛନ୍ତି ତେବେ ବିବାହ କରିସାରିବା ପରେ କୋୟଲ୍ ବାନାର୍ଜୀ କିପରି ଅଛନ୍ତି ଆସନ୍ତୁ ଜାଣିବା | କୋୟଲ ବାନାର୍ଜୀ ନିଜ ବୋଇଫ୍ରେଣ୍ଡ ସହ ଦୁତୀୟା ବନ୍ଧନ ରେ ବାନ୍ଧି ହୋଇଛନ୍ତି ସ୍ବାମୀ ବବି ମିଶ୍ର କୁ ଛାଡିସରୀ ବୋହୁତ ଦିନ ର ଅବଧି ପରେ ସେ ନିଜର ଲାଇଫ ପାଟନର୍ ବାଛିଛନ୍ତି |
୨୦୧୮ ରେ ସ୍ବାମୀ ବବି ମିଶ୍ର ଙ୍କ ସହିତ କିଛି ବୁଝାମଣା ଭୁଲ ଯୋଗୁଁ ସେ ଡିଭସ୍ୱ ନେଇଯାଇଥିଲେ ଏବଂ ସେ ଓଡ଼ିଶା ମଧ୍ୟ ଛାଡ଼ିଦେଇଥିଲେ | ସେ ଏବେ କଲିକତା ରେ ରହୁଛନ୍ତି ଏବଂ ସେ ଦୁତୀୟା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।
ନିଜ ସାନ ଭଉଣୀ ଙ୍କ ବିବାହ ବନ୍ଧନରେ ରେ ବାନ୍ଧି ହେବ ଅବସର ରେ ନିଜ ଫୋଟୋ ଗୁଡ଼ିକୁ ରିଭେଲ୍ କରିଥିଲେ ଏବଂ ଦେଖିବାକୁ ମିଳିଥିଲା କୋୟଲ୍ ବାନାର୍ଜୀ ଦୁତୀୟା ବିବାହ କରିଥିଲେ | କିନ୍ତୁ ଏ ପାର୍ଜନ୍ତ ତାଙ୍କ ଦୁତୀୟା ସ୍ବାମୀ ଙ୍କ ନାମ ଓ ସେ କଣ କରନ୍ତି ଏପର୍ଯ୍ୟନ୍ତ କିଛି ଜଣାପଡି ନାହିଁ | ଏବଂ ସେ କିଏ ଏ କଥା ମଧ୍ୟ ଏପର୍ଯ୍ୟନ୍ତ ଜଣାପଡିନାହିଁ ତେବେ ଦେଖାଯାଉ ଏହା କେବେ ଜଣା ପଡୁଛି |
ଏବଂ କୋୟେଲା ବାନାର୍ଜୀ ବୋହୁତ ଖୁସି ଏବଂ ବସ୍ତତା ଭିତରେ ରହୁଛନ୍ତି | ତେବେ ଦର୍ଶକବନ୍ଧୁ ଆପଣମାନଙ୍କୁ ପ୍ରଥମ ଯୋଡି ବବି ମିଶ୍ର ଏବଂ କୋୟଲ ବାନାର୍ଜୀ ଙ୍କ ଯୋଡି କି କୋୟଲ୍ ବାନାର୍ଜୀ ଙ୍କ ଦ୍ୱିତୀୟ ସ୍ବାମୀଙ୍କ ଯୋଡି ଭଲ ଲାଗୁଛି ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ |