Breaking News

ଦ୍ୱିତୀୟ ବିବାହ ପରେ ମା ହେଲେ କୋଏଲ ବାନାର୍ଜୀ, ନିଜ ପୁଅ ଫୋଟ ସେୟାର କଲେ କୋଏଲ ବାନାର୍ଜୀ ବାହାଘର ଦୁଇ ମାସ ରେ… ଦେଖନ୍ତୁ video

ଦର୍ଶକବନ୍ଧୁ ଆସିଯାଇଛି ବୋହୁତ ବଡ ଖୁସି ର ଖବର ଖୁସି ଖବର ଟି ସମସ୍ତଙ୍କ ଠାରୁ ଲୁଚେଇ ରଖିଛନ୍ତି କୋଏଲ ବାନାର୍ଜୀ ତ ଫ୍ରେଣ୍ଡସ ଆପଣମାନେ କୋଏଲ ବାନାର୍ଜୀ ଙ୍କୁ ତ ନିଶ୍ଚୟ ଜାଣିଥିବେ | ଅଲିଉଡ ଇଣ୍ଡଷ୍ଟ୍ରି ରେ ଦୀର୍ଘ ଦିନ ଧରି କାମ କରୁଥିଲେ କୋୟେଲ ବାନାର୍ଜୀ ସେ ବବି ମିଶ୍ର ଙ୍କୁ ବିବାହ କରିଥିଲେ ପରେ କିନ୍ତୁ ତାଙ୍କର ଡିଭୋଷ ହୋଇଯାଇଥିଲେ |

ଏହା ପରେ ସେ ଦ୍ୱିତୀୟ ବିବାହ କରିନେଇଛନ୍ତି କୋୟେଲ୍ ବାନାର୍ଜୀ | ତେବେ ସେ ସମସ୍ତଙ୍କ ଠାରୁ ବୋହୁତ ବଡ କଥା ଲୁଚାଇ ରଖିଛନ୍ତି ଦୀର୍ଘ ୬ ମାସ ହେବ କୋୟେଲ୍ ବାନାର୍ଜୀ ମା ହେବାକୁ ଯାଉଛନ୍ତି |

ତାଙ୍କର ଗୋଟିଏ ପୁତ୍ର ସନ୍ତାନ ଜନ୍ମ ହୋଇଛି ଓ ସେ ଏହି କଥା ଟିକୁ ନିଜ ଫ୍ୟାନ ମାନଙ୍କ ଠାରୁ ଲୁଚାଇ ରଖିବା ରେ ସକ୍ଷମ ହୋଇଛନ୍ତି ତେବେ ଗତ କିଛି ଦିନ ହେବ ସେ ତାଙ୍କ ପୁଅ ର ଫୋଟୋ ସୋସିଆଲ ମିଡ଼ିଆ ରେ ଛାଡିଥିଲେ ଓ ତାଙ୍କର ଜନ୍ମ ତାରିଖ ସମ୍ପର୍କ ରେ କହିଥିଲେ | ଏବେ ତାଙ୍କ ପୁଅ କୁ ୬ ମାସ ସମୟ ହୋଇଗଲାଣି | ବର୍ତ୍ତମାନ ତାଙ୍କର ଦ୍ୱତୀୟ ବିବାହ ହୋଇଛି |

ପୂର୍ବରୁ ତାଙ୍କର ଗୋଟିଏ ପୁତ୍ର ସନ୍ତାନ ଜନ୍ମ ହୋଇଥିଲେ ତେବେ ଗତ ବର୍ଷ ବବି ମିଶ୍ର କୋୟେଲ୍ ବାନାର୍ଜୀ ଙ୍କୁ ଡିଭୋସ୍ ଦେଇଥିଲେ | ତେବେ ଦ୍ୱତୀୟ ବିବାହ କରି କୋୟେଲ୍ ବାନାର୍ଜୀ ଖୁସି ରେ ରହିବାର ଜଣାପଡିଛି | କୋୟେଲ୍ ବାନାର୍ଜୀ ଦୀର୍ଘ କିଛି ଦିନ ହେବ ଆଲିଉଡ ଇଣ୍ଡଷ୍ଟ୍ରି ଛାଡ଼ିଦେଇଥିଲେ | ସେ ବଙ୍ଗଳା ଇଣ୍ଡଷ୍ଟ୍ରି କୁ ଯାଇଥିଲେ ଓ ସେ ଗୋଟିଏ ଅଭିନୟ କୁ ମଧ୍ୟ ପସନ୍ଦ କରିଥିଲେ | ଦ୍ୱତୀୟ ବିବାହ ପରେ ସେ ବୋହୁତ ଖୁସି ରେ ରହିଛନ୍ତି |

ତାହେଲେ କୋୟେଲ ବାନାର୍ଜୀ ମା ହୋଇ ସାରିଛନ୍ତି ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି ଓ ତାଙ୍କର ପୁତ୍ର କୁ ୬ ମାସ ର ସମୟ ଗଡିଗଲାଣି ତେବେ ଫ୍ରେଣ୍ଡସ ଆପଣ ମାନଙ୍କୁ କୋୟେଲ୍ ବାନାର୍ଜୀ କିପରି ଲାଗନ୍ତି ଆମକୁ କମେଣ୍ଟ ମାଧ୍ୟମ ରେ ନିଶ୍ଚୟ ଜଣାନ୍ତୁ |

About odisha news

Check Also

ଓଡିଆ ସିରିଏଲ ଅଭିନେତା ଜଗଜିତ୍ ପାଲ୍ (Swatik) ଗର୍ଲଫ୍ରେଣ୍ଡ ଏବଂ ପରିବାର ଆଗରୁ କେବେ ଦେଖିନଥିବେ ଦେଖନ୍ତୁ |

ନମସ୍କାର ବନ୍ଧୁଗଣ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ନୂଆ ବୋହୁ ସିରିଏଲଟିକୁ ଆପଣ ମାନେ ନିଶ୍ଚୟ ଭାବେ ଦେଖୁଥିବେ ତାହାହେଲେ …

Leave a Reply

Your email address will not be published.