Breaking News

ଦୁନିଆର ସବୁଠାରୁ ଅଜବ ଲୋକ, ଯାହାଙ୍କ ବିଷୟରେ ଜାଣିଲେ ଆପଣ କହିବେ He Bhagaban ଏମାନେ କେମିତି…

ହେଲୋ ଫ୍ରେଣ୍ଡ୍ ଯଦି ଆପଣଙ୍କୁ କହାଜାଏ ଆଜି ଠାରୁ ଖାଇବା ପିଇବା ଛାଡ଼ି ଦେବା ପାଇଁ ଓ ପଇସା କୁ ମଧ୍ୟ ତ୍ୟାଗ କରି ଦିଅନ୍ତି ଏବଂ ନିଜର ଘର ଲୋକଙ୍କୁ ଛାଡିକି କୌଣସି ଗୁମ୍ଫାରେ ରହିବା ପାଇଁ ଯାଆଁନ୍ତି କଣ ଆପଣ କରି ପାରିବେ ଆପଣମାନଙ୍କ ମଧ୍ୟରୁ ବୋହୁତ ଲୋକ ମାନା କରିବେ କିନ୍ତୁ ଏହା ଅସମ୍ଭବ ନୁହେଁ କାରଣ ଏହି ଦୁନିଆରେ ଏମିତି ବୋହୁତ ସାରା ଲୋକ ଅଛନ୍ତି ଯେଉଁ ମାନେ ଏମିତି ବା ଏହାଠାରୁ ଅଧିକ କଷ୍ଟ କର ଜୀବନ ଶୈଳୀ କୁ ଅପନେଇଛନ୍ତି ଏମାନଙ୍କ ମଧ୍ୟରୁ ଏମିତି କିଛି ଲୋକ ମାଜବୁରି ରେ ଆସିକି କରିଛନ୍ତି ଓ ଆଉ କିଛି ସୁସ୍ଥ ମସ୍ତିକ ରେ ନିଜେ ଭାବି ଚିନ୍ତି କରିଛନ୍ତି ଯଦି କାହାର କିଛି କ୍ଷତି ନହେଉ ଥାଏ ତେବେ ନିଜର ମନରେ ବଞ୍ଚିବା ଅଧିକାର ତ ସମସ୍ତ ଙ୍କୁ ଅଛି ଆସନ୍ତୁ ଜାଣିବା ଏମିତି ଲୋକମାନଙ୍କ ବିଷୟରେ ଯେଉଁ ମାନେ ଆର୍ଶ୍ଚଯ୍ୟ କଲା ଭଳି ଜୀବନ ବିତାଉଛନ୍ତି

ନମ୍ବର 8 ରେ – ପ୍ରହ୍ଲଦ ଯାନି ନାମରେ ଜଣେ ଯୋଗୀ 17 ବର୍ଷ ହେବ କିଛି ଖାଇ ଜୀବିତ ଅଛନ୍ତି ଏବଂ ନିଜର ସବୁ କାମ ମଧ୍ୟ ନିଜେ କରନ୍ତି ଜଣା ନାହିଁ ତାଙ୍କ ପାଖରେ ଏତେ ଶକ୍ତି ଯେଉଁଠାରୁ ଆସିଯାଏ ତାଙ୍କର ଏହି ନଖାଇବା ପାଇଁ ଡକ୍ଟର ଓ ଏକ୍ସପର୍ଟ ମଧ୍ୟ ଆର୍ଶ୍ଚଯ୍ୟ କୁହାଯାଏ କି ହୁଏ ତ ସେ ସ୍ୱଚ୍ଛ ପବନ ଓ ଲୋକଙ୍କ ଭଲପାଇବା ପାଇଁ ଜୀବିତ କିନ୍ତୁ ପ୍ରକୃତ କଥା କଣ କାହାରିକି ଜଣା ନାହିଁ

