Breaking News

ଦୁନିଆର ସବୁଠୁ ଦାମୀ ଅଣ୍ଡା ( Egg ), ଏହି ଅଣ୍ଡାର ଦାମ ବିଷୟରେ ଜାଣିକି ଆପଣ ବି ମୁଣ୍ଡରେ ହାତ ଦେବେ…ଦେଖନ୍ତୁ କେତେ

ଦୁନିଆର ସବୁଠାରୁ ମହଙ୍ଗା ଅଣ୍ଡା ଆସନ୍ତୁ ଜାଣିବା ଏହାର ଦାମ୍ ପ୍ରୋଟିନ ଉତ୍ସ ହେଉଛି ଅଣ୍ଡା ସେଥି ପାଇଁ ଲୋକେ ଅଣ୍ଡା କୁ ପସନ୍ଦ କରନ୍ତି ଏହାକୁ ସମସ୍ତେ ପ୍ରୋଟିନ ଭାବରେ ଗ୍ରହଣ କରିଥାନ୍ତି ଦେଶୀ ଅଣ୍ଡା କୁ ଲୋକେ ପସନ୍ଦ କରୁଥିବା ବେଳେ ଏହା ର ସାଧାରଣ ମୂଲ୍ୟ ଠାରୁ ଟିକେ ଅଧିକ ହୋଇଥାଏ ।

ଏହା କୁ ମଧ୍ୟ ଅଧିକ ପସନ୍ଦ କରିଥାଆନ୍ତି ତେବେ ଅଣ୍ଡାର ମୂଲ୍ୟ 6ରୁ7ଟଙ୍କା ଥିଲା ବେଳେ ଯଦି ଅଣ୍ଡା ର ମୂଲ୍ୟ 50,000ହୁଏ ତେବେ ଆପଣ ଏହି ଅଣ୍ଡାକୁ ଖାଇବେ ଏବେ ଏତେ ଟଙ୍କାର ବିକ୍ରୀ ହୋଇଥିବା ଅଣ୍ଡାର ଉପରେ ବିସ୍ତାର କରିବା ରିପୋର୍ଟ ଅନୁଯାଇ ବ୍ରିଟେନ ରେ ରହୁଥିବା ଏକ ପରିବାର ବିଗତ 20000 ବର୍ଷ ହେଲା ରେଲୁ ହୋଇଥିବା କୁକୁଡ଼ା ଙ୍କୁ ପାଳିଛନ୍ତି ।

ଏଗୁଡ଼ିକ ମଧ୍ୟ ରୁ ଏକ କୁକୁଡ଼ାର ଅଣ୍ଡାକୁ ଦେଖିଲେ ପରିବାର ମାନେ ଆଶ୍ଚଯ୍ୟ ହେଇଯାଉଥିଲେ ଯେଉଁ କୁକୁଡ଼ା ଟି ଅଣ୍ଡା ଦେଉ ଥିଲା ତାହାର ନାମ ଥିଲା ସ୍ପିନ୍ନ ମାଲିକାଣୀ ଏନାବିଲ ଙ୍କର ଛୋଟିଆ ଝିଅ ନାମଥିଲା ତ ନାମ ଅନୁସାରେ କୁକୁଡ଼ା ଟିର ନାମ ଦେଇଥିଲେ ଅଣ୍ଡା ଟି ଆକାର ରେ ଗୋଲ ଥିଲେ ବି ଏହା ଗୁଗଲ ରେ ଅନୁସରଣରେ ଏହା ଦୁର୍ଲ୍ଲଭ ଅଣ୍ଡା ବୋଲି ଜଣା ପଡ଼ିଛି ।

ସବୁ ଅଣ୍ଡା ମଧ୍ୟ ରୁ ଏକ ଅଣ୍ଡା ଏପରି ହୋଇ ଥାଏ ଏହା ଏତେ ଗୋଲ ଯେ ମାର୍ବଲ ପରି ଗଡ଼ି ଯାଇ ପାରେ। ଏନବିଲ ଏହି ଅଣ୍ଡା କୁ ବିକ୍ରୀ କରିବାକୁ ଚାହୁଁଛନ୍ତି ବର୍ତ୍ତମାନ ଏନାବିଲ୍ ଏକ କମର୍ସ ୱେବ୍ ସାଇଟ୍ ରେ ଏକ ସୂଚନା ରେ ସାମିଲ କରିଛନ୍ତି ।

ଏହା ପୂର୍ବରୁ ଅଷ୍ଟ୍ରେଲିଆ କୁଇନ୍ସ ଲାଣ୍ଡ ସ୍ଥିତ ଷ୍ଟକ୍ ଫର୍ମ ହାଉସ ତିନି ଗୁଣ ବିଶାଳ ଅଣ୍ଡା ମିଳି ଥିଲା ଯାହାର ଓଜନ ଥିଲା175 ଗ୍ରାମ ଥିଲା ସାଧାରଣ ଏକ ଅଣ୍ଡା ର 78 ଗ୍ରାମ ହୋଇଥାଏ ଏହା କୁ ନେଇ ଆପଣ ମାନଙ୍କର କଣ ମତା ମତ କଣ ।

About odisha news

Check Also

Jhiari କୁ ନେଇ ଫେରାର ହୋଇଗଲା Mousa, ସ୍ତ୍ରୀ ଯାଇ ପହଁଚିଲା ଥାନା, ତାପରେ ଘଟିଲା କିଛି ଏପରି ଯାହା କେହି ବି ବିଶ୍ୱାସ କରିନଥିଲେ…

10 ବର୍ଷ ତଳେ କରିଥିଲେ ପ୍ରେମ ବିବାହ ଏବେ ସ୍ତ୍ରୀ କୁ ଛାଡି ସୁନ୍ଦରୀ ଝିଆରୀ ସହ ମଉସା ଫେରାର …

Leave a Reply

Your email address will not be published.