Breaking News

ଦୁଇ ଝିଅ କନେଷ୍ଟବଳ ହେଲେ ହଟହଟା Duty ସମୟରେ ପୁରୁଷ କନେଷ୍ଟବଳ ସହ ମିଶି କରୁଥିଲେ, ଏପରି କାମ ଚାକିରୀ ରୁ ହେଲେ ସସପେଣ୍ଡା !

ସୋସିଆଲ ମିଡିଆରେ ଭିଡ଼ିଓ କରିବା ପଡିଲା ମାହାଙ୍ଗା ଦୁଇ ପୁରୁଷ ଓ କନେଷ୍ଟବଳ ମିଶି ଥିଲେ ସାମିଲୀ ଶେଷରେ ଗୋଟେ ଦିନ ପରେ ହେଲେ ସତ୍ସବେଣ୍ଟ ହିରୋ ତୁ ମେରା ହିରୋ ଗୀତାରେ ମହିଳା କନେଷ୍ଟବଳ ଓ ଦୁଇ ପୁରୁଷ କନେଷ୍ଟବଳ ସହ ଭିଡ଼ିଓ ଶେଷ ରେ ମିଳିଲା ଏମିତି ଦଣ୍ଡ ସୋସିଆଲ ମିଡିଆରେ ଏକ ଭିଡ଼ିଓ ଭାଇରଲ ହେବାରେ ଲାଗିଛି ଭିଡ଼ିଓରେ ଜଣେ ମହିଳା କନେଷ୍ଟବଳ ନିଜର ଦୁଇ ସାଥି ଙ୍କ ସହ ଫିଲ୍ମ NO 1 ରେ ଗୀତର ହିରୋ ତୁ ମେରା ହିରୋ ଗୀତାରେ ଭିଡ଼ିଓ ସୁତିଙ୍ଗି କରିଥିଲେ |

ଏହାଗୀ ଭିଡ଼ିଓ ସେହି ସମୟରେ କରାଯାଉଥିଲା ତେବେ ମହିଳା ସିପାହୀ ଜଣଙ୍କ on ଡିଉଟି ରେ ଥିଲେ ମହିଳା ଜଣଙ୍କ ଭିଡ଼ିଓ କରୁଥିବା ସମୟରେ ପୋଲିସ ଡ୍ରେସ ରେ ବସି ଫିଲ୍ମ ଗୀତାରେ ମାତି ଯାଇଥିଲେ ଉକ୍ତ ଭିଡ଼ିଓରେ ଦୁଇ ପୁରୁଷ କନେଷ୍ଟବଳ ମଧ୍ୟ ନଜର ଆସୁଛନ୍ତି ଭିଡ଼ିଓ ବହିରଲା ହେବ ପରେ ପୋଲିସ ବିଭାଗ ଅଡୁଆରେ ପଡି ଯାଇଥିଲେ | ଏବଂ ଡିଉଟି ସମୟରେ ଭିଡ଼ିଓ କରିବା ମହିଳା କନେଷ୍ଟବଳ ଓ ଭିଡ଼ିଓରେ ନଜର ଆସୁଥିବା ଆଉ ଦୁହିଁ ପୁରୁଷ କନେଷ୍ଟବଳ ଙ୍କୁ ଚାକିରିରୁ ବାହାରିସୁକ୍ତ କରି ଦିଆଯାଇଛି |

ବିଡ଼ିଓଟାଇ ଫେଇବୁଆରି ମାସ ବୋଲି କୁହ ଯାଉଅଛି ମାମଲାଟି ହେଉଛି UP ହ୍ରଦ ଜିଲ୍ଲାର ଏଠାରେ ଏହି ଭିଡ଼ିଓ ତିଆରି ହେଲ୍ପ ଡ୍ରେସ ରେ ବସିଥିବା ଜଣେ ମହିଳା କନେଷ୍ଟବଳ ଫିଲ୍ମ ଗୀତାରେ ଝୁମିଥିଲେ ସୂଚନା ଅନୁସାରେ ଭିଡ଼ିଓ କରି ଭାଇରଲ କରିଥିବା ମହିଳା ସିପାହୀଙ୍କ ନାମ ହେଉଛି ବସୁଧା ମିଶ୍ର | ବସୁଧା ଙ୍କର ଦେଢ଼ ବର୍ଷ ପୂର୍ବେ ପୋଷ୍ଟିଙ୍ଗି ହୋଇଥିଲା ଏହି ମହିଳା ପୋଲିସ କର୍ମୀ ଏହି ସମୟରେ ଚର୍ଚ୍ଚାକୁ ଆସିଥିଲେ |

ଯେବେ କନେଷ୍ଟବଳ ଙ୍କର ଏହି ଭିଡ଼ିଓ ସୋସିଆଲ ମିଡିଆରେ ଆସିଗଲା ମହିଳା ସିପାହୀ ଏହି ଭିଡ଼ିଓରେ ପୁରୁଷ କନେଷ୍ଟବଳ ଙ୍କ ସହିତ ହିରୋ ତୁ ମେରା ହିରୋ ଗୀତାରେ ଭିଡ଼ିଓ କରୁଥିବା ଦେଖିବାକୁ ମିଳୁଛି ଏହି କାରଣରୁ ପୂର୍ବରୁ ପ୍ରିୟାଙ୍କ ମିଶ୍ର ବି ସେ up ର ଯିଏକି ସତ୍ସବେଣ୍ଟ ହୋଇ ସାରିଲେଣି ତ ନିଜର ମନରଞ୍ଜନ ପାଇଁ ଭିଡ଼ିଓ କରିବା କୌଣସି ଭୁଲୁ କଥା ନୁହେଁ କିନ୍ତୁ ଡିଉଟି ରେ ଥିଲା ବେଳେ ଆଉ ନିଜର ୟୁନିଫର୍ମ ଥିଲା ବେଳେ ଏହି ଭଳି ଭିଡ଼ିଓ କରି ସୋସିଆଲ ମିଡିଆରେ ଭାଇରଲ କରିବା କେତେ ବଡ଼ ଖେତୀ କାରକ ତାହା ବର୍ତମାନ ଆପଣ ମାନେ ଜାଣି ପାରୁଥିବେ |

About odisha news

Check Also

ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !

କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …

Leave a Reply

Your email address will not be published.