Breaking News

ଦୁନିଆର ସବୁଠାରୁ ସୁନ୍ଦରୀ କିନ୍ନର Jahanka ଆଗରେ ଫେଲ ମାରିଯିବେ ବଡ଼ ବଡ଼ ହିରୋଇନ, ବିଶ୍ୱାସ ହେଉନି ତ ଥରେ ଦେଖନ୍ତୁ…

ନମସ୍କାର ବନ୍ଧୁଗଣ ଆମ ସମାଜରେ ନାରୀ ଓ ପୁରୁଷଙ୍କ ଠାରୁ ଭିନ୍ନ ଏକ ଜାତି ଦେଖିବା ପାଇଁ ମିଳିଥାଏ ଯାହାକୁ କିନ୍ନର କୁହା ଯାଇଥାଏ କିନ୍ନର ନାମ ଶୁଣିଲେ ଆପଣଙ୍କ ମନରେ କଣ କଣ ସବୁ ଆସିଥାଏ ସେମାନେ ଆମ ସମାଜରେ ଏକ ଅଂଶ କିନ୍ତୁ ଆମ ଦେଶରେ ତାଙ୍କୁ ଅଲଗା ନଜରରେ ଦେଖା ଯାଇଥାଏ କିନ୍ତୁ ଦୁନିଆରେ ଏପରି ସୁନ୍ଦରୀ ସୁନ୍ଦରୀ କିନ୍ନର ଅଛନ୍ତି ଯାହାଙ୍କ ପାଇଁ ପୁରା ଦୁନିଆ ପାଗଳ ହୋଇ ଯାଉଛି ଆସନ୍ତୁ ଜାଣିବା ଦୁନିଆର ସବୁଠାରୁ ସୁନ୍ଦର କିନ୍ନର ଯାହାକୁ ଦେଖିବା ପରେ ଆପଣ ତାଙ୍କ ପ୍ରେମରେ ପାଗକ ହୋଇଯିବେ |

ନମ୍ବର 1 ବିଶେଷ ହୁଇରେମ୍ – ଇଏ ହେଉଛନ୍ତି ଆମ ଭାରତର ମଣି ପୁରରେ ରହୁଥିବା ସବୁଠାରୁ ସୁନ୍ଦରୀ କିନ୍ନର ଯାହାକୁ ଆପଣ ପ୍ରଥମ ଥର ଦେଖି ଭୁଲି ଯିବେ ଯେ ସେ କୌଣସି କିନ୍ନର ତାଙ୍କ ଆଗରେ କୌଣସି ବି ସୁନ୍ଦରୀ ହିରୋଇନ୍ ଫେଲ ହୋଇଯିବେ ଏହି ସୁନ୍ଦରତା ବଳରେ ଥାଇଲାଣ୍ଡ ରେ ଅନୁଷ୍ଠିତ ହୋଇଥିବା ଇଣ୍ଟରନେସନାଲ ବିଉଟି କଣ୍ଟ୍ରାଷ୍ଟ ରେ ସେ ଭାଗ ନେଇଥିଲେ ଏବଂ ନିଜର ପଫର୍ମନ୍ସ ରେ ଏହା ପ୍ରମାଣ କରି ଦେଇଥିଲେ ଯେ ଟ୍ରାନ୍ସଜେଣ୍ଡର କମୁନିଟୀ ର ଲୋକମାନେ ବି ସୁନ୍ଦରତା ହିସାବରେ କମ୍ ନୁହନ୍ତି ସୁନ୍ଦରତା ସହିତ ବୋହୁତ ବିବାଦରେ ମଧ୍ୟ ତାଙ୍କୁ ଦେଖି ବାକୁ ମିଳିଥାଏ ତାଙ୍କର ନାମ ବୋହୁତ ନାମୀ ଦାମୀ ଲୋକ ଓ ବୋହୁତ ବଡ ବଡ ରାଜନେତାଙ୍କ ସହିତ ଯୋଡା ହୋଇଥିବାର ଦେଖିବା ପାଇଁ ମିଳିଥାଏ |

