ଦର୍ଶକବନ୍ଧୁ ଶନି ଦେବତାଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଇଥାଏ ଯଦି ଶନି ଦେବଙ୍କର କୌଣସି ରାଶି ଜାତକ ଉପରେ ଖରାପ ନଜର ପଡ଼ିଯାଏ ତେବେ ସେହି ରାଶିର ମଣିଷ ନିଜର ସେଭୁ ସମସ୍ୟାକୁ ହିଁ ସଜାଡିବାରେ ସମ୍ପୂର୍ଣ୍ଣ ଜୀବନ କଟିଯାଏ | ଯଦି ଶନି ଦେବଙ୍କ କୃପା ଦୃଷ୍ଟି ପଡ଼ିଯାଏ ସେଇ ମଣିଷ ବହୁତ କମ ପରିଶ୍ରମରେ ନିଜର ଜୀବନରେ ସବୁ ପ୍ରକାରର ସୁଖର ପ୍ରାପ୍ତି କରିଥାଏ | ତେବେ ସେହିଠାରେ ମାତା ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି କୁହାଯାଏ ଏବଂ ପ୍ରତେକ ମଣିଷ ଏହା ଚାହିଁଥାଏ ଯେ ତାହାର ଉପରେ ମତ ଲକ୍ଷ୍ମୀଙ୍କ ଅପାର କୃପା ବଣିରହୁ ବୋଲି |
ମେଷ ରାଶି
ଏହି ମେଷ ରାଶିର ଲୋକ ମାନଙ୍କର ଖରାପ ସମୟ ଏବେ ଶେଷ ହୋଇସାରିଛି ଏହି ରାଶିର ବ୍ୟକ୍ତି ମାନଙ୍କ ଉପରେ ଶନି ଦେବ ନିଜର କୃପା ଦୃଷ୍ଟି ରଖିବେ | ଏହି ରାଶିର ବ୍ୟକ୍ତି ମାନଙ୍କୁ ମାନସନମାନର ପ୍ରାପ୍ତି ହେବ ଆଗାମୀ ସମୟରେ ଆପଣଙ୍କୁ ସଫଳତା ହାସଲ କରିବା ପାଇଁ ଯୋଗ ମଧ୍ୟ ବନୁଛି ଆପଣ ମାନେ ନିଜର ଶତ୍ରୁ ମାନଙ୍କ ଉପରେ ବିଜୟ ଲାଭ କରିବେ ଘରର ପରିବାରରେ ଖୁସିର ବାତାବରଣ ଲାଗି ରହିବ |
କର୍କଟ ରାଶି
ଏହି କର୍କଟ ରାଶିର ବ୍ୟକ୍ତି ମାନଙ୍କ ଉପରେ ଶନି ମହା ରାଜାଙ୍କର କୃପା ଦୃଷ୍ଟି ଲଗାତାର ଭାବରେ ରହିବ ଆପଣ ମାନଙ୍କ ଜୀବନରେ ଯାହା ସବୁ ସମସ୍ୟା ଗୁଡିକ ରହିଥିଲା ସେହି ସବୁ ସମସ୍ୟା ଗୁଡିକର ଅନ୍ତ ଘଟିବାକୁ ଯାଉଛି | ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆପଣଙ୍କୁ ଆଗାମୀ ଭବିଷ୍ୟତରେ ଭଲ ଲାଭ ପ୍ରାପ୍ତ ହେବ ଆପଣଙ୍କୁ ଆପଣଙ୍କର କିଛି ସାଙ୍ଗ ବା ବନ୍ଧୁ ମାନଙ୍କଠାରୁ ଲାଭ ମିଳିପାରେ |
ବିଛା ରାଶି
ଏହି ରାଶିରେ ସବୁ ଲୋକଙ୍କୁ ଆସୁଥିବା ଆଗାମୀ ସମୟରେ ମନ ଚାହୁଁ ଥିବା ଚାକିରୀ ମିଳିବ ଏହା ସହିତ ଲୋକ ମାନଙ୍କର ଅଟକି ରହିଥିବା କାର୍ଯ୍ୟ ଆଗାମୀ ସମୟରେ ପୁରଣ ହେବ ଆପଣଙ୍କ ଜୀବନରେ ଆଗକୁ ଆସୁଥିବାସବୁ କଷ୍ଟ ଦୂର ହୋଇଯିବ ଆପଣଙ୍କୁ ଆପଣଙ୍କ ଜୀବନରେ ବହୁତ ଜୋରରେ ସଫଳତା ପାଇବାରୁ କେହିବି ଅଟକାଇ ପାରିବେ ନାହିଁ |
ଧନୁ ରାଶି
ଧନୁ ରାଶିର ବ୍ୟକ୍ତି ମାନଙ୍କ ଉପରେ ଶନି ଦେବ ଖୁସି ଅଛନ୍ତି | ଯେଉଁ ବ୍ୟକ୍ତି ମାନେ ବେପାରୀ ଅଟନ୍ତି ସେହି ମାନେ ସେମାନଙ୍କର ବେପାର କ୍ଷେତ୍ରରେ ଭଲ ଲାଭ ମିଳିବାର ଯୋଗ ବନୁଛି | ଆପଣଙ୍କୁ ଆଗାମୀ ସମୟରେ ସଫଳତାର ଅନେକ ପ୍ରକାରର ମାର୍ଗ ପ୍ରାପ୍ତ ହେବ କାର୍ଯ୍ୟ କ୍ଷେତ୍ରରେ କୁହାଯାଇଥାଏ ଶନି ଦେବଙ୍କ କୃପାରୁ ଆପଣଙ୍କ କାରବାରରେ ଦିନକୁ ଦିନ ଲାଭ ବଢ଼ିଯିବ |
କୁମ୍ଭ ରାଶି
କୁମ୍ଭ ରାଶିର ବ୍ୟକ୍ତି ମାନଙ୍କୁ ଶନି ମହରାଜେ ଅତ୍ୟନ୍ତ ପ୍ରସନ୍ନ ରହିବେ ଆପଣଙ୍କ ଜୀବନରେ ସବୁ ପ୍ରକାରର ବାଧା ଗୁଡିକ ଦୂର ହୋଇଯିବ | ଆପଣଙ୍କ ଦ୍ୱାରା କରାଯାଇଥିବା ସବୁ ଚେଷ୍ଟା ବହୁତ ଜଳଦି ଶେଷ ହେବ ଆପଣଙ୍କର ଆର୍ଥିକ ସ୍ତିସ୍ଥି ସୁଧୁଡ଼ ରହିବ ଆପଣ ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ ଉର୍ନତି କରିବେ ନୂଆ ଘର ମଧ୍ୟ ଆପଣ କିଣି ପାରନ୍ତି |
Check Also
ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…
ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …