Breaking News

ଦିନେ ନିଜ ଅଭିନୟରେ ଦର୍ଶକଙ୍କ ମନ ଜିତୁଥିଲେ ଅଭିନେତ୍ରୀ Mira, ଏବେ ବଞ୍ଚିବାକୁ କରୁଛନ୍ତି ଏମିତି ସଂଘର୍ଷ, ଦେଖିଲେ ଆଖିରେ ଲୁହ ଆସିଯିବ

ନମସ୍କାର ବନ୍ଧୁଗଣ ଦିନ ମୁହଁରେ ରଙ୍ଗ ମାଖି ଦର୍ଶକଙ୍କ ମନ ଜିତୁଥିଲେ ଓ ନିଜର ଜଦୁଗରି ଅଭିନୟରେ ଖୁବ୍ ପରିଚିତ ଥିଲେ । ହେଲେ ବୟସର ଅପରାହ୍ନରେ ରଙ୍ଗ ଛାଡି ଯାଇଛି । ସେ ଅଭିନୟ କରିଥିବା ସମୟ ବଡ ବଳବାନ ଭଳି ।

ଆଜି ସମୟ ତାଙ୍କୁ ଏମିତି ଏକ ଦୋଛକିରେ ଭିକାରୀ ସଜାଇ ଦେଇଛି । ତାଙ୍କର ଅଭିନୀତ କିଏ କାହାର ସିନେମା ଭଳି ଆଜି ତାଙ୍କ ପାଖରେ କେହି ନାହାନ୍ତି । ଆଗରୁ ସ୍ବାମୀ ନଥିଲେ ଓ ଏବେ ଏକ ସଡ଼କ ଦୃଘଟାନାରେ ପୁଅ ବି ନାହିଁ ଦୂରା ରୋଗ୍ୟର ଚିକିତ୍ସା ପାଇଁ ଟଙ୍କା ଟିଏ ବି ନାହିଁ ।

ମିରାଙ୍କ ଆଖିର ଲୁହ ଏବେ ବାଖାନୁଛି ପେଟର ଯନ୍ତ୍ରଣା । ଯାଯାବର , ପ୍ରତିଧୋନି , ସୁବର୍ଣ୍ଣ ସୀତା , ତ୍ରିନାଥ ମେଳା , କା ