Breaking News

ଦୁନିଆର ସବୁଠାରୁ ଭଲ ସ୍ୱପ୍ନ ଜଦି ଦେଖିଛନ୍ତି,ତେବେ କାହାକୁ କୁହନ୍ତୁ ନାହିଁ…

ବନ୍ଧୁଗଣ ରାତିରେ ସମସ୍ତେ କିଛି ନା କିଛି ସ୍ବପ୍ନ ଦେଖିଥାନ୍ତି ଓ ଅଲଗା ଅଲଗା ସ୍ବପ୍ନ ଦେଖିଥାନ୍ତି ସ୍ୱପ୍ନରେ ଅଲଗା ଅଲଗା ଦିନିଷ ଦେଖିଥାନ୍ତି ଏମିତି କିଛି ସ୍ବପ୍ନ ଦେଖିଥାନ୍ତି ଜୀବନରେ କିଛିବି ମୂଲ୍ୟ ରହିନଥାଏ କିନ୍ତୁ ସ୍ବପ୍ନ ବେଳେ ବେଳେ ସତ ହୋଇଯାଇଥାଏ | ଏବଂ ସ୍ବପ୍ନ ର ମାଧ୍ୟମରେ ଜୀବନରେ ଅନେକ ପ୍ରକାରର ସଂକେତ ଦେଖିବାକୁ ମିଳିଥାଏ ଆଜି ଆମେ ଅନେକ ସ୍ବପ୍ନ ଦେଖିଥାଉ ଆପଣଙ୍କୁ ଆମେ କହିବୁ କେଉଁ କେଉଁ ସ୍ବପ୍ନ ଦେଖିବା ଦ୍ୱାରା କଣ ସବୁ ଫଳ ମିଳିଥାଏ |

ପଶୁପକ୍ଷୀ,ପରିଜନ,ସାଙ୍ଗ ସାଥି, ବିବାହ, ମୃତୁ, ଦୃଘଟଣା,ଗଛ ପତ୍ର ଏହା ସହିତ ଭଗବାନ ଭୁଲୁ ସ୍ବପ୍ନର ସଫଳତା ସ୍ବପ୍ନ ବିନାଶର ସ୍ବପ୍ନ ଏମିତି କିଛି ସ୍ବପ୍ନ ଆପଣ ଦେଖୁଛନ୍ତି ଏହା ସହିତ ଜାଣିବା କେଉଁ ସ୍ବପ୍ନ ଖରାପ ହେବାକୁ ଯିବା କେଉଁ ସମୟରେ ଦେଖା ଯାଉଥିବା ସ୍ବପ୍ନ କେତେ ଦିନରେ ସତ ହେବାର ସମ୍ଭାବନ ରହିଛି | ସୁଖ ସ୍ବପ୍ନ ଦେଖିଲେ କଣ କରିବାକୁ ପଡେ ଓ ଦୁଃଖ ସ୍ବପ୍ନ ଦେଖିଲେ କଣ କରିବାକୁ ପଡେ ସ୍ୱପ୍ନକୁ ନେଇ ସ୍ବପ୍ନ ଶାସ୍ତ୍ର କଥା ଆଜି କହିବୁ ତା ସହିତ ଆମେ କହିବୁ ସ୍ବପ୍ନ କେତେ ବେଳେ ଦେଖିଲେ କେଉଁ ଫଳ ମିଳିଥାଏ |
ବନ୍ଧୁଗଣ ପୁରାଣ ଅନୁସାରେ ଭଲ ସ୍ବପ୍ନ କିଛି ଜରୁରୀ କଥା ଜାଣି ରଖିବା ଉଚିତି ଭଲ ସ୍ୱପ ଦେଖିବା ବେଳେ ନିଦ ଭାଙ୍ଗି ଗଲେ ଫୁଣି ଥରେ ଶୋଇବା ଉଚିତି ହୋଇନଥାଏ ସେହି ଭଲ ସ୍ୱପ ପାଇଁ ଭଗବାନଙ୍କୁ ଧନ୍ୟ ବାଦ ନିଚୟ ଜଣାନ୍ତୁ | ଭଲ ସ୍ବପ୍ନ ଦେଖିଥିଲେ କେବେ କାହାକୁ କହିବେନାହିଁ ଅର୍ଥାତ ଏହି ସ୍ୱପ୍ନଟି ସାକାର ହବନାହିଁ ଏଥି ପାଇଁ ଚେଷ୍ଟା କରନ୍ତୁ ଭଲ ସ୍ବପ୍ନ ଦେଖିବା ପରେ ଗୋପନ ରଖନ୍ତୁ |

ଯଦି ଭୟଙ୍କର ସ୍ବପ୍ନ 12 ଟାରୁ 2 ମଧ୍ୟରେ ଦେଖୁଛନ୍ତି ତାହାଲେ ତୁରନ୍ତ ଭଗବାନ ଶିବଙ୍କର ଧନ୍ୟ କରନ୍ତୁ କିମ୍ବା ଓଃ ନମଃ ଶିବାୟ ଜପ କରନ୍ତୁ ସକାଳେ ଉଠିବା ପରେ ଗାଧେଇ ସାରି ଶିବ ମନ୍ଦିରକୁ ଯାଇ ଭଗବାନ ଶିବଙ୍କର ପୂଜା ନିଚୟ କରନ୍ତୁ ଏମିତି କରିବା ଦ୍ୱାରା ଦେଖିଥିବା ଖରାପ ସ୍ବପ୍ନ ପ୍ରଭାବ ସମସ୍ତ ଦୂର ହୋଇଥାଏ | ଯଦି ଭୟଙ୍କର ସ୍ବପ୍ନ ବାରମ୍ବାର ଦେଖୁଛନ୍ତି ତାହାଲେ ଆପଣ ଭଗବାନ ଶିବଙ୍କ ସହିତ ଭଗବାନ ହନୁମାନ ଙ୍କର ଧନ୍ୟ ନିଚୟ କରନ୍ତୁ |

ସ୍ବପ୍ନ ରେ ମନ୍ଦିର ସ୍ବପ୍ନ ଦେଖିବା ଯଦି ଆପଣ ଏମିତି ସ୍ବପ୍ନ ଦେଖୁଛନ୍ତି ତାହାଲେ ଆପଣଙ୍କ ଦ୍ୱାରା ଧର୍ମୀକ କାର୍ଯ୍ୟରେ ବୃଦ୍ଧି ହେବ | ସ୍ବପ୍ନ ରେ ଫକୀର ବାବାଙ୍କୁ ଦେଖିବା ବନ୍ଧୁଗଣ ଆପଣ ଏମିତି ସ୍ବପ୍ନ ଦେଖନ୍ତି ତାହାଲେ ଏହା ଅତ୍ୟନ୍ତ ଶୁଭ ଦାୟକ ଅଟେ ଏବଂ ଏହାକୁ ଶୁଭ ମନାଯାଏ | ସ୍ୱପ୍ନରେ ଘର ଜାଳିବା ସ୍ୱପ୍ନ ଦେଖୁଛନ୍ତି ତାହାଲେ ଏହା ଶୁଭ ସମୟ ହୋଇଥାଏ | ସ୍ୱପ୍ନରେ ସାପ ଦେଖିବା ଯଦି ସ୍ୱପ୍ନରେ ଅଜଗର ସଫା ଦେଖନ୍ତି ତାହା ସଂକେତ ମିଳିଥାଏ କି ଆପଣଙ୍କ ଵେବସାୟର ଲସ ହେବାକୁ ଯାଉଅଛି |

ସ୍ୱପ୍ନରେ କାଉ ଦେଖିବା ଯଦି ଆପଣ ସ୍ୱପ୍ନରେ କାଉ ଦେଖୁଛନ୍ତି ତାହାଲେ ଆପଣକୁ କିଛି ଖରାପ ସୂଚନା ସଂକେତ ଦେଇଥାଏ | ଯଦି ସ୍ୱପ୍ନରେ ଝିଟିପିଟି ଦେଖିବା ଯଦି ଆପଣ ସ୍ୱପ୍ନରେ ଝିଟିପିଟି ଦେଖନ୍ତି ତାହାଲେ ଆପଣ ସତର୍କ ହେଈରୁହନ୍ତୁ କାରଣ ଏହା ସଂକେତ ଦେଇଥାଏ କି ବହୁତ ଶୀଘ୍ର ଆପଣଙ୍କ ଘରେ ଚୋରି ହେବାକୁ ଯାଉଛି |

About odisha news

Check Also

ଏହି ୩ଟି ରୋଗ ରୁ ଭଲ କରିଥାଏ ଅମୃତ ଭଣ୍ଡା ଆପଣଙ୍କର ଅଛି କି ଏପରି ରୋଗ, ଦେଖି ଦିଅନ୍ତୁ …

ବନ୍ଧୁଗଣ ଅମୃତ ଭଣ୍ଡା ଖାଇବା ସ୍ଵସ୍ଥ ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ ଭଣ୍ଡା ର ସ୍ୱାଦ ଅତ୍ୟନ୍ତ ମିଠା …

Leave a Reply

Your email address will not be published.