ଦର୍ଶକବନ୍ଧୁ ଯେତେବେଳେ ପାପ ପୂନ୍ୟ କଥା ଉଠେ ସେତେବେଳେ ଲୋକମାନେ ପୁନ୍ୟ କରିବା ପାଇଁ ଚାହିଁଥାନ୍ତି କିନ୍ତୁ ଦେଖିବାକୁ ଗଲେ ସମସ୍ତେ କିଛି ନା କିଛି ପାପ ପୂନ୍ୟ ନିଶ୍ଚିତ କରିଥାନ୍ତି। ପ୍ରତ୍ୟେକ ପାପ କର୍ମର ଫଳ ଆମକୁ ସାତ ଜନ୍ମ ପର୍ଯ୍ୟନ୍ତ ଭୋଗ କରିବାକୁ ପଡ଼ିଥାଏ। ସଂସାରରେ ବିଭିନ୍ନ ପ୍ରକାରର ଲୋକ ରହିଥାନ୍ତି ସେଥି ମଧ୍ୟରୁ ଅନେକ ଲୋକ ଜାଣି ଶୁଣି କେବଳ ପାପ କର୍ମରେ ଲିପ୍ତ ରହିଥାନ୍ତି ।
ଦର୍ଶକବନ୍ଧୁ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ କେବଳ ପୁନ୍ୟ କରିଥାନ୍ତି କେବେବି କୌଣସି ପାପ କରନ୍ତି ନାହିଁ ଏବଂ କାହାକୁ ମଧ୍ୟ ପାପ କର୍ମ କରିବାକୁ ଦିଅନ୍ତି ନାହିଁ। ତେବେ ଦର୍ଶକବନ୍ଧୁ ଆଜି ଆସନ୍ତୁ ଜାଣିବା ଯେ ସଂସାରର ସବୁଠାରୁ ବଡ଼ ପାପ କଣ ଅଟେ। ଶାସ୍ତ୍ର ଅନୁସାରେ ସଂସାରରେ ସବୁଠାରୁ ବଡ଼ ପାପ ହେଉଛି ନାରୀକୁ ଅପମାନିତ କରିବା। ଭଗଵାନ ନିଜେ କହିଛନ୍ତି ଯେ ସଂସାରର ସବୁଠାରୁ ବଡ଼ ପାପ ହେଉଛି ଯେଉଁ ବ୍ୟକ୍ତି ନାରୀର ଇଜ୍ଜତ ସହିତ ଖେଳ ଖେଳେ ତାର ସର୍ବନାଶ ଆରମ୍ଭ ହୋଇଯାଏ।
ବନ୍ଧୁଗଣ ବିଜ୍ଞାନ ଅନୁସାରେ ନାରୀ ଶକ୍ତି ହେଉଛି ସବୁଠାରୁ ବଡ଼ ଶକ୍ତି ଜଣେ ନାରୀ ସବୁଠାରୁ ବଡ଼ କଷ୍ଟ ସହି ଆମକୁ ଏ ଦୁନିଆରେ ନୂତନ ଜନ୍ମ ଦେଇଥାଏ। ନାରୀ ସବୁଠାରୁ ଅଧିକ ପୂଜନୀୟ ଅଟେ। ତେବେ ସେପରି ଏକ ଶକ୍ତିର ଅପମାନ ସଂପୂର୍ଣ୍ଣ ରୂପେ ବ୍ରହ୍ମାଣ୍ଡର ବର୍ବାଦ ସହିତ ସମାନ ହୋଇଥାଏ।
ଦର୍ଶକବନ୍ଧୁ ଭଗଵାନଙ୍କ କହିବା ଅନୁସାରେ ନାରୀଙ୍କୁ ଯିଏ ସମ୍ମାନ ଦିଏ ସେହି ବ୍ୟକ୍ତିକୁ ପୁନ୍ୟ ପ୍ରାପ୍ତି ହୋଇଥାଏ ତେବେ ଯେଉଁ ପୁରୁଷ ନାରୀକୁ ଅପମାନ କରେ ତେବେ ସେ ଦୁନିଆରେ ସବୁଠାରୁ ବଡ଼ ପାପର ଭାଗିଦାରୀ ହୋଇଥାଏ। ତେବେ ସଂସାରର ସବୁଠାରୁ ବଡ଼ ପାପ ହେଉଛି ନାରୀକୁ ଅସମ୍ମାନ କରିବା। ଏହି ପାପରୁ ଦୂରେଇ ରହିବା ପାଇଁ ଚେଷ୍ଟା କରନ୍ତୁ ଏବଂ ନିଜ ଆଖପାଖରେ ରହିଥିବା ନାରୀମାନଙ୍କୁ ସମ୍ମାନ କରନ୍ତୁ। ତେବେ ଆସନ୍ତୁ ଜାଣିବା ପାପରୁ ମୁକ୍ତି ପାଇବା ପାଇଁ ସରଳ ଉପାୟ ବିଷୟରେ।
ତେବେ ପ୍ରତ୍ୟେକ ମନୁଷ୍ୟ ପ୍ରଥମ ନାରୀ ଭାବରେ ନିଜ ମାତାଙ୍କୁ ପାଇଥାଆନ୍ତି ତେଣୁ ଆପଣମାନେ ପ୍ରତ୍ୟେକ ଦିନ ନିଜ ମାଙ୍କର ସେବା କରନ୍ତୁ ଏବଂ ତାଙ୍କର ପାଦ ଛୁଇଁ ପ୍ରଣାମ କରନ୍ତୁ। ଏହାଦ୍ବାରା ଆପଣମାନେ କରିଥିବା ସମସ୍ତ ପାପରୁ ମୁକ୍ତି ପାଇପାରିବେ।
Check Also
ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…
ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …