Breaking News

ଦୁର୍ଗା ପୂଜା ୫୦୦ ବର୍ଷ ପରେ ମହା ସଂଯୋଗ ଏହି ୮ଟି Rasi ରେ ଖୁସିର ସମୟ ଆସିବାକୁ ଯାଉଛି…. ଦେଖନ୍ତୁ ଆପଣଙ୍କ ରାଶି !

ବନ୍ଧୁଗଣ ଯେତେବେଳେ ଭଗବାନ ପ୍ରସନ୍ନ ହୋଇଥାନ୍ତି ସେତେଵେଲେ ମନୁଷ୍ୟର ଜୀବନରେ ବହୁତ କିଛି ପରିବର୍ତନ ଆସିଥାଏ ତେବେ ଦୀର୍ଘ 500 ବର୍ଷ ପରେ ପବିତ୍ର ଦୁର୍ଗା ପୂଜାରେ ଗ୍ରହ ଓ ନକ୍ଷେତ୍ର ମାନଙ୍କର ଗତି ବିଧି ରେ ବହୁତ ବଡ଼ ପରିବର୍ତନ ହେବାକୁ ଯାଉଛି ଜମିଟିକି ଆପଣ ମାନେ ଜାଣିଥିବେ ଗ୍ରହ ଓ ନକ୍ଷେତ୍ର ମାନଙ୍କର ପରିବର୍ତନ ରସସହି ଚକ୍ରର 12 ଗୋଟି ରାଶି ମାନଙ୍କ ଉପରେ ପ୍ରଭାବ ପକେଇଥାଏ |

ତେଣୁ ଏହି ମହା ସଂଯୋଗ ପବିତ୍ର ଦୁର୍ଗା ପୂଜା ଅବସରରେ ଘଟୁଥିବାରୁ ଜଗତ ଜନନୀ ମା ଦୁର୍ଗା ଏହି 8 ଟି ରାଶି ମାନଙ୍କ ଉପରେ କୃପା ପଡ଼ିବାକୁ ଯାଉଛି ଯାହା ଫଳରେ ଏହି ରାଶି ମାନଙ୍କ ଭାଗ୍ୟ ଏହି ପବିତ୍ର ଦଶହାର ପର ଠାରୁ ହିତ ପରି ଚମକିବାକୁ ଲାଗିବ ତେବେ ଆସନ୍ତୁ ଜାଣିବା ଏହି ଭାଗ୍ୟ ସାଳି ରାଶି ମାନଙ୍କ ଭାଗ୍ୟରେ ମା ଦୁର୍ଗାଙ୍କ କୃପାରୁ କଣ ସବୁ ଯାଉଅଛି |

ମା ଦୁର୍ଗା କୃପାରୁ ଆପଣଙ୍କର ସବୁ ଦିନ ହସ ଖୁସିରେ ବିତିବ କୌଣସି ସମସ୍ୟ ରହିବ ନାହିଁ ଆପଣ କାହା କଥାରେ ମୁଣ୍ଡ ପୁରାଇବା ଠିକି ନୁହେଁ ନହଲେ ଅଯଥାରେ ଏହା ଆପଣଙ୍କ ମୁଣ୍ଡ ବିନ୍ଦାର କାରଣ ହୋଇଥାଏ ବେପାର ବାଣିଜ୍ୟରେ ଭଲ ଲାଭ ହେବ କାରବାର ଦିନକୁ ଦିନ ବୃଦ୍ଧି ହେବାରେ ଲାଗିବ କୌଣସି ଦିନିଶର ଅଭାବ ରହିବ ନହିଁ ଆୟରେ ବୃଦ୍ଧି ହେବ ପୁରୁଣା ବୁଡି ଯାଇଥିବା ଟଙ୍କା ପଇସା ଫେରି ଆସିବାର ସମ୍ଭାବନା ରହିଛି ଚାକିରୀରେ ପଦ ଉର୍ନତି ହୋଇପାରେ |

ଯଦି ଭଲ ଜୀବନ ସ୍ଥିର ସଂଧାନରେ ଅଛନ୍ତି ତେବେ ତାହା ଆପଣଙ୍କର ପୁରା ହେବା ସହିତ ତାହା ଆପଣଙ୍କ ମନ ପସନ୍ଦର ଜୀବନ ସାଥିଟିଏ ନିଶ୍ଚୟ ମିଳିବ ଜୀବନ ସାଥୀଙ୍କ ସହିତ ପ୍ରେମ ସମ୍ପର୍କ ମଧୁର ରହିବ ଏବଂ ଆପଣଙ୍କର ଆୟ ବୃଦ୍ଧି ହେବ ସହିତ ଖର୍ଚରେ ବୃଦ୍ଧି ହେବ | ଅଯଥା ଦିନିସରେ ପଇସା ଖର୍ଚ ହେବାର ସମ୍ଭାବନା ରହିଛି ତେଣୁ ଟିକେ ଏଥି ପାର୍ଟି ଧ୍ୟାନ ରଖିବା ଦରକାର ଆପଣଙ୍କର ପରିଵାର ପାଇଁ ଆପଣଙ୍କର କାର୍ତ୍ୟବ୍ୟ ଭଲ ରହିବ |

ସମସ୍ତେ ଆପଣଙ୍କ ଠାରେ ଖୁସିରେ ରହିବେ ସମସ୍ତ ଆପଣଙ୍କ ଠାରେ ଖଡିର ରହିବେ ଧନ ଭରପୁର ରହିବ ଘର ଓ ପରିବାର ସମସ୍ତେ ହସ ଖୁସିରେ ରହିବେ ବେଶୀ ଭାବୁକ ଶୋଭାବର ହୁହାନ୍ତୁ ନାହିଁ ଏହାର ଦ୍ୱାରା ଆପଣଙ୍କ ହୃଦୟକୁ ଆଘାତ ଲାଗିପାରେ ଓ ଆପଣ ଏଥିପାଇଁ ମଧ୍ୟ ଦୁଃଖୀ ଅନୁଭବ କରିପାରନ୍ତି | ତେବେ ଏହି ଭାଗ୍ୟ ସାଳି ରାଶି ମାନେ ହେଉଛନ୍ତି ମେଷ ରାଶି ବୃଷ ରାଶି ସିଂହ ରାଶି କନ୍ୟା ରାଶି ତିଳ ରାଶି ବିଛା ରାଶି ଧନୁ ରାଶି ଏବଂ ମୀନ ରାଶି |

About odisha news

Check Also

ଓଡ଼ିଶାର ଭଦ୍ରକ ଜିଲ୍ଲାରେ ଅବସ୍ତିତ ମନ୍ଦିର ଆଖଣ୍ଡଳମଣି (Aradi) ର ରହସ୍ୟ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ…

ବନ୍ଧୁଗଣ ଆଖଣ୍ଡଳମଣି ଓଡ଼ିଶାର ଭଦ୍ରକ ଜିଲ୍ଲାର ଆରଡ଼ି ଠାରେ ଅବସ୍ତିତ ଏକ ପ୍ରଧାନ ଶୈବ ପିଠ ଏହା ବୈତରଣୀ ନଦୀ …

Leave a Reply

Your email address will not be published.