Breaking News

ଦୁଃଖ ଖବର ପୁଣି ଆଜି ମୃତ୍ୟୁ ବରଣ କଲେ ଓଡିଆ ଚଳଚିତ୍ର ର ଏହି ଅଭିନେତା

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ୨୦୨୦ ରେ ଆମେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ବହୁ କଳାକାର ମାନେ ଆମକୁ ଛାଡି ଏଇ ଦୁନିଆ ଛାଡି ଚାଲି ଯାଇଛନ୍ତି ।ଠିକ୍ ସେମିତି ୨୦୨୧ ରେ ଓଡ଼ିଆ ଇଣ୍ଡଷ୍ଟ୍ରି ପାଇଁ ଏକ ବଡ଼ ଖବର । ହଁ ବନ୍ଧୁ ଆଉ ଏଇ ଦୁନିଆ ରେ ନାହାଁନ୍ତି ଆଉ ଅର୍ଚାନକ ଦୁଃଖ ର ଖବର ଉଳୀଉଡ୍ ଇଣ୍ଡଷ୍ଟ୍ରି ପାଇଁ । ସେ ଅଭିନେତା ଜଣ କ କିଏ ଆମେ ନିଶ୍ଚୟ ଜଣାଇବୁ । ହଁ ବନ୍ଧୁ ଓଡ଼ିଆ ଇଣ୍ଡଷ୍ଟ୍ରି ର ବଡ଼ ଅଭିନେତା ଦୀପ୍ତିରଞ୍ଜନ୍ ମହାନ୍ତି ଙ୍କ ପରଲୋକ । ମାତ୍ର ୫୧ ବୟସ ରେ ଦିପ୍ତିରଞ୍ଜନ୍ ମହାନ୍ତି ଙ୍କ ମୃତ୍ୟୁ ଘଟିଛି । ଅର୍ଚନାକ ହୃଦଗାତ୍ ହେବାରୁ ଦୀପ୍ତିରଞ୍ଜନ ମହାନ୍ତି ଓଡ଼ିଆ ଇଣ୍ଡଷ୍ଟ୍ରି ଛାଡ଼ି ଚାଲିଯାଇଛନ୍ତି ।

ହଁ ବନ୍ଧୁ ଗତ କାଲି ଦିପ୍ତିରଞ୍ଜନ ଙ୍କ ଅର୍ଚ୍ଚନକ ହୃଦଘାତ ହବା ରୁ ତାଙ୍କୁ ମେଡିକାଲ୍ ନେଇଥିଲେ ପରିବାର ଲୋକ କିନ୍ତୁ ମେଡିକାଲ୍ ରେ ତାଙ୍କର ମୃତ୍ୟୁ ଘଟିଛି । ସେ କବୁଲା ଭାଇ ନା ରେ ସେ ଅନେକ ଧାରାବାହିକ ଓ ଚଳଚ୍ଚିତ୍ର ରେ ଅଭିନୟ କରି ଦର୍ଶକ ଙ୍କ ଛାତି ରେ ଜାଗା କରିଥିଲେ ଦୀପ୍ତୀରଞ୍ଜନ୍ ।

ଏହା ସହିତ ସେ ଅନେକ ଚଳଚ୍ଚିତ୍ର ରେ ସେ ତାଙ୍କ ଭଏସ ଦେଇଛନ୍ତି ।କ କଥା କହିଲେ ସରିବ ନାହିଁ, ଦୁହିତା, ବିକ୍ରମ ବେତାଳ , ସାହାନାଇ ରେ ଅଭିନୟ କରିଛନ୍ତି । ସେ କଟକ ରେ ରହିଥିଲେ । ତାଙ୍କର ଅନ୍ତିମ କାର୍ଯ୍ୟ ପୁରୀ ସ୍ବର୍ଗ ଦ୍ବାର ରେ ସମ୍ପୂର୍ଣ ହୋଇଛି । ହଁ ବନ୍ଧୁ ଆମେ ପୁଣି ଥରେ କହି ରଖୁଛୁ ଯେ ଓଡ଼ିଆ ଇଣ୍ଡଷ୍ଟ୍ରି ର ଜଣେ ବଡ଼ ଅଭିନେତା ଦୀପ୍ତି ରଞ୍ଜନ ମହାନ୍ତି ଙ୍କ ଅର୍ଚ୍ଚନାକ ହୃଦଗାତ୍ ରେ ୫୧ ବୟସ ରେ ମୃତ୍ୟୁ ବରଣ କରିଛନ୍ତି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

LIC କୁ ନେଇ ଆସିଲା ବହୁତ ବଡ଼ ଖୁସି ଖବର, LIC ରେ କରନ୍ତୁ ଏହି କାମ ମାସକୁ ମାସ ଆପଣ ପାଇ ପାରିବେ Pension ୧୨ ଟଙ୍କା….ଦେଖନ୍ତୁ କେମିକି କରିବେ ଏହି LIC !

LIC କୁ ନେଇ ଆସିଛି କିଛି ନୂଆ Pension ପ୍ଲାନ ଯେଉଁଥିରେ ଆପଣଙ୍କୁ ମାତ୍ର ଠାରେ ପଇସା ଜମା କଲେ …

Leave a Reply

Your email address will not be published.