ଗୌତମ ବୁଦ୍ଧ ଓ ତାଙ୍କ ଶିଷ୍ୟ ଗୋଟେ ଜଙ୍ଗଲ ଦେଇ ଯାଉଥିଲେ ବହୁତ ସମୟ ଧରି ଜଙ୍ଗଲ ଚାଳିବ ପରେ ବୁଦ୍ଧ ଓ ତାଙ୍କ ସମସ୍ତ ଶିଷ୍ୟ କିନ୍ତୁ ବିଶାର କାୟା ଗଛ ତଳେ ବସି ଆରମ୍ଭ କରୁଥିଲେ ସେହି ଗଛ ତଳେ ଏକ ଅଲଗା ପ୍ରକାରର ଶାନ୍ତି ଥିଲା ସମସ୍ତ ଲୋକ ସେହି ଶାନ୍ତି କୁ ଅନୁତାପ କରୁଥିଲେ କେହି ହେଲ ଗୋଟେ ଶବ୍ଦ କହୁନଥିଲେ ସମସ୍ତେ ଚୁପୁ ଚାପି ସେହି ଶାନ୍ତି କୁ ଅନୁଭବ କରୁଥିଲେ କିଛି ସମୟ ବିତି ଯିବାପରେ ଗୌତମ ବୁଦ୍ଧଙ୍କ ଜଣେ ଶିଷ୍ୟ ଉଠିଲା ଏବଂ ବୁଦ୍ଧ ଙ୍କୁ କହିଲା ଭଗବାନ ମୁଁ ଆପଣଙ୍କୁ ଏକ ପ୍ରଶ୍ନ ପଚାରିବାକୁ ଚାହୁଁଚି ବୁଦ୍ଧ କହିଲେ ପଚାର ତମର କଣ ପ୍ରଶ୍ନ ଅଛି ସେ ବୁଦ୍ଧଙ୍କୁ ପଚାରିଲା ଭଗବାନ ମୁଁ କେବେବି ଆପଣଙ୍କୁ ଦୁଖୀ ଦେଖି ନାହିଁ ଆପଣଙ୍କ ଚେହେରା ରେ ସଦା ସର୍ବଦା ଏକ ଅଲଗା ପ୍ରକାରର ଖୁସି ରହିଥାଏ ଯାହା ଆମ ଅନ୍ତରରୁ ଅନାଦ ସହ ଭାରି ଦେଇ ଥାଏ |
ଦୁଃଖ କଣ ଅଟେ ଏହା କିପରି ସୃଷ୍ଟି ହୋଇଥାଏ କଣ ଆପଣ ମତେ ଏହି ବିଷୟରେ ଜଣାଇ ପାରିବେ ବାସ୍ତବରେ ଦୁଃଖ କଣ ଅଟେ ବୁଦ୍ଧ ହସିଦେଲେ ଏବଂ ସେହି ଶିଷ୍ୟ ଙ୍କୁ କହିଲେ ଦୁଃଖ ଏକ ବିଚାରରୁ ଓ ଏହା ଅଧିକ କିଛି ନୁହେଁ ସମସ୍ତ ଶିଷ୍ୟ ଚମକି ପଡିଲେ ଏବଂ ବୁଦ୍ଧଙ୍କୁ ପଚାରିଲେ କିନ୍ତୁ ବିଚାର ଆସିଥାଏ ଏବଂ ଏହା ମଧ୍ୟ ଚାଲି ଯାଇଥାଏ କିନ୍ତୁ ଠାରେ ଦୁଃଖ ଆସିଥାଏ ଯିବାର ନାମ ମଧ୍ୟ ନେଇନଥାଏ | ବୁଦ୍ଧ କହିଲେ ମୁଁ ଏକ କାହାଣୀ ଦ୍ୱାରା ବୁଝାଇବାକୁ ବାକୁ ଚେଷ୍ଟା କରୁ ଅଛି |
