ତାରାତାରିଣୀ ମନ୍ଦିର ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଅବସ୍ତିତ ହିନ୍ଦୁ ଧର୍ମର ଶକ୍ତି ସୋରୁପେଣି ଦେବୀ ତାରିଣୀଙ୍କର ଶକ୍ତିପୀଠ ଅଟେ ଆମ ଦେଶରେ ଥିବା ବିଭିନ୍ନ 51 ଟି ପ୍ରତି ପିଠ ମଧ୍ୟରେ ଏହା ଅନ୍ୟ ତମ ଅଟେ ଏହି ଶକ୍ତି ପୀଠରେ ତାରା ଓ ତାରିଣୀ ରୂପରେ ଦୁଇ ଭଉଣୀ ପୂଜା ପାଉଥାନ୍ତି ଏହି ପୀଠର ମହିମା ଯୋଗଁ ବେଶେ ପ୍ରସିଦ୍ଧ ଲାଭ କରିଛି ଓଡ଼ିଶାରେ ଥିବା ବିଭିନ୍ନ ଶକ୍ତି ପୀଠ ମଧ୍ୟରେ ମା ତାରିଣୀଙ୍କ ପୀଠରେ କେତେକ ପ୍ରଥା ରହିଛି ଏହି ପୀଠ ବୌଦ୍ଧ ବୈଷ୍ଣବ ତନ୍ତ୍ର ଶକ୍ତି ପୀଠ ଭାବରେ ପ୍ରସିଦ୍ଧ ଲାଭ କରିଛି | ଗଣ୍ଯମ ଆଠଗଡ ଅନ୍ତଗତ ବୀର ଜଗନାଥ ଶାସ୍ତ୍ରରେ କୁମାରୀ ନାମକ ଛୋଟ ଗାଁ ରେ ଏକ ମଧ୍ୟବିତ୍ତ ପରିବାର ଗୋଟେ ଘରେ ମହା ଜ୍ଞାନୀ ତାନ୍ତ୍ରିକ ରହୁଥିଲେ |
ମହାଦାନୀ ହୋଇଥିବା ସତେ ଦୁଇଟି ସନ୍ତାନ ଦେଇଥିଲେ ସେ ଦୁଇଟି କନ୍ୟା ସନ୍ତାନ ଆଣି ଲାଳନ ପାଳନ କରିଥିଲେ ସେ ଦୁଇ ରୁପସୀ କନ୍ୟାଙ୍କ ଲାଳନ ପାଳନ ରେ ପ୍ରହରାଜେ କୌଣସି ଅବହେଳା କରିନଥିଲେ ଦିନେ ସେହି ଦୁଇ ଝିଅ ହଟାତ ସମସ୍ତ ଅଜ୍ଞନ୍ତ ସାରରେ ଗୃହ ତ୍ୟାଗ କଲେ ଏବଂ ବାଟରେ କୌଣସି କାଚରା ଠାରୁ ଚୁଡ଼ି ପିନ୍ଧିଥିଲେ ଏବଂ ବସୁ ପ୍ରହରାଜେ ଠାରୁ ପ୍ରାପ୍ତ ନେଇଯିବା ଠାରୁ ପାଇଁ କହୁଥିଲେ |
ପ୍ରହରାଜେ ବହୁତ ଖୋଜା ଖୋଜି କଲେ ମଧ୍ୟ ନିରାଶ ହେବାକୁ ପଡିଥିଲା କିଛି ଦିନ ପରେ ସ୍ୱପ୍ନରେ ଦେବୀ ବୈଷ୍ଣବୀ ବନାନା କରିଥିଲେ ପ୍ରହରାଜକୁ ସ୍ୱପ୍ନ ଦୋଷ ହେବାରୁ ସେ ଦୁଇ ଭଉଣୀଙ୍କର ପୁର୍ଣ ଗିରି ପର୍ବତ ଉପରେ ଅବସ୍ଥାପନ କରୁଛନ୍ତି | ସେଦିନ ରାତି ଶେଷ ପ୍ରହରେ ଶଯ୍ୟା ତ୍ୟାଗ କରି କାହାରି ନକହି ପ୍ରହରାଜ ପାହାଡ ଉପରେ ପହଞ୍ଚିଲେ ଦେଖିଲେ ପର୍ବତ ଉପରେ ଦୁଇଟି ସିଲା ପର୍ବତ ଉପରେ ଅବସ୍ଥାନ କରୁଛି ବସୁ ମହରାଜେ ମାଙ୍କ ମହିମା ଜାଣିବା ପରେ ଦୁଇଟି ବିଘ୍ର ପ୍ରତିଷ୍ଠା କରି ତନ୍ତ୍ର ସାଧନା ଦ୍ୱାରା ସେଥିରେ ପ୍ରାଣ ପ୍ରତିଷ୍ଠା କରିଥିଲେ |
ଏହା ପରେ ଅକ୍ଷୟତୃତୀୟା ଦିନ ମଦିର ପ୍ରତିଷ୍ଠା ହୋଇ ଶୁଭ ଆରମ୍ଭ ହୋଇଥିଲା ସେହି ବିନତି ଅଧୀନରେ ତାରା ଏବଂ ତାରିଣୀ ନାମରେ ବୀକ୍ଷତ ପୁରାଣ ଓ ତନ୍ତ୍ର ଶାସ୍ତ୍ର ମତରେ ପୂର୍ଣ୍ଣଗିରି ପର୍ବତ ପ୍ରଚୀନ କାଳରୁ ଏକ ତନ୍ତ୍ର ପୀଠ ଥିଲା ସବୁଜ ବର୍ଣ୍ଣ ଭିତରେ ଜନ ଶୂନ୍ୟ ସ୍ଥାନଟି ତନ୍ତ୍ର ସାଧନା ପାଇଁ ପ୍ରକୃତ ସ୍ଥାନ ହୋଇଥିବା ଦୁଷ୍ଟିରୁ ଏହାକୁ ତନ୍ତ୍ର ସାଧନା ର ପିଠ ଥିଲା ବୋଲି ପ୍ରମାଣିତ ହୋଇଛି |
Check Also
ଆଉ ରହିଲା ମାତ୍ର କିଛି ସମୟ ତାପରେ ବଦଳିବ 5ଟି ରାଶିର ଭାଗ୍ୟ, ସ୍ୱୟଂ ମା ଲକ୍ଷ୍ମୀ ଆସିବେ ଆପଣଙ୍କ ଦୁଆର ମୁହଁକୁ ଦେଖିବେ…
ଦର୍ଶକବନ୍ଧୁ ଗ୍ରହ ମାନଙ୍କର ହେବାକୁ ଯାଉଛି ଏକ ବଡ଼ ଧରଣର ପରିବର୍ତ୍ତନ ଯାହା ଦ୍ଵାରା ରାଶି ଚକ୍ର ରେ ଥିବା …