Breaking News

ଦେଖନ୍ତୁ , ଗ-ଞ୍ଜେ-ଇ ବ୍ୟବସାୟ କରୁଥିବା ସମୟରେ ପୋଲିସ ଦ୍ବାରା ଧରାପଡିଲେ ଏହି ବଡ ଅଭିନେତ୍ରୀ ,ଆଶ୍ଚର୍ଯ ହେବେ ଆପଣ

ଚଳଚ୍ଚିତ୍ର ଜଗତର ଅନେକ ବଡ଼ ବଡ଼ କଳାକାର ମାନେ ଡ୍ର-ଗ୍ ବେ-ପା-ର ବା ଡ୍ର-ଗ୍ ଲି-ଙ୍କ୍ ରେ ସଂପୃକ୍ତି ଥିବା ଖବର ସାମ୍ନାକୁ ଆସିବା କୌଣସି ନୂଆ କଥା ନୁହେଁ। କିଛି କିଛି ବର୍ଷ ଧରି ଲଗାତାର ଏହିପରି ଅନେକ ମାମଲା ସବୁ ସାମ୍ନାକୁ ଆସୁଛି। ତେବେ ଏଭଳି ମାମଲା ସାମ୍ନାକୁ ଆସିବା ପରେ ଏନସିବି ଏଭଳି ଷ୍ଟାର ମାନଙ୍କୁ ରିମାଣ୍ଡ ରେ ନେଇ ତଦନ୍ତ ଜାରି ରଖିଛି। ତେବେ ନିକଟରେ ମହାରାଷ୍ଟ୍ରରେ ଡ୍ର-ଗ୍ସ ମା-ମ-ଲା-କୁ ନେଇ ପୁଣି ଏକ ବଡ଼ ଖବର ସାମ୍ନାକୁ ଆସିଛି।ସୂଚନା ଅନୁଯାୟୀ, ନାସିକର ଇଗତପୁରୀରେ ରେଭ ପାର୍ଟି ଚାଲୁଥିବା ସମୟରେ କୌଣସି ସୂତ୍ରରୁ ସୂଚନା ପାଇ ମୁମ୍ବାଇ ପୋଲିସ ସେଠାରେ ଚଢାଉ କରିଥିଲା।

ଆଉ ଚଢାଉ ପରେ ପାର୍ଟି ରେ ଉପସ୍ଥିତ ଥିବା ୨୨ ଜଣଙ୍କୁ ପୋଲିସ ଗିରଫ କରିଥିଲା। ଏହି ଗିରଫ ୨୨ ଜଣଙ୍କ ମଧ୍ୟରେ ଅନେକ ବଡ଼ କଳାକାର ଓ କୋରିଓଗ୍ରାଫର ସାମିଲ ଥିବା ସୂଚନା ମିଳିଛି। ଗି-ର-ଫ ହୋଇଥିବା ଯୁବକ ଓ ଯୁବତୀ ମାନଙ୍କ ମେଡିକାଲ ଯାଞ୍ଚ କରିବା ପରେ ଜଣାପଡ଼ିଥିଲା ଯେ ଏମାନେ ସମସ୍ତେ ମ-ଦ୍ୟ-ପା-ନ କରିବା ସହିତ ଡ୍ର-ଗ୍ସ ସେ-ବ-ନ କରିଥିଲେ। ଏହା ସହିତ ପୋଲିସ ପାର୍ଟି କରାଯାଉଥିବା ସ୍ଥାନରେ ଚଢାଉ କରିବା ସମୟରେ ସେଠାରୁ ନଗଦ କିଛି ଟଙ୍କା ସ-ହି-ତ ଡ୍ର-ଗ ମଧ୍ୟ ଜବତ କରିଛି।

କେବଳ ଏତିକି ନୁହେଁ ,ପୋଲିସ ର ସୂଚନା ଅନୁଯାୟୀ, ଚ-ଢା-ଉ କରାଯାଇଥିବା ସମୟରେ ରେଭ ପାର୍ଟିରେ ଉପସ୍ଥିତ ଯୁବକ ଯୁବତୀ ମାନେ ମ-ଦ୍ୟ-ପା-ନ କରି ନାଚୁଥିବା ପୋଲିସ ଦେଖିବାକୁ ପାଇଥିଲା । ଏହା ସହିତ ସେମାନେ ଅନ୍ୟାନ୍ୟ ନି-ଶା ଦ୍ର-ବ୍ୟ ଯେପରିକି ହୁ-କା, ହା-ସି-ସ୍, ଗ-ଞ୍ଜେ-ଇ ଏବଂ ଡ୍ର-ଗ୍ସ ପାଉଡର ଆଦି ବ୍ୟବହାର କରୁଥିବା ପୁଲିସ ଦେଖିବାକୁ ପାଇଥିଲା। ତେବେ ମୁମ୍ବାଇ ପୋଲିସ ର ସୂଚନା ଅନୁଯାୟୀ, ଗିରଫ ୨୨ ଜଣ ଯୁବକ ଯୁବତୀଙ୍କ ମଧ୍ୟରେ ଅଭିନେତ୍ରୀ ହିନା ପାଞ୍ଚାଲ ମଧ୍ୟ ସାମିଲ ଅଛନ୍ତି।

କହିରଖୁଚୁ କି, ଅଭିନେତ୍ରୀ ହିନା ପାଞ୍ଚାଲ ମରାଠୀ ସିନେମାର ଏକ ଜଣାଶୁଣା ଚେହେରା। ସେ ଅନେକ ମରାଠୀ ଫିଲ୍ମ୍ ରେ ଅଭିନୟ କରିଛନ୍ତି। ଏହା ସହିତ ମରାଠୀ ବିଗ୍ ବସ୍ ସିଜନ୍ ୨ ରେ ୱାଇଲ୍ଡ କାର୍ଡ ଏଣ୍ଟ୍ରି ପାଇଁ ମଧ୍ୟ ସେ ଜଣାଶୁଣା । ହିନାଙ୍କ ବ୍ୟତୀତ ସାଉଥ୍ ଫିଲ୍ମରେ କାମ କରୁଥିବା ୫ ଜଣ ଅଭିନେତ୍ରୀଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ତେବେ ଏ ସମସ୍ତଙ୍କ ନାଁ ରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ବର୍ଷା ଓ ଅନୁଭବ ଙ୍କ ମାମଲା , ବର୍ଷା (Varsha) ସମ୍ପର୍କ ବଞ୍ଚାଇବାକୁ ଚାହୁଁଛନ୍ତି କିନ୍ତୁ କଣ ଚାହୁଁଛନ୍ତି ଜାଣନ୍ତୁ

ଦର୍ଶକ ବନ୍ଧୁ ଅନୁଭବ ଓ ବର୍ଷା ଙ୍କ ବିବାଦ ସମାଧାନ ଏ ପର୍ଯ୍ୟନ୍ତ ହୋଇପାରିନାହିଁ କାରଣ ବର୍ଷା ଚାହୁଁଛନ୍ତି ଅନୁଭବ …

Leave a Reply

Your email address will not be published. Required fields are marked *