Breaking News

ଦୁନିଆର ସବୁଠାରୁ ରହସ୍ୟମୟ ଶିବ ଲିଙ୍ଗ ଆଗରୁ ଦେଖିଥିବେ, ଦେଖନ୍ତୁ …

ସାରା ବିଶ୍ୱରେ ଏମିତି କିଛି ରହସ୍ୟ ଅଛି ଯାହାକୁ ଆଜି ପର୍ଯ୍ୟନ୍ତ କେହି ଖୋଜି ପାଇପାରି ନାହିଁନ୍ତି ଯାହା ଆମକୁ ଆଶ୍ଚର୍ଯ୍ୟ କରି ଥାଏ ଏମିତି ବହୁତ ସ୍ଥାନ ଅଛି ଯାହାକୁ ଦେଖିଲେ ମନରେ ବହୁତ ଗୁଡ଼ାଏ ପ୍ରଶ୍ନ ଉଠେ ଯେମିତି ଏହି ଜାଗାକୁ କିଏ ବନେଇଲା ଓ କାହିଁକି ବଣେଇଲା କାହିଁକି ଏହି ସ୍ଥାନ ଏତେ ରହସ୍ୟ ମୟ ଓ ଇତ୍ୟଦି ସେହି ଭଳି ଗୋଟିଏ ରହସ୍ୟ ମଇ ଜାଗା ବିଷୟରେ ଚାଲନ୍ତୁ ଜାଣିବା |

ଆମ ଦେଶ ଭାରତରେ ପ୍ରାୟତ ଅଧିକାଂଶ ଲୋକ ହିନ୍ଦୁ ସମ୍ପଦାୟ ଏବଂ ହିନ୍ଦୁ ଧର୍ମରେ ମାନ୍ୟତା ରହିଛି ମହାଦେବଙ୍କୁ ଆରାଧନା କଲେ ସବୁ ମନସ୍କମାନ ପୂର୍ଣ୍ଣ ହେବ | କିନ୍ତୁ କଣ ଆପଣ ମାନେ ଜାଣିଛନ୍ତି ଭାରତ ଠାରୁ ହଜାର ହଜାର କିଲୋ ମିଟର ଦୂରରେ ଆଇଲାଣ୍ଡ ରେ ରହିଛି ବିଶାଳ ଶିବ ଲିଙ୍ଗ ଯାହା ସେଠାକାର ବାସିନ୍ଧା ମାନେ ମଧ୍ୟ ପୂଜା କରନ୍ତି ଏବଂ ଏହାର ନାମ ହେଉଛି ଲିଆ ଥେଲେ କୁହାଯାଏ ସେଠାକାର ଲୋକ କୁହନ୍ତି ଏହି ସ୍ଥାନରେ କିଛି ଶକ୍ତି ରହିଛି ଯାହା ଲୋକ ମାନେ ଅନୁଭବ କରିଛନ୍ତି |

ଏଠାରେ ବିଶାଳ ଶିବ ଲିଙ୍ଗ ରହିଛି ଯାହାକୁ କକିଏ ଓ କାହିଁକି ସ୍ଥାପନ କରିଥିଲେ ତାହା ଆଜି ଯାଏଁ କେହି ଜାଣି ନାହାନ୍ତି | ସେଠାକାର ସ୍ଥାନୀୟ ଲୋକ ମାନେ ଏହି ବିଶାଳ ଶିବ ଲଙ୍ଗକୁ ରହସ୍ୟ ମୟ ପଥର ବୋଲି କହିଥାନ୍ତି ଓ ସେଠାକାର ଲୋକ ପୂଜା ମଧ୍ୟ କରିଥାନ୍ତି ସ୍ଥାନୀୟ ଲୋକ ଲାହିବା ମୁତାବକ ବହୁ ବର୍ଷ ପୂର୍ବେ ଆଇଲାଣ୍ଡ ର ଆଲକିକ ଶକ୍ତି ରଖି ଥିବା ଜଣେ ବ୍ୟକ୍ତି ଓ କିଛି ଲୋକ ମାନେ ମିଶି ଏହାକୁ ନିର୍ମାଣ କରିଥିଲେ ଏବଂ ଏହି ଠାରେ ପଥର ପୂଜା କରୁଥିଲେ କୁହାଯାଏ |

ସେହି ସମୟରେ ଯେଉଁ ମହିଳା ମାନଙ୍କର ସନ୍ତାନ ନଥିଲା ଏହି ବିଶାଳ ପଥରକୁ ପୂଜା କଲେ ସେ ପୁତ୍ର ବତି ହେଉଥିଲେ ଆଉ କିଛି ଗବେଷଙ୍କ କହିବା ଅନୁସାରେ 500 ବର୍ଷ ପୂର୍ବରୁ ସେଠାରେ ରାଜା ମାନଙ୍କର ରାଜା ଅଵିଶେକ ଏହି ବିଶାଳ ପଥର ନିକଟରେ କରାଯାଉଥିଲା | 2012 ରେ ଜଣେ ବ୍ୟକ୍ତି 11 ଥର ପଥର ଉପରକୁ ଆକ୍ରମଣ କରି ଶେଷରେ ହାର ମାନିଥିଲା ସେ ମଧ୍ୟ ବିଶ୍ୱାସ କରିଥିଲା ଯେ ଏଠାରେ କିଛି ଆଲକିକ ଶକ୍ତି ରହିଛି ହିନ୍ଦୁ ପରମ୍ପରା ଅନୁଯାଇ ଯାହା ବିଶାଳ ଶିବ ଲିଙ୍ଗ ଯାହାକୁ ଆଇଲାଣ୍ଡ ରେ ଥିବା ହିନ୍ଦୁ ସମ୍ପ୍ରଦାୟ ଲୋକ ମାନେ ପୂଜା କରିଥାନ୍ତି |

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.