Breaking News

ଉଚତା ପାଇଁ ଲୋକମାନେ ଉଡ଼େଇଥିଲେ ମଜାକ, କିନ୍ତୁ ଆଜି ସେ IAS ଅଫିସର, ପୁରା ସତ ଜାଣିଲେ ଆପଣ ମଧ୍ୟ କାନ୍ଦି ପକାଇବେ…

ସାଢେ 3 ଫୁଟ ର IAS ଅଫିସର ଉଚତା କମ ଥିଲେ ମଧ୍ୟ ପୂରଣ କରିଥିଲେ IAS ହେବାର ସ୍ବପ୍ନ ତେବେ ସୋମବାର ପ୍ରକାଶ ପାଇଛି 2021 ମସିହାର ସିଭିଲ ସର୍ଭିସ ର ଫଳାଫଳ ଯେଉଁଥିରେ 600 ଜଣ ପରୀକ୍ଷାର୍ଥୀ କୃତ କାର୍ଯ୍ୟ ହୋଇଛନ୍ତି ଏବଂ ବନିଛନ୍ତି ଦେଶର ସର୍ବୋଚ୍ଚ ପ୍ରଶାସନିକ ଅଧିକାରୀ ତେବେ ଏହି ସଫଳତା ରେ ପହଁଚିବା ସେମାନଙ୍କ ପାଇଁ ସହଜ ନଥିଲା ଅନେକ କଠିନ ପରିଶ୍ରମ ପରେ ସେମାନେ ପହଂଚିଛନ୍ତି ଏହି ସଫଳତା ରେ |

ତେବେ ଆଜି ଆମେ ଆପଣଙ୍କୁ ଏଭଳି ଜଣେ IASଙ୍କ ବିଷୟରେ ଦେଖାଇବୁ ଯିଏ କି ପ୍ରମାଣ କରି ଦେଖାଇଛନ୍ତି ଦୃଢ ଇଛା ଶକ୍ତି ଏବଂ ନିଷ୍ଠା ଆଗରେ କୌଣସି ଭି କାମ ସଫଳ ହୋଇପାରିବ ସେହି IAS ଜଣଙ୍କ ହେଉଛନ୍ତି ରାଜସ୍ତାନ କ୍ୟାରଡ଼ 2006 ବ୍ୟାଚ ର IAS ଆରତୀ ଡଗରା ଦିନେ ତାଙ୍କୁ ତାଙ୍କ ଉଚତା କୁ ନେଇ ଅନେକ ଲୋକ ଥଟା ମଜା କରୁଥିବାର ଦେଖିବାକୁ ମିଳିଥିଲା |

କିନ୍ତୁ ଏହା ପରେ ମଧ୍ୟ ସେ ହାର ମାନିନଥିଲେ ବିବୃତ ହୋଇ ନଥିଲେ ନିଜର ଇଛା ଶକ୍ତି ବଳରେ ବନିଥିଲେ IAS ଅଫିସର ଉତ୍ତରାଖଣ୍ଡ ର ଡେ଼ରାଧୁନ ରେ ଆରତୀଙ୍କ ଜନ୍ମ ତାଙ୍କର ଉଚ୍ଚତା କେବଳ 3ଫୁଟ 5ଇଞ୍ଚ ଯେତେବେଳେ ଆରତୀଙ୍କ ଜନ୍ମ ହୋଇଥିଲା ସେତେବେଳେ ଡାକ୍ତର କହିଥିଲେ ଯେ ସେ ସାମାନ୍ୟ ପିଲାଙ୍କ ଭଳି ସ୍କୁଲ ଯାଇପାରିବେ ନାହିଁ |

କିନ୍ତୁ ସମସ୍ତ ବାଧା କୁ ପାର କରି ସେ ଏକ ବାଳିକା ବିଦ୍ୟାଳୟ ରେ ନାମ ଲେଖାଇଥିଲେ ଏବଂ ସେ କଲେଜ ସମୟରେ ଅର୍ଥ ଶାସ୍ତ୍ର ରେ ସେ ସ୍ନାତକ କରିଥିଲେ ପିଲାବେଳୁ ଶାରୀରିକ ଭେଦ ଭାବ ର ସାମ୍ନା କରୁଥିବା ଆରତୀ ନିଜର ସାହସ କେବେ ଛାଡ଼ିନଥିଲେ ଏବଂ ପ୍ରଥମ ଚେଷ୍ଟା ରେ ହିଁ ସେ ପାସ କରିଯାଇଥିଲେ ବର୍ତ୍ତମାନ ସେ ରାଜସ୍ଥାନ ରେ କଲେକ୍ଟର ଭାବରେ କାର୍ଯ୍ୟ କରୁଛନ୍ତି |

About odisha news

Check Also

ଆଉ ରହିଲା ମାତ୍ର କିଛି ସମୟ ତାପରେ ବଦଳିବ 5ଟି ରାଶିର ଭାଗ୍ୟ, ସ୍ୱୟଂ ମା ଲକ୍ଷ୍ମୀ ଆସିବେ ଆପଣଙ୍କ ଦୁଆର ମୁହଁକୁ ଦେଖିବେ…

ଦର୍ଶକବନ୍ଧୁ ଗ୍ରହ ମାନଙ୍କର ହେବାକୁ ଯାଉଛି ଏକ ବଡ଼ ଧରଣର ପରିବର୍ତ୍ତନ ଯାହା ଦ୍ଵାରା ରାଶି ଚକ୍ର ରେ ଥିବା …

Leave a Reply

Your email address will not be published.