Breaking News

କଣ ଅଟେ ସଂସାରର ସବୁଠାରୁ ବଡ଼ ପାପ ଯାହା ସ୍ଵୟଂ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଶୁଣିଲେ ଆପଣବି ମଧ୍ୟ ବିଶ୍ଵାସ କରିବେନି

ଦର୍ଶକବନ୍ଧୁ କଣ ଆପଣ ମାନେ ଜାଣିଛନ୍ତି କି ଦୁନିଆର ସବୁଠାରୁ ବଡ ପାପ କଣ ହିନ୍ଦୁ ଶାସ୍ତ୍ରରେ ବହୁତ ଏମିତି କଥା କୁହାଯାଇଛି ଯାହାକୁ କରିବା ଦ୍ୱାରା ବ୍ୟକ୍ତି ପାପ ଭଗୀଧାରୀ ହୋଇଥାଏ ଏମିତି କିଛି କାମ ଅଛି ଏହାକୁ କରିବା ଅଶୁଭ ବୋଲି ମନାଯାଏ ଥାଏ ଯଦି କୌଣସି ବ୍ୟକ୍ତି ଏହି ସମସ୍ତ କାମ କୁ କରୁଛି ତା ତାକୁ ବଡ଼ ପାପ ଲାଗିଥାଏ ଏଭଳି ଲୋକ ମାନେ ସମାଜରେ ମାନସନମାନ ମିଳେ ନାହିଁ |

ଶାସ୍ତ୍ର ଅନୁସାରେ କୌଣସି ମହିଳା ଏହି ଖାସ କାମ କରୁଥିବାର ଆପଣ ଦେଖନ୍ତି ତ ଏହା ହେଉଛି ଦୁନିଆର ସବୁଠାରୁ ବଡ଼ ପାପ | ହିନ୍ଦୁ ଧର୍ମରେ ମହିଳା ମାନଙ୍କୁ ଉଚ୍ଚ ସ୍ଥାନ ଦିଆଯାଇଛି ଯେମିତିକି ଆପଣ ସମତେ ଜାଣିଛନ୍ତି ଦୁନିଆରେ ସବୁ ବ୍ୟକ୍ତି କିଛି ନ କିଛି ଭୁଲୁ ଯେମିତିକି ଆପଣ ମାନେ ସମସ୍ତେ ଜାଣିଛନ୍ତି ଦୁନିଆରେ ସବୁ ବ୍ୟକ୍ତି କିଛି ନ କିଛି ଭୁଲୁ କରିଥାନ୍ତି କିନ୍ତୁ ଯେଉଁ ଭୁଲୁ କାମ ଅଜନାର ସହ କରିଥାନ୍ତି ସେ କଥାକୁ ଭୁଲି ହେବ |

କିନ୍ତୁ ଯେଉଁ ବ୍ୟକ୍ତି ଜାଣି ଶୁଣି ଭୁଲୁ କାମ କରିଥାଏ ତାର କେବେ କ୍ଷମା ଯୋଗ୍ୟ ହୋଇନଥାଏ ସେ ଭୁଲୁର ଦଣ୍ଡ ଅବଶ୍ୟ ମିଳିଥାଏ | ଯଦି ଆପଣାକୁ ଏମିତି ପାପ ବିଷୟରେ କହିବୁ ଯାହାକି ପ୍ରାୟତ କରିନାହାନ୍ତି ଏ ପାପ ଏତେ ବଡ଼ ହୋଇଥାଏ କି ମୃତ୍ୟ ପରେବି ଏମାନଙ୍କର ପିଛା ଛାଡି ନଥାଏ ପ୍ରୟତ ଦେଖା ଯାଏ

କିଛି ଲୋକ ମାନେ ସ୍ନାନ କରୁଥିବା ବେଳେ ମହିଳାଙ୍କୁ ଦେଖନ୍ତି ଯାହା ଜଣେ ବ୍ୟକ୍ତିକୁ କେବେ କରିବା ଉଚିତି ନୁହେଁ | ଏଭଳି କରୁଥିବା ବ୍ୟକ୍ତି ସବୁବେଳେ ଚରିତ୍ର ହୀନ ହୋଇଥାଏ | ଶାସ୍ତ୍ର ଅନୁସାରେ କୌଣସି ସ୍ତ୍ରୀ ସ୍ନାନ କରିବା ସମୟରେ ଦେଖିବା ବହୁତ ଅଶୁଭ ହୋଇଥାଏ ଏଭଳି କରୁଥିବା ବ୍ୟକ୍ତି ମହା ପାପୀର ଭାଗିଧାରି ହୋଇଥାଏ ସ୍ତ୍ରୀ କୁ ସ୍ଥାନ କରୁଥିବାର ଦେଖିବା ବଡ ପାପ ହୋଇଥାଏ |

କାରଣ ଶାସ୍ତ୍ରରେ କୁହାଯାଇଛି ଏଭଳି କରୁଥିବା ବ୍ୟକ୍ତିକୁ କୋଠାର ଦଣ୍ଡ ମିଳିଥାଏ ଯଦି ଏ ଭୁଲୁ ଜାଣିଶୁଣି କରିନଥାନ୍ତି ତ ଆପଣଙ୍କୁ ଭଗବାନ କ୍ଷମା କରିଦେବେ ଏହୂଇ ଭୁଲୁ ଜାଣି ଶୁଣି କରୁଛନ୍ତି ଭଗବାନ ଆପଣଙ୍କୁ କେବେବି ଖେମା କରିବେ ନାହିଁ |

About odisha news

Check Also

ଏହି ୩ଟି ରୋଗ ରୁ ଭଲ କରିଥାଏ ଅମୃତ ଭଣ୍ଡା ଆପଣଙ୍କର ଅଛି କି ଏପରି ରୋଗ, ଦେଖି ଦିଅନ୍ତୁ …

ବନ୍ଧୁଗଣ ଅମୃତ ଭଣ୍ଡା ଖାଇବା ସ୍ଵସ୍ଥ ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ ଭଣ୍ଡା ର ସ୍ୱାଦ ଅତ୍ୟନ୍ତ ମିଠା …

Leave a Reply

Your email address will not be published.