Breaking News

Dipika କରିଲେ ଅଭିଯୋଗ କହିଲେ ରାତିରେ ଶୋଇବା ବେଳେ ମତେ ଲୁଚିକି ଦେଖୁଛନ୍ତି ଏମାନେ ମୋ…

ଦର୍ଶକବନ୍ଧୁ ଦେଖନ୍ତୁ ଆମେ ସବୁଦିନ ଏଠି ବର୍ଷାରେ ଶୋଇଲେ ଆମ ଶାଢ଼ୀ ସବୁ ଓଦା ହେଇଯାଉଚି ରାତିରେ ଆମେ ଶୋଇଲା ସମୟରେ ଯେଉଁ କ୍ୟାମେରା ଲଗେଇ ଆମକୁ ଦେଖୁଛନ୍ତି କାରଣ ଦେଖନ୍ତୁ ଗୋଟିଏ ଲେଡିଜ୍ ସୋଇଥିଲା ବେଳେ ତାର ଶାଢ଼ୀ କଣ ହେବ କଣ ନାହିଁ ତେଣୁ ସେଥି ପାଇଁ ମୁଁ ପାଲ ଟାଙ୍ଗୀ ଦେଇଛି ସିଏ ତ ଏପର୍ଯ୍ୟନ୍ତ ଆସି ନାହାନ୍ତି ଯଦି ଆସିଲେ ତାଙ୍କୁ ଅସୁବିଧା ହେଲେ ସେ ପାଲ ଟେକିକି ଯିବେ |

ତାଙ୍କୁ ଅପେକ୍ଷା କରିଛି ଯେ ଦିନେଶ ଆସିଲେ ସବୁ ସମସ୍ୟାର ସମାଧାନ ହୋଇଯିବ ଦିନେଶ କୋଉଠି ଅଛି ଯଦି ଜଣେ ଇ ଦିଅନ୍ତ ତାହେଲେ ବହୁତ ଭଲ ହୋଇଥାନ୍ତା ସିଏ ଆସିଲେ ମୁଁ ତାକୁ ସବୁବେଳେ ପଚାରେ ଦିନେଶ କୋଉଠି ଅଛନ୍ତି କୁହନ୍ତୁ ଆପଣ ଯେଉଁଠି ଅଛନ୍ତି ମତେ ନେଇ ପଳେଇଯିବାକୁ ମୁଁ କହୁଛି ତାଙ୍କର ମାଇକିନା ନାହିଁ କି ତାଙ୍କର ପୁଅ ନାହିଁ ବୋଲି ଦିନେଶ ଙ୍କ ବାପା କହୁଛନ୍ତି |

ବନ୍ଧୁଗଣ ଏହି କଥା ତାଙ୍କର ମା ବାପା ଘର କହୁଛନ୍ତି ମୁଁ କେବଳ ତାଙ୍କୁ ଗୋଟିଏ କଥା କହୁଛି ବର୍ଷା ହେବାରୁ ମୋ ଶାଢ଼ୀ ସବୁ ଓଦା ହେଇ ଯାଉଛି ମତେ ପିଣ୍ଡା ଟା ଖାଲି ଆଶ୍ରୟ ଦିଅ ବୋଲି । ଆଜି ମୋର ସୋମବାର ମୁଁ ସୋମବାର ଟା ବି କରୁଛି ତେଣୁ ସୋମବାର ଟା ମୋ ପାଇଁ ଅଧୁରା ।

ଯେହେତୁ ମୁଁ ୧୩ ଟା ସୋମବାର କରିଛି ଆଉ ୩ ଟା ମୋର ବାକି ରହି ଯାଇଛି ଏଇଟି ମୁଁ ନ୍ୟାୟ ପାଇକି ପାଲେଇଗଲା ପରେ ଯେଉଁ ଟାଇପ ର ପୂଜା କରୁଥିଲି ସେଭଳି ପୂଜା କରିଥାଆନ୍ତି ଏବେ କାଲି ସୋମବାର ଯେଉଁଟା ଖାଇବା ପିଇବା ଉପାସ ରହିବା ମାନିକି ଅଛି କିନ୍ତୁ ପୂଜାଟା କରି ପାରୁ ନାହିଁ |

ଯେହେତୁ ରୋଷେଇ ଅଦା ପିଆଜ ରସୁଣ ଆପଣ ଦେଖି ଥିବେ ସବୁ ପକେଇ କି ହୋଇଛି ଯଦି ମୁଁ ମନ୍ଦିରରୁ ଆଣିକି ଖାଇବି ନଚେତ୍ ମୋ ମା ମତେ ଆଣିକୀ ଦେବେ ମତେ ମୋର ଯେତେବେଳ ଦିଏମ୍ ଟେଷ୍ଟ ପଜେ ଟିଭ୍ ପାଲେଇଆଇଲା |

ତା ପରେ ମୁଁ ତ୍ୟାଗ କଲି ଯେ ଆଇଁଷ ମୁଁ ବହୁତ ଖାଉଛି ବୋଲି ତେଣୁ ମୁଁ ତ୍ୟାଗ କଲି ଯେ ଆଇଁଷ କୁ ଛାଡି ଦେଇଛି ବୋଲି ମୋର ପୁରା ଭରସା ଅଛି ମହାଦେବଙ୍କ ଉପରେ ଗଣେଶ ଙ୍କ ଉପରେ ରାଧାକୃଷ୍ଣ ଉପରେ ଯେ ମତେ ନ୍ୟାୟ ମିଳୁ ବୋଲି |

About odisha news

Check Also

ବର୍ଷା ସହ ଖେଳ Tunguru ଭୋଳ ପାଇଁ ହେଲା କାଳ ଏହି କେସ ରେ ଜେଲ ଗଲେ ଟୁଙ୍ଗୁରୁ ହାତ ଯୋଡି ସମସ୍ତଙ୍କୁ ମାଗିଲେ ସାହାଯ୍ୟ…

ଦର୍ଶକବନ୍ଧୁ ବର୍ଷା ସହିତ ଖେଳ ଟୁଙ୍ଗୁରୁ ପାଇଁ ହେଲା କାଳ ଅଭିଯୋଗରେ ଶେଷରେ ଜେଲ୍ ଗଲା ଟୁଙ୍ଗୁରୁ ଭୋଳ ତେବେ …

Leave a Reply

Your email address will not be published.