Breaking News

ଦୀର୍ଘ 20 ବର୍ଷ ପରେ ଅନୁଭବ ଙ୍କ ସହ ଅଭିନୟ କରିବାକୁ ଯାଉଛନ୍ତି ରଚନା ବାନାର୍ଜୀ !

ହେଲୋ ଫ୍ରେଣ୍ଡ୍ସ ଆପଣମାନେ ଓଲିଉଡ଼ ସୁପରଷ୍ଟାର ଅନୁଭବ ମହାନ୍ତି ଙ୍କୁ ବେଶ ଭଲଭାବରେ ଜାଣିଥିବେ ଓ ତାଙ୍କର ଜବରଦସ୍ତ ଅଭିନୟ ଆପଣମାନେ ବହୁତ ସାରା ସିନେମାରେ ନିଶ୍ଚିତ ଭାବରେ ଦେଖିଥିବେ ହେଲେ ଏବେ ଦୀର୍ଘ 20 ବର୍ଷ ପରେ ଓଲିଉଡ଼ ଇଣ୍ଡଷ୍ଟ୍ରି କୁ ଫେରିବାକୁ ଯାଉଛନ୍ତି ରଚନା ବାନାର୍ଜୀ | ତେବେ ଦର୍ଶକବନ୍ଧୁ ରଚନା ଙ୍କର ବହୁତ ସାରା ସିନେମା ଆପଣମାନେ ଦେଖିବାକୁ ପାଉଥିବେ |

2003 ମସିହାରେ ରଚନା ବାନାର୍ଜୀ ଓଲିଉଡ଼ ଇଣ୍ଡଷ୍ଟ୍ରି ଛାଡି ସବୁଦିନ ପାଇଁ କୋଲକାତା ଚାଲିଯାଇଥିଲେ ତେବେ ବର୍ତମାନସମୟରେ ଦୀର୍ଘ 20 ବର୍ଷ ପରେ ଓଲିଉଡ଼ ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ରଚନା ବାନାର୍ଜୀ | ତେବେ ଆଗାମୀ ଦିନ ମାନଙ୍କରେ ଅନୁଭବ ମହାନ୍ତିଙ୍କର ଗୋଟେ ଓଡ଼ିଆ ଫିଲ୍ମ ଆସିବାକୁ ଯାଉଛି ଯାହାର ନାଁ ରହିଛି ରାବଣ |

ତେବେ ଫ୍ରେଣ୍ଡ୍ସ ଏହି ଫିଲ୍ମ ର ସୁଟିଂ ଜୋର ସୋର ରେ ଚାଲିଛି ତେବେ ଫ୍ରେଣ୍ଡ୍ସ ଏହି ଫିଲ୍ମ ଏ ରଚନା କୁ ଅନୁଭବଙ୍କ ସହ ଅଭିନୟ କରୁଥିବାର ଦେଖିବାକୁ ପାଇବେ | ତେବେ 90 ଦଶକରେ ରଚନା ଓ ସିଦ୍ଧାନ୍ତ ଙ୍କ ଯୋଡି କୁ ଲୋକମାନେ ବେଶ ପସନ୍ଦ କରିଥିଲେ ଓ ରଚନା ଓ ସିଦ୍ଧାନ୍ତଙ୍କ ଯୋଡି ରେ ବହୁତ ସାରା ଓଡ଼ିଆ ଫିଲ୍ମ ଦର୍ଶକମାନେ ଏପର୍ଯ୍ୟନ୍ତ ଦେଖୁଛନ୍ତି |

ତେବେ ଦୀର୍ଘ 20 ବର୍ଷ ପରେ ଅନୁଭବ ଙ୍କ ସହିତ ଗୋଟେ ନୂଆ ଓଡ଼ିଆ ଫିଲ୍ମ ରେ ଅଭିନୟ କରିବାକୁ ଯାଉଛନ୍ତି ରଚନା ବାନାର୍ଜୀ ତେବେ ବର୍ତ୍ତମାନ ସମୟରେ ରଚନା ଏବଂ ଅନୁଭବ ଙ୍କ ଫ୍ୟାନ ମାନଙ୍କ ପାଇଁ ବହୁତ ବଡ଼ ଖୁସିର ଖବର ଆସିଛି ତେବେ ଫ୍ରେଣ୍ଡ୍ସ ଆପଣମାନଙ୍କୁ ଏହି ଦୁହିଁଙ୍କ ଯୋଡି କେମିତି ଲାଗେ ଆମକୁ କମେଣ୍ଟ ରେ ନିଶ୍ଚିତ ଜଣାଇବେ |

About odisha news

Check Also

ଆପଣ ମାନେ କେବେ ନିତୁ ମିଶ୍ରଙ୍କ ସ୍ୱାମୀକୁ କେବେ ଦେଖିନଥିବେ ଦେଖନ୍ତୁ ସେ କୋଉ Hero ଠାରୁ କମ ନୁହନ୍ତି !

ନମସ୍କାର ବନ୍ଧୁଗଣ ଆପଣ ମାନେ ତ ଶିରିଏଲ ତଥା ଓଡ଼ିଆ ଇଣ୍ଡରଷ୍ଟି ର ଅଭିନେତ୍ରୀ ନିତୁ ମିଶ୍ର କୁ ବେଶ୍ …

Leave a Reply

Your email address will not be published.