ହଁ ବନ୍ଧୁ ଆଜି ଆମେ ଜାଣିବା ଅର୍ଚ୍ଚିତା ସାହୁ ଓ ଅର୍ପିତା ସାହୁ ଛୋଟ ବେଳେ କେମିତି ଲାଗୁଥିଲେ । ତାହାଲେ ଆସନ୍ତୁ ଜାଣିବା ଏହି ବିଷୟ ରେ ଆମର ଏହି ପେଜ ମାଧ୍ୟମରେ ।ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଅଲିଉଡ୍ ଇଣ୍ଡଷ୍ଟ୍ରି ର ଚୁଲ୍ ବୁଲି ନାୟିକା ଅର୍ଚ୍ଚିତା । ଆପଣ ମାନେ ତାଙ୍କର ଅନେକ ଫିଲ୍ମ୍ ରେ ଜବରଦସ୍ତ ଅଭିନୟ କରିଥିବା ର ଦେଖିଥିବେ।
ହଁ ବନ୍ଧୁ ଗଣ ଆପଣ ଙ୍କ ପ୍ରିୟ ଅର୍ଚ୍ଚିତା ଜନ୍ମ ହେଇଥଲେ ୧୯୯0 ମସିହା ଜୁନ୨୯ରେ ଭୁବନେଶ୍ୱର ର ଏକ ମିଡିଲ୍ କ୍ଲାସ୍ ଫାମିଲି ରେ ବର୍ତ୍ତମାନ ତାଙ୍କ ବୟସ ହେଉଛି ୩୦ ବର୍ଷ । ଦୁଃଖ ର କଥା ଯେ ପିଲା ଦିନୁ ତାଙ୍କ ବାପା ନାହାନ୍ତି ସେ ଛୋଟ ବେଳୁ ତାଙ୍କ ମା,ଭଉଣୀ ସହିତ ଭୁବନେଶ୍ୱର ରେ ଏହି ଆସୁଛନ୍ତି । ଅର୍ଚ୍ଚିତା ତାଙ୍କର ସ୍କୁଲ ପାଠପଢ଼ା ଡି ଏମ୍ ସ୍କୁଲ ଶେଷ କରିଥିଲେ ଏବଂ କୀଟ ରେ +୩ ରେ ବି. ଟେକ୍ ସମ୍ପୂର୍ଣ କରିଛନ୍ତି । ଆପଣ ମାନେ ଜାଣିଛନ୍ତି କି ଅର୍ଚ୍ଚିତା ହେଉଛନ୍ତି ଜଣେ ଭଲ ଓଡିଶୀ ଡ଼ାନ୍ସର୍ ସେ ଛଅ ବର୍ଷ ବୟସ ରେ ଓଡ଼ିଶୀ ନୃତ୍ୟ କରିବାକୁ ଆରମ୍ଭ କରି ଥିଲେ ।
ଅର୍ଚ୍ଚିତା ଛୋଟ ବେଳୁ ଅଭିନୟ କରିବାକୁ ବହୁତ୍ ପଶନ୍ଦ କରୁଥିଲେ ଏବଂ ସେ ଓଡ଼ିଆ ଚଳଚ୍ଚିତ୍ର ୨୦୦୫ ରେ ପାଦ ଦେଇଥିଲେ । ଅର୍ଚ୍ଚିତା ଙ୍କ ପ୍ରଥମ ଫିଲ୍ମ୍ ଥିଲା ଓଃ ମାଇଁ ଲଭ୍ ଏହି ଫିଲ୍ମ୍ ରେ ଜବରଦସ୍ତ ଅଭିନୟ ଲୋକ ମାନେ ପସନ୍ଦ କରୁଥିଲେ ଏହି ଫିଲ୍ମ୍ ଟି ମଧ୍ୟ ସୁପର ହିଟ୍ ହୋଇଥିଲା ଏବଂ ସେ ଲୋକ ପ୍ରିୟ ହୋଇ ପାରିଥିଲେ । ୨୦୧୩ରେ କୋଲକାତା ରେ ମିସ୍ ଇଣ୍ଡିଆ ର ଫାଷ୍ଟ ରଣରଥିଲେ ଏବଂ ସେଥି ସେ ପାଇଥିଲେ ବେଷ୍ଟ ଟ୍ୟାଲେଣ୍ଟ ଅବ ବେଷ୍ଟ୍ ହେୟାର ଷ୍ଟାଇଲିସ୍ ର ଆୱାର୍ଡ଼ । ଅର୍ଚ୍ଚିତା ଅନେକ ଫିଲ୍ମ୍ କରିଛନ୍ତି। ଏବଂ ସେ ସବ୍ୟ ସଚ୍ଚି ଙ୍କ ସହ ବହୁ ଫିଲ୍ମ୍ କରିଛନ୍ତି ଯେମିତି କି କେଉଁ ଦୁନିଆରୁ ଆସିଲ ବନ୍ଧୁ, ସ୍ମାଇଲ ପ୍ଲିଜ୍ ପରି ସୁପର ଫିଲ୍ମ ଆଉ ଏହି ଦୁଇ ଜଣ ଙ୍କୁ ପସନ୍ଦ କରିଥାନ୍ତି ଲୋକ ମାନେ ।
ସେ ଆମ ମାନ ଙ୍କୁ ଅନେକ ହିଟ୍ ଫିଲ୍ମ୍ ଦର୍ଶକ ଙ୍କ ମାନ ଙ୍କୁ ଦେଇ ଚାଲିଛନ୍ତି । ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଅର୍ଚ୍ଚିତା ଙ୍କ ର ଏକ ପୁରୁଣା ଫଟୋ ବେଶ୍ ଚର୍ଚ୍ଚା ର ବିଷୟ ପାଲଟିଛି । ହଁ ବନ୍ଧୁ ଯେଉଁ ଫଟୋ ଟି ତାଙ୍କର ବହୁତ୍ ପୁରୁଣା ଦିନ ର ଏହି ଫଟୋ ରେ ଅର୍ଚ୍ଚିତା ଓ ତାଙ୍କ ଭଉଣୀ ଅର୍ପିତା ଅଛନ୍ତି । ଅର୍ଚ୍ଚିତା ଏହି ଫଟୋ ଟି ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ସେୟାର କରିଛନ୍ତି ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