Breaking News

ଦୁନିଆର ସବୁଠାରୁ ଖ-ତ-ର-ନା-କ ୫ ଟି ପୋଲ ! ଆଜି ଯାଏଁ କେହି ବି ଜୀବିତ ଫେରି ନାହାନ୍ତି ….

ବ୍ରିଜ ବା ପୋଲ, ଇଞ୍ଜିନିୟର ମାନଙ୍କର ଏଭଳି ଏକ ନିର୍ମାଣ ଯାହାକି ଅସମ୍ଭବ ରାସ୍ତାରେ ଯାତାୟାତକୁ ସମ୍ଭବ କରିଥାଏ । ହେଲେ ଯେହେତୁ ବ୍ରିଜ୍ ଗୁଡ଼ିକ ଗ-ଭୀ-ର ନଦୀ, ବଡ଼ ବଡ଼ ଘାଇ ଓ ବେଳେ ବେଳେ ସମୁଦ୍ର ଉପର ଦେଇ ନିର୍ମାଣ କରାଯାଇଥାଏ ତେଣୁକରି ଅଧିକାଂଶ ସମୟରେ ଏଠାରେ ଦୁ-ର୍ଘ-ଟ-ଣା-ର ଭୟ ରହିଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ଦୁନିଆର ଏଭଳି କିଛି ବିପଦଜନକ ପୋଲ ବିଷୟରେ ଜଣେଇବୁ ଯାହା ଉପରକୁ ଯିବା ମାତ୍ରେ ଆପଣଙ୍କ ଦେ-ହ ଥ-ରି ଉଠିବ। ପ୍ରତି ବର୍ଷ ଏହି ପୋଲ ଉପରେ ଘଟୁଥିବା ଦୁର୍ଘଟଣା ଯୋଗୁଁ ଅନେକ ଲୋକ ନିଜର ପ୍ରା-ଣ ହ-ରା-ଉ-ଛ-ନ୍ତି।

କ୍ୟାରିକ୍ ଏ ରେଡେ ରୋପ୍ ବ୍ରିଜ , ୟୁକେ – ଏହି ବ୍ରିଜ ସମ୍ପୂର୍ଣ୍ଣ ଭାବରେ ରଶି ସାହାଯ୍ୟରେ ତିଆରି କରାଯାଇଛି। ଏହି ବ୍ରିଜ ୟୁକେର ଉତ୍ତର ଆୟରଲ୍ୟାଣ୍ଡ ରେ ଅବସ୍ଥିତ। ଏହି ବି-ପ-ଦ-ଜ-ନ-କ ପୋଲ ୨୧ ମିଟର ଲମ୍ବା ଓ ୩୦ ମିଟର ଉଚ୍ଚରେ ରହିଛି। ସାମାନ୍ୟ ଅନ୍ୟମନସ୍କ ହେଲେ ଏହି ବ୍ରିଜରେ ଜୀ-ବ-ନ ଯି-ବା-ର ଯଥେଷ୍ଟ ସମ୍ଭାବନା ରହିଛି।


ଟ୍ରିଫ୍ଟ ବ୍ରିଜ, ସୁଇଜରଲ୍ୟାଣ୍ଡ- ଏହି ବ୍ରିଜ ସୁଇଜରଲ୍ୟାଣ୍ଡର ଗଡମେନ ଠାରେ ଅବସ୍ଥିତ । ଏହି ବ୍ରିଜ ୧୮୦ ମିଟର ଲମ୍ବା ଓ ୧୧୦ ମିଟର ଉଚ୍ଚରେ ରହିଛି। ଏହାର ତଳେ ରହିଛି ସୁଉଚ୍ଚ ରକି ପର୍ବତମାଳା। ଏହା ଉପରୁ ପଡ଼ିଲେ ବ-ଞ୍ଚି-ବା-ର କୌଣସି ସମ୍ଭାବନା ନାହିଁ ।


