Breaking News

ଦୁନିଆର ସବୁଠୁ ମହଙ୍ଗା ପାଣି ବୋତଲ ଦାମ ଜାଣିଲେ ମୁଣ୍ଡରେ ହାତ ଦେଇଦେବେ ?

ଦର୍ଶକବନ୍ଧୁ ଦୁନିଆର ସବୁଠାରୁ ମହଙ୍ଗା ପାଣି ଗୋଟିଏ ବୋତଲ ପାଣିର ଦାମରେ କିଣା ଯାଇପାରିବ ମରର୍ସଟିସି କାରେ ଜଳ ହେଉଛି ଜୀବନ ଏହି କଥା ହିଁ ଆମେ ଅନେକ ବର୍ଷ ଧରି ଶୁଣୁଛୁ ଲୋକଙ୍କୁ ଅଧିକ ପାଣି ପିଇବାକୁ ଡାକ୍ତର ମାନେ ମଧ୍ୟ ପରାମର୍ଶ ଦେଇଛନ୍ତି କିନ୍ତୁ ଦୁନିଆରେ ଅନେକ କମ୍ପାନୀର ଜଳ ଅଛି ଯାହା ବହୁତ ମହଙ୍ଗା ଜଣାନ୍ତୁ ସେହି ଜଳର ବିଷୟରେ ଯାହା ମୂଲ୍ୟ ଲକ୍ଷ୍ ଲକ୍ଷ ୟାଙ୍କ ଆପଣ ଏହାକୁ ବିଶ୍ୱାସ ନକରିପାରନ୍ତି କିନ୍ତୁ ଏହା ସମ୍ପୂର୍ଣ ସତ |

ଗୋଟିଏ ପାଣି ବୋତଲ ମୂଲ୍ୟରେ ବିଳାସ ପୂର୍ଣ୍ଣ ମରର୍ସଟିସି କାରେ କିଣାଯାଇ ପାରିବ ଗୋଟିଏ କମ୍ପନୀ ହେଉଛି ଫ୍ରାନ୍ସ ରେ ଏକ ଜାଗାରୁ ଆସିଥାଏ ଏହି ବୋଟଲର ପେକେଜେ ମୂଲ୍ୟ ବହୁତ ଅଧିକ ଏହି ଜଳରୁ ମଧ୍ୟ ଏକ ସାସ୍ୱତନ୍ତ୍ର ସ୍ଵଧ ଅଛି କିନ୍ତୁ ଜଳ ମୂଲ୍ୟ ଜାଣି ଆପଣ ମାନେ ଆଶ୍ଚଯ୍ୟ ହୋଇଯିବେ ଦୁନିଆର ସବିଠାରୁ ମହଙ୍ଗା ଜଳର ମୂଲ୍ୟ ପ୍ରାୟ 45 ଲକ୍ଷ୍ୟ ଟଙ୍କା ଏହି ବୋତଲରେ ମଧ୍ୟ ଏକ ଲିଟର ପାଣି ମଧ୍ୟ ନାହିଁ ଏଥିରେ କେବଳ 7,50 ମିଳି ଲିଟର ପାଣିଥାଏ |

ଏହି ଗୋଟିଏ ବୋତଲର ଦାମ 45 ଲକ୍ଷ ଟଙ୍କା ଏହି ପାଣି ବୋତଲ 24 କେରଡ଼ ସୁନାରେ ତିଆରି ଏହି ଗୋଟିଏ ବୋତଲ ପାଣିରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେବାର ଅନେକ କାରଣ ଅଛି ଜଳ ମହଙ୍ଗା ହେବାର କାରଣ ହେଉଛି ଏହାର ବୋତଲ ଏହି ପାଣି ବୋତଲ 24 କେରେଡ କଠିନ ସୁନାରେ ତିଆରି ଦୁନିଆରେ ସବୁ ଠାରୁ ମହଙ୍ଗା ପାଣି ବୋତଲ କୁ ଦୁନିଆର ସବୁଠାରୁ ପ୍ରସିଦ୍ଧ ବୋତଲ ଡିଜାଇନର ଜଣେ ବୈଞ୍ଜାନିକ ତିଆରି କରିଛନ୍ତି | ଏହି ଜଳ ସାଧାରଣ ଜଳ ସୁଦ୍ଧା ଶକ୍ତି ଜନିତ |

About odisha news

Check Also

ଏହି ଡ଼ିସେମ୍ବର ମାସ ଆରମ୍ଭରୁ ଏହି ରାଶି ମାନଙ୍କୁ ମିଳିବ ପୁଳା ପୁଳା ଟଙ୍କା ଦେଖନ୍ତୁ ଆପଣଙ୍କ Rasi ଅଛିକି !

ନମସ୍କାର ବନ୍ଧୁଗଣ ଆଜି ଆମେ ଜାଣିବା ସେହି ରାଶି ମାନକର ବିଷୟରେ ଯାହା ର ଭାଗ୍ୟ ଏବେ ସମ୍ପୂର୍ଣ ଭାବରେ …

Leave a Reply

Your email address will not be published.