ନମ୍ବର 7 ରେ – କଣ ଆପଣ ଭାବନ୍ତି ଗୋରା ହେବା ସୁନ୍ଦରତା ଅଟେ କିନ୍ତୁ ମାଟିନା ଓ ମାଇକେଲ ଆପଣଙ୍କ ଠାରୁ କିଛି ଅଲଗା ଭାବନ୍ତି ଜର୍ମାନୀ ର ଏହି ଦମ୍ପତି ଜନ୍ମରୁ ଗୋରା କିନ୍ତୁ ସେମାନଙ୍କୁ ଏମିତି ଲାଗୁଛି ତାଙ୍କର ଆତ୍ମା ଆଫ୍ରିକାନ ବୋଲି ସେଥି ପାଇଁ ତାଙ୍କର ଦେହର ରଙ୍ଗ ବଦଳାଇ ଦେଇଛନ୍ତି ସେଥି ପାଇଁ ସେ ମିଲୋଟର୍ଣୀଙ୍ଗ ଇଞ୍ଜେକସନ ମଧ୍ୟ ନେଇଛନ୍ତି ଡାକ୍ତର କହିବା ଅନୁସାରେ ତାଙ୍କର ଚୁଆ ମଧ୍ୟ କଳା ହେବେ କିନ୍ତୁ ଏହି ଦୁଇ ଜଣ ମଧ୍ୟ ଏହି କଥାରୁ ବୋହୁତ ଖୁସୀ ଅଛନ୍ତି ସେମାନେ ନିଜକୁ ଆଫ୍ରିକା ଅଂଶ ଭାବୁଛନ୍ତି ଶୁଣିବା ପାଇଁ ଟିକେ ଅଜବ ଲାଗୁଛି କିନ୍ତୁ ଦୁନିଆରୁ ଗୋରା କଳାର ଭେଦ ଭାବ ଦୂର କରିବା ପାଇଁ ବୋହୁତ ଭଲ ଚିନ୍ତା ଧାରା

ନମ୍ବର 6 ରେ – କିଛି ଲୋକ ନିଜର ଇଚ୍ଛାରେ ନିଜର ଜୀବନ ଲାଇଫ ଷ୍ଟାଇଲ ବଦଳାଇ ଥାଆନ୍ତି କିନ୍ତୁ କିଛି ଲୋକଙ୍କ ପାଖରେ ଏହି ଅପ୍ସନ୍ ନଥାଏ ସେମାନଙ୍କ ମଧ୍ୟରୁ ନାଇଜେରିଆ ର ରହ୍ମା ହରିଣ ମଧ୍ୟ ଲୋକଙ୍କ ମଧ୍ୟରୁ ଜଣେ ଯେତେ ସେ 6 ମାସରେ ଥିଲେ ତାଙ୍କର ଶରୀର ବଢିବା ବନ୍ଦ କରିଦେଲା ଏବଂ ଧୀରେ ଧୀରେ ତାଙ୍କର ଶରୀର ମଧ୍ୟ କାମ କରିବା ବନ୍ଦ କରି ଦେଲା ତାଙ୍କୁ ସବୁ ସମୟ ଗୋଟିଏ ପ୍ଲାଷ୍ଟିକ ଚାଙ୍ଗୁଡ଼ି ରେ ରହିବା ପାଇଁ ପଡୁଥିଲା କାହିଁକି ନା ତାଙ୍କୁ ଗୋଟିଏ ଜାଗାରୁ ଅନ୍ୟ ଯାଗାକୁ ନେବା ଆଣିବା କରିବା ପାଇଁ ଏମିତି ନିଜ କିଏ ନିଜ ଇଚ୍ଛାରେ ବାଛି ଥାଆନ୍ତି କିନ୍ତୁ ରହ୍ମା ନିଜର ଜୀବନ ଖୁସିରେ ବଞ୍ଚିଲେ କିନ୍ତୁ 19 ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଗଲା

ନମ୍ବର 5 ରେ – ଆପଣମାନେ ଲୋକଙ୍କୁ କୋହୁଥିବାର ଶୁଣି ଥିବେ କି ସବୁ ମୋହ ମାୟା ଅଟେ କିନ୍ତୁ କେତେ ଲୋକ ଏହାକୁ ସତ ମାନୁଛନ୍ତି ସମସ୍ତଙ୍କର ତ ଜଣା ନାହିଁ କିନ୍ତୁ ଦାନିଲ୍ ସୁଲ ନାମକ ଜଣେ ବ୍ୟକ୍ତି 20 ବର୍ଷ ପୂର୍ବରୁ ହିଁ ଏହି କଥାକୁ ସତ କରି ଦେଇଛନ୍ତି 20 ବର୍ଷ ପୂର୍ବେ ତାଙ୍କ ପାଖରେ କେବଳ 2200 ଟଙ୍କା ଥିଲା ସେ ତାଙ୍କର ପୁରା ଜୀବନର ଜମା କରିଥିବା ଟଙ୍କା ଫୋନ୍ ବୁଥ ରେ ଛାଡି ଦେଲେ ଆଉ ପଇସାର ତ୍ୟାଗ କରିଦେଲେ ଏମିତି କାମ କରିବା ପାଇଁ ଅଗଲା ମାଇଣ୍ଡ ସେଟ କରିବା ପାଇଁ ପଡିଥାଏ କିନ୍ତୁ କେତେ ଲୋକ ଏମିତି ଅଛନ୍ତି ତାଙ୍କର ସବୁ କାମ କରିଥିବା ଟଙ୍କା ହଜେଇଦେବା ପରେ ହାର୍ଟ ଆଟାକ ଆସିଯିବ କିନ୍ତୁ ଦାନିଲ ଙ୍କ କହିବା ଅନୁସାରେ ପଇସାକୁ ତ୍ୟାଗ କରି ତାଙ୍କୁ ଅନ୍ତରଙ୍ଗ ଶାନ୍ତି ମିଳିଲା ସେ ନା ତ ଟ୍ୟାକ୍ସ ଦେଉଛନ୍ତି ନା ହିଁ ସେ ଗଭର୍ମେଣ୍ଟ ଠାରୁ ସାହାଯ୍ୟ ନେଉଛନ୍ତି ସେ ଉଟାରେ କେନିଶ ରେ ରହୁଛନ୍ତି ଆଉ ତାଙ୍କୁ ଯାହା ମିଳିଯାଏ ତାକୁ ଖାଇ ଦେଇଥାନ୍ତି ସେ ମାନନ୍ତି କି ଈଶ୍ୱର ଏମିତି ଜୀବନ ତିଆରି କରିଛନ୍ତି କିନ୍ତୁ ମଣିଷ ମାନେ ତାକୁ ବୋହୁତ ବଦଳେଇ ଦେଇଛନ୍ତି

ନମ୍ବର 4 ରେ – ଯେଉଁ କାମ ଦାନିଶ ସୁଲ୍ 20 ବର୍ଷ ପୂର୍ବରୁ କରିଥିଲେ ସେହି କାମ ଦିଲ୍ଲୀର ମହନ୍ତ ଆମର ଭାରତୀ 1973 ରୁ ହିଁ ସେହି କାମ କରି ସାରିଛନ୍ତି ଆମର ଦେଶ କେତେ ଜିନିଷ ରେ ବାକି ଦେଶ ଠାରୁ ଆଗରେ ଅଛି ମହନ୍ତ ଆମର ଗୋଟିଏ କ୍ଲାର୍କ ର ଚାକିରି କରୁଥିଲେ ତାଙ୍କର ଦୁନିଆରୁ ମନ ଉଠି ଯାଇଥିଲା ସେ ପଇସା ଚାକିରି ଆଉ ତାଙ୍କର ସ୍ତ୍ରୀ କୁ ମଧ୍ୟ ତ୍ୟାଗ କରି ଦେଲେ ଆସି ସନ୍ନ୍ୟାସୀ ହୋଇଗଲେ ସେ ତପସ୍ୟାର ଗୋଟିଏ ନୂଆ ଉପାୟ ଆପଣେଇଛନ୍ତି ସେ ତାଙ୍କର ଗୋଟିଏ ହାତ ଉପରକୁ କରି ରଖିଛନ୍ତି ସବୁ ସମୟରେ ତାଙ୍କର ଗୋଟିଏ ହାତ ଉପରକୁ ଉଠିକି ରହିଥାଏ ଏବଂ ସେ ଏହି କଠିନ ତପସ୍ୟା 37 ବର୍ଷ ହେବ କରି ଆସୁଛନ୍ତି

