Breaking News

ଦୁନିଆଁର ସବୁଠୁ ବଡ ସାପ, ଏହି ସାଫର ଲମ୍ବ 425 ଫୁଟ ଆପଣ ଏହି ସାଫକୁ ଦେଖି ମଧ୍ୟ ଆଶ୍ଚଯ୍ୟ ହୋଇଯିବେ…

ଦର୍ଶକବନ୍ଧୁ ପୃଥିବୀ ରୁ ବିଲୁପ୍ତ ହୋଇଥିବା ଟାଇଟାନୋବିଆ ସାଫ କୁ ବର୍ତ୍ତମାନ ସରିବା ରେ ସଫଳ ହୋଇଛି ଗୁଗଲ ମ୍ୟାପ | ଆକାର ରେ ଅନ୍ୟ ସାପ ଠାରୁ ବଡ଼ ଓ ଦୈତ୍ୟ କାୟା ସାପ ଫ୍ରାନ୍ସ ଠାରେ ଧରପଡ଼ିଚି ଯାହାକୁ ନେଇ ଏବେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା।କୁହାଯାଉଛି ଜେ ଜୀବଜଗତ ରୁ ଉଭାନ ହାଇଯାଇଥିବ ଏହି ସାପ ପୃଥିବୀ ପୃଷ୍ଠ ରେ ବଞ୍ଚି ରହିଛି | ବ୍ରିଟିଶ ସମ୍ବାଦପତ୍ରର ଇଣ୍ଡେପେଣ୍ଡେଣ୍ଟ ଅନୁସାରେ ଗୁଗଲ ମ୍ୟାପ ଫନ ନାମକ ଏକ ଟିକଟକ୍ ଆକାଉଣ୍ଟ ରହିଛି | ଯିଏ ଗୁଗଲ ମ୍ୟାପ ରେ ସନ୍ଧାନ କରିଥିବା ତଥ୍ୟ ଦେଇଛି | ଗତ ୨୪ ତାରିଖ ରେ ଗୋଟିଏ ଚକିତ କରିବା ଭଳି ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଇଥିଲା |

ଯେଉଁଥିରେ କୁହାଯାଇଥିଲା ଜେ ଏହି ଦୃଶ୍ୟ ଫ୍ରାନ୍ସ ଉପକୂଳ ରୁ ଆସିଛି | ଯାଇଁଥିରେ ଏକ ବଡ଼ ସାପ ର କଙ୍କାଳ ର ଚିତ୍ର ଦେଖାଯାଇଥିଲା ଆଠକର ସ୍ଥାନ ରେ ଆମେ କିଛି ବଦଦିନିଷ ଦେଖିପରିଲୁ | ଯାହା କେବଳ ଉପଗ୍ରହ ମାଧ୍ୟମ ରେ ଦେଖିହେବା ଯାହା ଗୁଗଲ ମ୍ୟାପ ଜରିଆ ରେ ଲୋକାହିତ ହୋଇଛି | ଟିକ୍ ଟକ୍ ବ୍ୟବହାର କରି ଏହାକୁ ସବୁଠାରୁ ବଡ଼ ସାପ ବୋଲି କହୁଛନ୍ତି | ଏହାର ଲମ୍ବ ପ୍ରାୟ ୩୦ ମିଟର ଓ ଏହା ପୂର୍ବରୁ ଧରାଜାଇଥିବ ସାପ ମାନଙ୍କ ଠାରୁ ବଡ଼ ଖାଲି ଏତିକି ନୁହେଁ ଏହା ବିଲୁପ୍ତ ହୋଇଥିବା ଟାଇଟାନୋବିଆ ସାପ ର ହୋଇପାରେ ଯାହା ଏକ ବଡ଼ ସାପ ପ୍ରଜାତି |

ଏଭଳି ଚକିତ ହେବ ଭିଡିଓ ୨୦ ଲକ୍ଷ୍ୟ ଠାରୁ ଅଧିକ ଦେଖାଯାଇସାରିଛି ଅବଶ୍ୟ ଏହା ସାଫ ସହ ସମ୍ମାନ ଜିନିଷ ଯାହାକୁ ଆପଣ ଗୁଗଲ ମ୍ୟାପ ସାହାଯ୍ୟ ରେ ଦେଖିପାରିବେ | କିନ୍ତୁ ସଦ୍ୟ ଫ୍ରାନ୍ସ ଉପକୂଳ ରୁ ମିଳିଥିବା ସାପ କଙ୍କାଳ ର କାହାଣୀ ହୋଉଛି ଅଲଗା | ଯେତେବେଳ ଏହିଭିଲି ଯାହା କରାଯାଇଥିଲା ସେତେବେଳ ଜଣାପଡିଥିଲା ଯାହାକୁ ବିଶ୍ବ ର ବଡ ସାପ ର କଙ୍କାଳ ବୋଲି କୁହାଯାଉଛି ତାହା ପ୍ରକୃତ ରେ ଏକ ଧାତୁ ନିର୍ମିତ ମୂର୍ତ୍ତି | ଏହା ପଶ୍ଚିମ ଫ୍ରାନ୍ସ ରେ ଅବସ୍ଥିତ ଓ ଏହାର ଲମ୍ଭ ହଉଛି ପ୍ରାୟ ୪୨୫ ଫୁଟ ଶେଷରେ ଏହା ପ୍ରମାଣ ହୋଇଛି ଜେ ଗୁଗଲ ମ୍ୟାପ ଜରିଆ ରେ ଦେଖାଯାଇଥିବା ସାପ କଙ୍କାଳ ପ୍ରକୃତରେ କଥା ତପ କଳା ନୁହେଁ |

ଟାଇଟାନୋବିଆ ହଉଚି ସାହି ସାପ ଯିଏ ଆକାରରେ ଆନାକୋଣ୍ଡା ଠାରୁ ମଧ୍ୟ ବଡ। ବର୍ତମାନ ଏହି ସାପ ଜୀବଜଗତ ରୁ ବିଲୁପ୍ତ ହୋଇଥିବା କୁହାଯାଉଛି।ମାତ୍ର ଏହାର କଙ୍କାଳ ବା ଜୀବାଶ୍ମ କୁ ବିଶ୍ବ ସାରା ପାଇଛନ୍ତି।ଏକଦା ପୃଥିବୀ ପୃଷ୍ଟ ରୁ ସବୁଠାରୁ ବଡ ସାପ ରୂପେ ଥିଲା ଟାଇଟାନୋବିଆ ସାପ।ମାତ୍ର ଟିକ ଟକ ଭିଡିଓ ଭାଇରାଲ ହେବାପରେ ପୁଣିଥରେ ଏହିଷପଣିଶ୍ଵ ରେ ଚର୍ଚା ର ବିଷୟ ପାଲଟିଛି।

About odisha news

Check Also

ଜଗନ୍ନାଥ ମନ୍ଦିରର ଗୁପ୍ତ ରହସ୍ୟ ଜାଣନ୍ତୁ ବିଶ୍ୱ ପ୍ରସିଦ୍ଧ କାହିଁକି, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ !

ନମସ୍କାର ବନ୍ଧୁଗଣ ଆସନ୍ତୁ ଜାଣିବା ବିଶ୍ୱବ୍ରମହାଣ୍ଡର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ ମନ୍ଦିର ଗୁପ୍ତ ରହସ୍ୟ | ତେବେ ଏହିଖବରଟି ଶେଷଯାଏଁ …

Leave a Reply

Your email address will not be published.