ନମ୍ବର 2 ଅମେଲିଆ ମାଲ୍ଟେପେ – ଇଏ ହେଉଛନ୍ତି ବାଂଲାଦେଶ ରୁ ବେଲଂ କରୁଥିବା ଇଣ୍ଟରନେସନାଲ ମଡେଲ ଏବେ ସମୟରେ ସେ ଜାପାନରେ ରହୁଛନ୍ତି ସେ ତାଙ୍କ ଶରୀରକୁ ଗ୍ଲାମୋରିଅସ ଦେଖା ଯିବା ପାଇଁ ସେ ବୋହୂ ପ୍ରକାରର ହୋର୍ମୋନାଲ ଚେଞ୍ଜେସ କରିଥିଲେ କିନ୍ତୁ ସମସ୍ତେ ସେତେ ବେଳେ ଆର୍ଶ୍ଚଯ୍ୟ ହୋଇଯାଇଥିଲେ ଯେତେ ବେଳେ ସେ ଦୁନିଆ ଆଗରେ କହିଥିଲେ କି ସେ ଏକ ଟ୍ରାନ୍ସଜେଣ୍ଡର ଯାହା ଫଳରେ ବୋହୁତ କଣ୍ଟ୍ରୋଭର୍ସି ହୋଇଥିଲା ତାଙ୍କୁ ଏଥିରେ ବୋହୂତ ଲୋକପ୍ରିୟତା ମିଳିଥିଲା ଏବେ ସେ ଏକ ଏଷ୍ଟବ୍ଲିଶ ମଡେଲ ରୂପରେ ପରିଚିତ |

ନମ୍ବର 3 ଜେନ୍ନଟ ଆଲାକୋଭା – ଜେନ୍ନଟ ଆଳାକୋଭା କାନାଡା ରେ ଏକ ବୋହୂ ଚର୍ଚ୍ଚିତ ମଡେଲ ଓ ଟିଭି ଅଭିନେତ୍ରୀ ତାଙ୍କ ସୁନ୍ଦରତା ପାଇଁ ସବୁ ବେଳେ ସୋସିଆଲ ମିଡ଼ିଆ ଓ ଖବର ରେ ତାଙ୍କ ନାମ ଚର୍ଚ୍ଚାରେ ଆସିଥାଏ 2012 ରେ ସେ ଟ୍ରାନ୍ସଜେଣ୍ଡର କମ୍ମୁନିଟୀ ପାଇଁ ବୋହୁତ କାମ କରିଥିଲେ ତାହା ସହିତ ସେ ମିସ୍ ଉନିଭର୍ସେ ରେ ମଧ୍ୟ ପର୍ଟିସିପଟେ କରିଥିଲେ ଓ ଏଥିରେ ସେ ବିଜୟ ମଧ୍ୟ ହୋଇଥିଲେ ଯାହା ଏକ ଟ୍ରାନ୍ସଜେଣ୍ଡର ମହିଳା ପାଇଁ ଏତେ ସହଜ ନଥିଲା କିନ୍ତୁ ସେ ଏହା କରି ଦେଖାଇ ଦେଇଛନ୍ତି ଯେ ଜିଏବି ଯାହା କରିବା ପାଇଁ ଚାହିଁବ ତାହା ଅସମ୍ଭବ ନୁହେଁ ସେଥି ପାଇଁ ତାଙ୍କ ପାଖକୁ ବୋହୁତ ବଡ ବଡ ବ୍ରାଣ୍ଡ ଆସିଥାନ୍ତି |

ନମ୍ବର 4 ଥଲିଥା ଜାମରିଳା – ଥଲିଥା ବ୍ରାଜିଲ ରେ ରହୁଥିବା ଏକ ମଡେଲ ଓ ଇଣ୍ଡଷ୍ଟ୍ରିଆଲ ଡିଜାଇନର ସେ ଜଣେ ସୁନ୍ଦରୀ ମହିଳା ପରି ଦେଖା ଯାଆନ୍ତି କିନ୍ତୁ ସେ ଏକ ଟ୍ରାନ୍ସଜେଣ୍ଡର ପ୍ରଥମେ ସେ ଏକ ପୁରୁଷ ଟ୍ରାନ୍ସଜେଣ୍ଡର ଥିଲେ ଯଦିଓ ତାଙ୍କ ଶରୀର ପୁଅ ପାରିଥିଲା କିନ୍ତୁ ଭିତରେ ତାଙ୍କୁ ମହିଳା ପରି ଫିଲ ହେଉଥିଲା ତେଣୁ ସେ ସର୍ଜରୀ କରି ସମ୍ପୂର୍ଣ୍ଣ ରୂପେ ମହିଳା ହୋଇଯାଇଥିଲେ ତାଙ୍କର ରୂପ ଓ ଚାଲିଚାଲ ଦେଖି କେହିବି କହି ପାରିବେ ନାହିଁ ସେ ଏକ କିନ୍ନର ତେଣୁ ତାଙ୍କୁ ସୋସିଆଲ ମିଡିଆରେ ବୋହୁତ ଭଲ ପାଇବା ମିଳିଥାଏ |

