Breaking News

ଦୁବେଇ ଯିବା ପରଠାରୁ ଅର୍ଚ୍ଚିତାଙ୍କୁ ଛାଡି ଏଲିନା ଙ୍କ ସହ ସମୟ ବିତାଉଛନ୍ତି ସବ୍ୟସାଚୀ, ଏହାକୁ ଦେଖି Archita ଙ୍କ ପ୍ରତିକ୍ରିୟା କଣ ଦେଖନ୍ତୁ….

ନମସ୍କାର ବନ୍ଧୁଗଣ ଆପଣ ମାନେ ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କ ଯୋଡିକୁ ବେଶେ ଭଲ ଭାବରେ ଜାଣିଥିବେ ତେବେ ବର୍ତମାନେ ସବ୍ୟସାଚୀ ଅର୍ଚ୍ଚିତା କୁ ଛାଡି ଏଲିନାଙ୍କ ସହିତ ଅଧିକାଂଶ ସମୟ ବିତାଉଥିବାର ନଜର ଆସିଛନ୍ତି ଯାହାର ଫୋଟ ଓ ଭିଡ଼ିଓ ଗୁଡିକ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଏଲିନା ସାମନ୍ତରାୟ |

ତାହାଲେ ଗତ ଦିନ ମାନଙ୍କରେ ଏଲିନା ଅର୍ଚ୍ଚିତା ଓ ସବ୍ୟସାଚୀ ଆମେରିକା କୁ ଚାଲିଯାଇଥିଲେ ଆମେରିକାରେ ବହୁତ ମଜା ମସ୍ତି କରିବା ସହିତ ସେଠାରେ ଭଲରେ ବୁଲି ଘରକୁ ଫେରିଥିଲେ ଆଉ ଏହି କାରଣରୁ ଏଲିନା ସବ୍ୟସାଚୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ତାହାଲେ ଆଗାମୀ ଦିନ ମାନଙ୍କରେ ଅର୍ଚ୍ଚିତା ସବ୍ୟସାଚୀ ଓ ଏଲିନା ଙ୍କୁ ନେଇ ଗୋଟେ ନୂଆ ଓଡ଼ିଆ ଫିଲ୍ମ ଆସିବାକୁ ଯାଉଛି ଯାହାର ସୁଟିଂ ବର୍ତମାନେ ଚାଲିଛି |

ଆଉ ଏହି ସୁଟିଂ ସେଟରେ ଅର୍ଚ୍ଚିତା ଓ ସବ୍ୟସାଚୀ ଓ ଏଲିନା ବହୁସର ମଜାମସ୍ତି କରୁଥିବାର ଦେଖା ଦେଇଛନ୍ତି ଖାସ କରି ଏଲିନା ଓ ସବ୍ୟସାଚୀ ଦୁହେଁ ବହୁସରା ମଜାମସ୍ତି କରୁଥିବାର ନଜର ଆସିଛନ୍ତି | ତେବେ ବର୍ତମାନେ ଅର୍ଚ୍ଚିତାଙ୍କୁ ଚଡି ଏଲିନାଙ୍କ ସହିତ ସବ୍ୟସାଚୀ ଅଧିକାଂଶ ସମୟ ନଜର ଆସିଛନ୍ତି ତାହାଲେ ସବ୍ୟସାଚୀ ଙ୍କୁ ଆପଣ ମାନେ ବେଶେ ଭଲ ଭାବରେ ଜାଣିଥିବେ 2007 ମସିହାରେ ଓଡ଼ିଆ ସିନେମାରେ ବା ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅଭିନୟ ଆରମ୍ଭ କରିଛନ୍ତି |

ଆଉ ଏହା ପରେ ସେ ବହୁ ସାରା ଓଡ଼ିଆ ସିରିଏଲ ଅଭିନୟ କରୁଥିବାର ସାରା ଓଡ଼ିଶାର ଲୋକ ମାନଙ୍କୁ ମାନଙ୍କୁ ଜିତିବାରେ ସଫଳ ହୋଇଛନ୍ତି ଅନ୍ୟ ପକ୍ଷରେ ଅର୍ଚ୍ଚିତା 2005 ମସିହାରେ ଓଡ଼ିଆ ଇଣ୍ଡଷ୍ଟ୍ରିରେ ଯୋଗ ଦେଇଛନ୍ତି ଆଉ ଏଲିନା 2015 ମସିହାରେ ରିଆଲିଟି ସୋ ଜିତିଲା ପରେ ସେ ଓଡ଼ିଆ ଇଣ୍ଡଷ୍ଟ୍ରିରେ କାମ କରିବା ଆରମ୍ଭ କରିଥିଲେ |

ଏଲିନା ପ୍ରଥମ ଫିଲ୍ମ ଅରିନ୍ଦମ ଙ୍କ ସହିତ ଥିଲା ସେ ଓଲିଉଡର ଆଗ ଧାଡ଼ିର କଳାକାର ମାନଙ୍କ ସହିତ ଅଭିନୟ କରି ସାରା ଓଡ଼ିଶାରେ ଲୋକ ମାନଙ୍କ ମନରେ ଗୋଟେ ଅଲଗା ପ୍ରକାର ସ୍ଥାନ ବନାଇବାରେ ସଫଳ ହୋଇଛନ୍ତି ଫ୍ରେଣ୍ଡ ଆପଣ ମାନଙ୍କୁ ଏଲିନା କେମିତି ଲାଗନ୍ତି ଏଲିନାଙ୍କ ଅଭିନୟ ଆପଣ ମାନଙ୍କୁ କେମିତି ଲାଗେ ଏହା ସହିତ ଅର୍ଚିତା ଓ ସବ୍ୟସାଚୀ ଙ୍କ ଯୋଡି ଆପଣ ମାନଙ୍କୁ କେମିତି ଲାଗେ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ |

About odisha news

Check Also

ପ୍ରଥମ ଥର ଦେଖନ୍ତୁ Anu Chaudhury ଜୀବନୀ ଓ ପରିବାର ତାଙ୍କ ଘରେ କିଏ କିଏ ସବୁ ଅଛନ୍ତି ଏବଂ ତାଙ୍କ ସ୍ୱାମୀ କିଏ !

ଆପଣମାନେ ଅନୁ ଚୌଧୁରୀ ଙ୍କୁ ସିନେମାରେ ବିଭିନ୍ନ କ୍ୟାରେକ୍ଟର ରେ ଅଭିନୟ କରିଥିବାର ଆପଣମାନେ ନିଶ୍ଚିତ ଦେଖିଥିବେ ସାଙ୍ଗମାନେ ଆପଣ …

Leave a Reply

Your email address will not be published.