Breaking News

ଦୀର୍ଘ ୧00 ବର୍ଷ ପରେ ପ୍ରଭୁ ମହାଦେବ, ଏହି ୬ଟି ରାଶି ଉପରେ କରିବେ ଖାଲି ଟଙ୍କାର ବର୍ଷା, ଦେଖନ୍ତୁ ଏଥି ମଧ୍ୟରୁ ଆପଣ ରାଶି ନାହିଁତ….

ଦର୍ଶକବନ୍ଧୁ କାନ୍ଦିବାର ଦିନ ଶେଷ ହେଲା କାରଣ ଆଜି ରାତି ଠାରୁ ଏହି ରାଶିର ସବୁ କଷ୍ଟ ଦୂର କରିବେ ପ୍ରଭୁ ମହାଦେବ | ଦର୍ଶକବନ୍ଧୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଭଗବାନ ଭୋଳାନାଥଙ୍କୁ ସୃଷ୍ଟିର ଅଧିପତି ବୋଲି ଆମେ ମାନେ ମନିଥାଉ ମହାଦେବ ସୃଷ୍ଟିର ପାଳନ ହାର ବୋଲି ହୁହାଯାଇଥାଏ | ଦର୍ଶକବନ୍ଧୁ ଭୋଳାନାଥ ଯେତେବେଳେ କୌଣସି ଲୋକ ଉପରେ ପ୍ରସନ୍ନ ହୁଅନ୍ତି ତେବେ ସେ ନିଜର ଅପାର କୃପା ସେମାନଙ୍କ ଉପରେ ବର୍ଷିଇ ଥାନ୍ତି |

ଭଗବାନ ଭୋଳାନାଥ ବି ମଧ୍ୟ ଶୋଭାବରେ ଭୋଳ ଅଟନ୍ତି ତାଙ୍କୁ ପ୍ରସନ୍ନ କରିବା ସବୁଠାରୁ ଅଧିକ ସହଜ ହୋଇଥାଏ ଏହା ମଧ୍ୟ ଜାଣି ରଖନ୍ତୁ ଯେ ମହାଦେବ ଏବେ କିଛି ରାଶି ଉପରେ ପ୍ରସନ୍ନ ହେବାକୁ ଯାଉଛନ୍ତି ମହାଦେବ ତାଙ୍କର ଭକ୍ତିରେ ଏବେ ଖୁସି ହୋଇ ସାରିଛନ୍ତି ଯାହା ଫଳରେ ଆଜି ରାତି ଠାରୁ ଏହି ରାଶି ସବୁ ମାଲାମାଲେ ହେବାକୁ ଯାଉଛନ୍ତି ଭଗବାନ ଭୋଳାନାଥ ଙ୍କ କୃପାରୁ ଆପଣଙ୍କର ଦୁଃଖର ଦିନ ଏବେ ଶେଷ ହେବ ଭଲ ଦିନ ଖୁବୁ ଶୀଘ୍ର ଆରମ୍ଭ ହେବ |

ଆପଣଙ୍କୁ ଟଙ୍କା ପଇସାର ଅଭାବ ରହିବ ନାହିଁ ଭଗବାନ ଭୋଳାନାଥ ଙ୍କ କୃପାରୁ ଆପଣଙ୍କର ସବୁ ଅଧୁରା କାର୍ଯ୍ୟ ବା ବିଗିଡି ଯାଇଥିବା କାର୍ଯ୍ୟ ଏବେ ସେ ସବୁ ପୁରାଣ ହେବାରେ ଲାଗିବ ବା ଚାଳିବାରେ ଲାଗିବ | ଏବଂ ଆପଣଙ୍କ ଜୀବନରେ ଆଗକୁ ଆସୁଥିବା ସବୁ ଅସୁବିଦା ତେବେ ସେ ସବୁ ମଧ୍ୟ ଦୂର ହୋଇଯିବ ଆପଣଙ୍କୁ ଆପଣଙ୍କର ପ୍ରତେକ କାର୍ଯ୍ୟରେ ସଫଳତା ମିଳିବ ଆପଣଙ୍କର ଶତ୍ରୁ ଆପଣଙ୍କ ଠାରୁ ଏବେ ଦୂରରେ ରହିବେ ସମାଜରେ ଆପଣଙ୍କୁ ଲୋକ ମାନେ ମାନସନମାନ ଦେବେ | ବେପାର ବାଣିଜ୍ୟ ଆପଣଙ୍କର ଦୁଇ ଗୁଣା ଜୋରରେ ଆଗକୁ ଆଗକୁ ବଢି ଚାକିବ |

ଯେଉଁ ଲୋକ ମାନେ ବେ ରୋଜଗାର ରହିଛନ୍ତି ସେମାନଙ୍କୁ ଏବେ ଭଲ ଚାକିରୀ ମଧ୍ୟ ମିଳିଯିବ | ଭୋଳାନାଥ କୃପାରୁ କାର୍ଯ୍ୟ କ୍ଷେତ୍ରରେ ବଡ଼ ସଫଳତା ମିଳିବା ପାଇଁ ଯାଉଛି ଲୋକମାନେ ଆପଣଙ୍କୁ ସବୁ କଥା ପଚାରି ବୁଝି କାମ କରିବେ ଆପଣଙ୍କର ଘର ପରିବାରରେ ଖର୍ଚ୍ଚ କମ ହେବ ଦିନକୁ ଦିନ ରୋଜଗାର ମଧ୍ୟ ବଢ଼ିବାରେ ଲାଗିବ | ଭାଗ୍ୟ ବାନ ହେବାକୁ ଯାଉଛନ୍ତି ଯାହାର ଆଗାମୀ ସମୟ ବହୁତ ଖୁସି ପୁର୍ଣ ହେବାକୁ ଯାଉଛି ସେହି ରାଶି ଗୁଡିକ ହେଉଛନ୍ତି କୁମ୍ଭ ରାଶି ମିଥୁନ ରାଶି କର୍କଟ ରାଶି ସିଂହ ରାଶି ବୃଷ ରାଶି ତୁଳା ରାଶି | ତେବେ ଦର୍ଶକବନ୍ଧୁ ଆପଣଙ୍କୁ ଅନୁରୋଧ ଅଟେଯେ ଆପଣ ଆମ କମେଣ୍ଟ ବକ୍ସରେ ଜୟ ଭୋଳାନାଥ ବୋଲି ନିଶ୍ଚୟ ଲେଖନ୍ତୁ |

About odisha news

Check Also

୩୦୦ ବର୍ଷ ପରେ ଏହି ୨ଟି ରାଶି ଉପରେ ପ୍ରଭୁ ଭୋଳାନାଥ ପ୍ରସନ୍ନ ହେବାକୁ ଯାଉଛନ୍ତି, ଦୁନିଆରେ ସବୁ ଠାରୁ କୋଟିପତି ଅଟନ୍ତି ଏହି ୨ଟି ରାଶି, ଏଥି ମଧ୍ୟରେ ଆପଣଙ୍କର ରାଶି ନାହିଁ ତ !

ଆପଣଙ୍କୁ କହି ରଖୁଛୁ ଯେ ଆପଣଙ୍କର ମାନସିକ ରୂପରେ ଧାର୍ମିକ ଭାବନା ଉଦୟ ହେବ ଏମାନଙ୍କ ପାଇଁ ଏହି ରାଜା …

Leave a Reply

Your email address will not be published.