ନମ୍ବର 5 କାର୍ମେନ୍ କେରେରା – ଆପଣମାନେ ପ୍ରଥମ ରୂପ ଦେଖି ମୋହିତ ହୋଇଯିବେ ସେ ଆମେରିକାରେ ବୋହୂ ଲୋକ ପ୍ରିୟ ଟିଭି କଳାକାର ଯିଏକି ବୋହୁତ ସରା ସୋ ରେ କାମ କରିଛନ୍ତି ତାଙ୍କୁ ଯିଏ ପ୍ରଥମ ଥର ଦେଖୁଥାଏ ସେ ବିଶ୍ଵାସ କରି ନଥାଏ କି ସେ କୌଣସି ସାଧାରଣ ମହିଳା ନୁହେଁ ବରଂ ଏକ କିନ୍ନର କାର୍ମେନ ଫେଶନ ଦୁନିଆରେ ଏପରି ସ୍ଥାନ ହାସଲ କରିଛନ୍ତି ଯେ ଲୋକମାନେ ତାଙ୍କୁ ଦେଖି ଭୁଲି ଯାଇଥାନ୍ତି କି ସେ କୌଣସି କିନ୍ନର ନିଜକୁ ମଡେଲ ହିସାବରେ ଏଷ୍ଟାବ୍ଲିଶ କରିଥିବା ଏହି କିନ୍ନର କେବଳ ସୁନ୍ଦରୀ ନୁହନ୍ତି |

ବରଂ ସଚ୍ଚୋଟ ମଧ୍ୟ ଅଟନ୍ତି ସେ ନିଜେ ସମସ୍ତଙ୍କୁ ଜଣାଇ ଦେଇଥିଲେ କି ସେ ଏକ କିନ୍ନର ତାହା ପୂର୍ବରୁ ତାଙ୍କୁ ଦେଖି ସମସ୍ତେ ଭାବୁଥିଲେ କି ସେ ଏକ ସୁନ୍ଦରୀ ଝିଅ କିନ୍ନର ମାନଙ୍କୁ ଆମ ଦେଶରେ ବୋହୁତ ନୀଚ ଦୃଷ୍ଟିରେ ଦେଖା ଯାଇଥାଏ କିନ୍ତୁ ବିଦେଶରେ ତାଙ୍କୁ ପୁରା ଫ୍ରିଡମ୍ ମିଳିଥାଏ ଏମାନଙ୍କ ଜୀବନରେ କିଛି ଏପରି ଘଟଣା ଘଟି ଯାଇଥାଏ ଯାହା କେହିବି ଜାଣି ନଥାନ୍ତି କିନ୍ନର ମାନଙ୍କର ଅନ୍ତିମ ସଂସ୍କାର ସମସ୍ତ ଙ୍କ ଠାରୁ ଗୋପନ ରେ ରାତିରେ କରାଯାଇଥାଏ ଏ|

ହା ମାନା ଯାଇଥାଏ କି କିନ୍ନର ମାନଙ୍କର ସବ ଯାତ୍ରା ବା ଅନ୍ତିମ ସଂସ୍କାର ଯିଏ ଦେଖୁଥାଏ ସେ ଆସନ୍ତା ଜନ୍ମରେ କିନ୍ନର ହୋଇ ଜନ୍ମ ହୋଇଥାଏ କିନ୍ନର ମାନଙ୍କର ଶବକୁ ଅନ୍ତିମ ସଂସ୍କାର ପୂର୍ବରୁ ସେମାନେ ତାଙ୍କୁ ଜୋତା ଚପଲ ରେ ପିଟି ଥାଆନ୍ତି ଆମର କୌଣସି ଲୋକର ମୃତ୍ୟୁ ହେଲେ କାନ୍ଦି କାନ୍ଦି ଅନ୍ତିମ ସଂସ୍କାର କରିଥାନ୍ତି କିନ୍ତୁ କିନ୍ନର ମାନେ ନାଚି କୁଡ଼ି ଖୁସୀ ମାନାଇ ଅନ୍ତିମ ସଂସ୍କାର କରି ଥାଆନ୍ତି ଏହା ମାନି ଥାଆନ୍ତି କି ମାରୀ ଯାଇଥିବା ବ୍ୟକ୍ତି କିନ୍ନର ଭାବରେ ଜନ୍ମ ହୋଇଥିବା ନର୍କ ରୂପରେ ପାର ହୋଇଯାଇଛି |

About odisha news

Check Also

Jhiari କୁ ନେଇ ଫେରାର ହୋଇଗଲା Mousa, ସ୍ତ୍ରୀ ଯାଇ ପହଁଚିଲା ଥାନା, ତାପରେ ଘଟିଲା କିଛି ଏପରି ଯାହା କେହି ବି ବିଶ୍ୱାସ କରିନଥିଲେ…

10 ବର୍ଷ ତଳେ କରିଥିଲେ ପ୍ରେମ ବିବାହ ଏବେ ସ୍ତ୍ରୀ କୁ ଛାଡି ସୁନ୍ଦରୀ ଝିଆରୀ ସହ ମଉସା ଫେରାର …

Leave a Reply

Your email address will not be published.