Breaking News

ଦୁନିଆର ସବୁଠାରୁ ଭୟଙ୍କର ମୃତ୍ୟୁ ର ଟାପୁ ବ୍ୟାନ୍ ଲଗାଇଛି ଭାରତ ସରକାର

ଦୁନିଆ ଧୀରେ ଧୀରେ ଆଧୁନିକ ହେବାକୁ ବସୁଛି | ନୂଆ ନୂଆ କୌଶଳ ଏବଂ ନୂଆ ନୂଆ ଟେକନୋଲୋଜି ର ବ୍ୟବହାର ଆମେ ମାନେ ନିଜର ନୀତିଦିନ ବ୍ୟବହାରରେ ଲଗାଉଛନ୍ତି | ତେବେ ଏହି ସବୁ ବ୍ୟବହାରରୁ ବଞ୍ଚିତ ହୋଇ ବଞ୍ଚୁଥିବା ହଜାର ହଜାର ବର୍ଷ ତଳର ଆଦିବାସୀ ଏବଂ ଟ୍ରାଇବ ମାନଙ୍କର କଥା ମଧ୍ୟ ଆଗକୁ ଆସେ | ତେବେ ଆଜି ଏପରି ଏକ ଟ୍ରାଇବ ବିଷୟରେ କହିବାକୁ ଯାଉଛୁ ଯେ କି ହଜାର ହଜାର ବର୍ଷ ପୁରୁଣା | ତେବେ’ ସ୍ଥାନୀୟ ସରକାର ତାଙ୍କ ସହ ଭେଟିବାକୁ ବ୍ୟାନ ମଧ୍ୟ କରିଛନ୍ତି | ତେବେ କିଏ ସେହି ଆଦିବାସୀ ,କଣ ପାଇଁ ତାଙ୍କୁ ଭେଟିବା ପାଇଁ ରୋକ ଲଗାଇ ଛନ୍ତି ସରକାର | ତେବେ ଆସନ୍ତୁ ଜାଣିବା |


ତେବେ ବହୁତ ପ୍ରକାରର ଆଦିବାସୀ ଦେଖିବାକୁ ମିଳିଥାନ୍ତି ତେବେ ସେମାନଙ୍କ ମଧ୍ୟ କିଛି ଭଲ ସ୍ଵଭାବର ଥାନ୍ତି ତେବେଆଉ କେତେକ ଦୁର୍ଦାନ୍ତ ସ୍ଵଭାବର ଥାନ୍ତି | ତେବେ ଏହି ଆଦିବାସୀ ଜନଜାତି ଅବା ଟ୍ରାଇବ ର ନାମ ହେଉଛି ସେଣ୍ଟିନେଲ ଜନଜାତି | ତେବେ ଯଦି ଆପଣ ମାନେ’ ଏହାକୁ ଗୁଗଲ ରେ ସର୍ଚ କରିବେ ତେବେ ଆପଣମାନେ ଜାଣିଯିବେ ଯେ ଏହି ଆଦିବାସୀ ଜନ ଜାତି ବହୁତ ଦୁର୍ଦାନ୍ତ ଅଟନ୍ତି |

ତେବେ ଇତିହାସ ସାକ୍ଷୀ ଅଛି ତେବେ ଏମାନେ କୌଣସି ମଣିଷ କୁ ତାଙ୍କ ଏରିଆ କୁ ଛାଡନ୍ତି ନାହିଁ | ତେବେ ଯଦି କେହି ତାଙ୍କ ପାଖକୁ ଚାଲିଯାଏ ତେବେ ସେମାନେ ତାକୁ ତୀର ବା ବରଛା ମାଧ୍ୟମରେ ତାକୁ ମାରିଦେଇଥାନ୍ତି | ଏବଂ ସେମାନେ ଯେଉଁ ସ୍ଥାନରେ ରହିଥାନ୍ତି ତାକୁ ନର୍ଥ ସେଣ୍ଟିନେଲ ଇସ୍ରାଇଲ ମଧ୍ୟ କୁହାଯାଏ |
ତେବେ ସୂଚନା ଅନୁସାରେ ଏହି ଜନଜାତି ପ୍ରାୟତଃ ୬୦୦୦୦ ବର୍ଷ ପୁରୁଣା ଅଟନ୍ତି | ତେବେ ସୂଚନାନୁସାରେ ଏହି ଜନଜାତି ଆଫ୍ରିକାରୁ ଆଣ୍ଡାମାନ ଆସିଥିଲେ ଏବଂ ଏଠାରେ ନିଜର ଘର କରି ରହିଥିଲେ | ତେବେ ଏହି ଜନଜାତି ଙ୍କର ସଂଖ୍ୟା ପ୍ରାୟ ଚାରିସହ ଅଟେ |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ଚମତ୍କାର ବାଳକ ! ମାତ୍ର ୪ ବର୍ଷ ବୟସରେ କରୁଛନ୍ତି ଏପରି କାମ , ଦେଖିଲେ ଆପଣ ବି ବିଶ୍ବାସ କରିବେନି …

ଦୁନିଆରେ ଭିନ୍ନ ଭିନ୍ନ ଲୋକଙ୍କ ପାଖରେ ଅଲଗା ଅଲଗା ପ୍ରକାରର ପ୍ରତିଭା ଲୁଚିକି ରହିଥାଏ। ତା ଛଡା ସମସ୍ତଙ୍କ ଦ୍ଵାରା …

Leave a Reply

Your email address will not be published. Required fields are marked *