ନମ୍ବର 3 ରେ – ଆପଣ ମାନେ ଗୋଟିଏ କବିତା ଶୁଣି ଥିବେ ମାଛଲି ଜଳ କି ରାଣୀ ହେ ଜୀବନ ଉସକା ପାଣି ହେ ପଦରୁନି ଗୋଷ୍ ଙ୍କ ଜୀବନ ମଧ୍ୟ କିଛି ଏମିତି ଅଟେ ପଡ଼ରୁନି ଙ୍କୁ କିଛି ଅଲଗା ପ୍ରକାରର ରୋଗ ହୋଇଛି ଯେଉଁ କାରଣରୁ ସେ ଯେତେ ବେଳେ ପାଣିରୁ ବାହାର ରେ ରୁହନ୍ତି ତାଙ୍କର ଶରୀର ଜାଳିବା ଆରମ୍ଭ କରି ଦିଏ ଯେମିତି ତାଙ୍କ ଦେହରେ କିଏ ନିଆଁ ଲଗେଇ ଦେଇଛି ଏହା ବୋହୁତ ଅଲଗା ରୋଗ ଅଟେ ଯାହା ଲକ୍ଷ ରେ କେବଳ ଜଣଙ୍କୁ ହୁଏ ପଦରୁନୀ ପାଖରେ ଜୀବିତ ରହିବା ପାଇଁ କେବଳ ଗୋଟିଏ ଉପାୟ ଅଛି ସେ ନିଜର ଘର ସାମ୍ନାରେ ଥିବା ପୋଖରୀରେ ପୁରା ଦିନ ରହିଥାନ୍ତି ଏମିତି ସେ 20 ବର୍ଷ ପୂର୍ବରୁ ପ୍ରତି ଦିନ କରୁଛନ୍ତି

ନମ୍ବର 2 ରେ – ଛୋଟ ବେଳ କାହାକୁ ପସନ୍ଦ ନୁହେଁ ବାପା ମା ଆମର ଧ୍ୟାନ ରଖନ୍ତି ଆମେ ଦିନ ସରା ଖାଆନ୍ତି ପିଅନ୍ତି ଆଉ ଖେଳନ୍ତି ନା କୌଣସି ଚିନ୍ତା ନା କୌଣସି ଡର ଏହା ମାନେ ନୁହେଁ କି ଆପଣ ନିଜର ଛୋଟ ବେଳ କୁ ବଡ ହେବା ପରେ ବଞ୍ଚି ପାରିବେ ନାହିଁ କିନ୍ତୁ 20 ବର୍ଷ ର ପାଉଲ୍ ୱଳଚଟ ନିଜର ଛୋଟ ବେଳ ଏବେ ବି ବଞ୍ଚୁଛନ୍ତି ସେ ଦିନ ସାରା ଜଣେ ସାଧାରଣ ଲୋକଙ୍କ ଭଳି ରୁହନ୍ତି କିନ୍ତୁ ସେ ଯେତେ ବେଳେ ଘରକୁ ଆସନ୍ତି ସେ 2 ବର୍ଷର ଛୁଆ ହେବା ପସନ୍ଦ କରନ୍ତି ସେ ଛୁଆ ଙ୍କ ଭଳିଆ କାର୍ଟୁନ୍ ଦେଖନ୍ତି ଲୋକଙ୍କ ସହିତ ଖେଳନ୍ତି ଡ୍ରଇଙ୍ଗ କରନ୍ତି ଆଉ ନିଜର ଝୁଲଣା ରେ ଶୁଅନ୍ତି

ନମ୍ବର 1 ରେ – ଆଇରନ ର ଅମୌ ହା ନାମରେ ଜଣେ ଲୋକ 70 ବର୍ଷ ରୁ ଗାଧେଇ ନାହାନ୍ତି ତାଙ୍କୁ ସାବୁନ ଆଉ ପାଣି ରୁ ଏଲର୍ଜି ଅଛି ଯାହା ଆମ ପାଇଁ ସଫା ଅଟେ ତାଙ୍କ ପାଇଁ ଆସନା ଅଟେ ତାଙ୍କୁ ସଫା ସୁତୁରା ରହିବା କୁ ଘୁଣା ଲାଗେ ସେ ତାଙ୍କର ଜୀବନ ଭଲରେ ବଞ୍ଚୁଛନ୍ତି

About odisha news

Check Also

ଫୁଣି ମାଡି ଆସୁଛି ଭୟଙ୍କର Batya ୫ତାରିଖରୁ ପ୍ରବଳ ବର୍ଷା ସହ ବଜ୍ରପାତର ସମ୍ଭାବନା, Panipaga ବିଭାଗ ଦେଲା ସୂଚନା ଏହି ସବୁ ଜିଲ୍ଲା କୁ ପ୍ରବଳ ଛେଚିବ…

ଏବେ ଏବେ ପାଣିପହା ବିବାହାଗ ପକ୍ଷରୁ ଲଘୁଚାପ କୁ ନେଇ ଆସିଲା ଫୁଣି ବଡ଼ ସୂଚନା ଆସୁଛି ଆଉ ଏକ …

Leave a Reply

Your email address will not be published.