ଭିଟିମ୍ ରିଭର୍ ବ୍ରିଜ, ଋଷିଆ – ଏହି ପୋଲ ଋଷିଆର ଭିଟିମ୍ ନଦୀ ଉପରେ ଅବସ୍ଥିତ। ଏହା ସଂପୂର୍ଣ୍ଣ ଭାବରେ କାଠରେ ତିଆରି । ଏହି ପୋଲର ଦୁଇ ପାର୍ଶ୍ଵରେ କୌଣସି ବି ବାଡ ନାହିଁ। ଏହି ପୋଲର ଅବସ୍ଥା ଦେଖି ଅନେକ ଲୋକ ଏହା ଉପର ଦେଇ ଯିବାକୁ ଡ-ର-ନ୍ତି। ଖୁବ୍ କମ୍ ଲୋକ ଏହି ବ୍ରିଜକୁ ପାର କରିପାରିଛନ୍ତି।

କାପିଲାନୋ ସସ୍ପେନସିଓନ ବ୍ରିଜ, କାନାଡା – ଏହି ବ୍ରିଜ ଇଂଜିନିୟରିଂ ଶୈଳୀର ଏକ ବଡ଼ ଦୃଷ୍ଟାନ୍ତ। ଏହି ବ୍ରିଜ ଦେଖିବାକୁ ଯେତିକି ସୁନ୍ଦର ତା ଠାରୁ ବେଶୀ ବି-ପ-ଦ-ଜ–ନ-କ। ଏହି ବ୍ରିଜ କାନାଡ଼ାର ନର୍ଥ ଭନ୍ସିଭର୍ ବ୍ରିଟିଶ କଲମ୍ବିଆର କାପିଲାନୋ ନଦୀ ଉପର ଦେଇ ଯାଇଛି। ଏହି ବି-ପ-ଦପୂ-ର୍ଣ୍ଣ ବ୍ରିଜ ର ଲମ୍ବ ୪୫୦ ଫୁଟ ଥିବା ବେଳେ ଉଚ୍ଚତା ପ୍ରାୟ ୨୩୦ ଫୁଟ । ଏହି ପୋଲର ଇତିହାସ ଦେଖିଲେ ଏହା ଉପରେ ପୂର୍ବରୁ ଅନେକ ଗୁଡ଼ିଏ ଦୁ-ର୍ଘ-ଟ-ଣା ମାନ ଘଟିଥିବା ଜଣାଯାଏ। ଏହି ପୋଲକୁ ଦୁନିଆର ସବୁଠୁ ବେଶୀ ବି-ପ-ଦ-ଜ-ନ-କ ଝୁଲାପୋଲ ବୋଲି କୁହାଯାଏ ।

ମରିନବ୍ରୁକେ, ଜର୍ମାନୀ – ଏହି ପୋଲକୁ ଦୁନିଆର ସବୁଠୁ ବି-ପ-ଦ-ଜ-ନ-କ ପୋଲର ଆଖ୍ୟା ଦିଆଯାଇଛି। ଏହି ପୋଲ ଦୁଇଟି ପାହାଡକୁ ଯୋଡି ରଖିଥାଏ। ଅର୍ଥାତ୍ ଏହି ପୋଲ ଦେଇ ଗୋଟେ ପାହାଡ଼ରୁ ବିପରୀତ ପାର୍ଶ୍ବର ପାହାଡକୁ ଲୋକେ ଯିବା ଆସିବା କରିଥାନ୍ତି। ଏହି ବ୍ରିଜ ଉପରୁ ଯେ କେହିବି ଲୋକ ତ-ଳ-କୁ ଖ-ସି ପଡ଼ିଛି। ସେ ଜୀବନ ନେଇ ଫେରି ପା-ରି-ନି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆଜିଠାରୁ ରାଜା ଭଳି ଜୀବନ କାଟିବେ ଏହି ରାଶିର ଲୋକେ, ଟଙ୍କାରେ ଶୋଇବେ, ପ୍ରଭୁ Mahadev ଙ୍କର ବିଶେଷ ଦୃଷ୍ଟି ପଡିଲା, ଏଥିରେ ଆପଣଙ୍କର ରାଶି ମଧ୍ୟ ଥାଇପାରେ, ନିଶ୍ଚୟ ଦେଖନ୍ତୁ

ହେଲୋ ଫ୍ରେଣ୍ଡ୍ ଭଗବାନ ଶିବ ଏହି 5 ଗୋଟି ରାଶି ରେ କରିବା ପାଇଁ ଯାଉଛନ୍ତି ଅଦ୍ଭୁତ ଚତ୍ମକାର ଯାହା …

Leave a Reply

Your email address will not be published.