କାହାଣୀ ହେଉଛି ଜଣେ ଧନୀ ଲୋକ ଥିଲା ତା ସହି ଜଣେ ବହୁତ ବିଶ୍ୱସୀ ଚାକର ରହୁଥିଲା ସେ ଚାକରକୁ ବହୁତ ବିଶ୍ବସ କରୁଥିଲା ସେହି ଧନୀ ଲୋକ ଚାକରକୁ କୌଣସି କଥାରେ ସନ୍ଦେହେ କରୁନଥିଲା କାରଣ ତାର ଚାକର ବହୁତ ସରଳ ଓ ବିଶ୍ୱସୀ ଥିଲା | ସେହି ଧନୀ ଲୋକ କୌଣସି କାମ ପାଇଁ ବାହାରକୁ ଯିବା ପାଇଁ ପଡିଲା ଦୁଇ ତିନି ଦିନ ପରେ ଯେତେବେଳେ ସେ ଫେରିଲା ସେ ଏକ ଅମୁଲ୍ୟ ଗୋଟେ ମୂର୍ତି କୁ ନେଇକୁ ଫେରିଲା ସେ ସେହି ମୂର୍ତ୍ତିକୁ କୋଠରୀରେ ସଜାଇ ରଖିଲା ଏବଂ ଚାକରକୁ କହିଲା ତୁମେ ଖାସ ଭାବରେ ଦେଖା ସୁନା କରିବ ଯେମିତି ସେ ଭାଙ୍ଗିବା ନେହିଁ ଏହି ମୂର୍ତି ମତେ ବହୁତ ପ୍ରିୟ ଅଟେ
ମାଲିକ କହିଲା ଏହା ମତେ ଭାରି ଦୁଃଖ ଲାଗୁଚି ତମ ହାତରୁ ଯେଉଁ ମୂର୍ତିଟି ପଡି ଭାଙ୍ଗି ଗଲା ତାହା ମୁ ତୁମ ପାଇଁ ଆଣିଥିଲି ଚାହୁଁ ଥିଲି ମୁ ତମକୁ ଉପହାର ଦେବୀ ବୋଲି ଏବେ କଣ କରାଯାଇ ପାରିବ ବର୍ତମାନ ସେହି ମୂର୍ତି ଭାଙ୍ଗି ସାରିଛି ସେହି କଥା ଶୁଣି ଚାକରକୁ ବହୁତ ଖରାପ ଲାଗିଲା ଚକର ଚିନ୍ତା କଲା ଆରେ ଏତ ବଡ଼ ଭୁଲୁ ହୋଇଗଲା ତାହା କେତେ ଅମୁଲ୍ୟ ଓ ସୁନ୍ଦର ନୁରଟି ମୋ ପାଇଁ ଥିଲା ତାହା ମୋ ପାଇଁ ଭାଙ୍ଗି ଗଲା ଚାକର ମନରେ ଅସ୍ଥିରତା ସୃଷ୍ଟି ହେଲା ଯେତେ ବେଳେ ରାତି ହେଲା ସେତେବେଳ ସେ ଆରାମରେ ଶୋଇଲା ଏବଂ ସେହି ଚକର ଦୁଖୀ ରହିଲା ଏବଂ ତାକୁ ରାଶି ସାରା ନିଦ ଆସିଲା ନାହିଁ କାରଣ ସେହି ଚାକର ସେହି ମାଲିକର ମୂର୍ତି କୁ କିନ୍ତୁ ସାଇତି ରଖିଥିଲା ତେଣୁ ସେ ଦୁଖୀ ହୋଇ ଗଲା ଜୀବନରେ ଆଗକୁ ବଢୀକୁ ପଡିବ ପଛ କଥା ଭୁଲି
Check Also
ଆଉ ରହିଲା ମାତ୍ର କିଛି ସମୟ ତାପରେ ବଦଳିବ 5ଟି ରାଶିର ଭାଗ୍ୟ, ସ୍ୱୟଂ ମା ଲକ୍ଷ୍ମୀ ଆସିବେ ଆପଣଙ୍କ ଦୁଆର ମୁହଁକୁ ଦେଖିବେ…
ଦର୍ଶକବନ୍ଧୁ ଗ୍ରହ ମାନଙ୍କର ହେବାକୁ ଯାଉଛି ଏକ ବଡ଼ ଧରଣର ପରିବର୍ତ୍ତନ ଯାହା ଦ୍ଵାରା ରାଶି ଚକ୍ର ରେ ଥିବା …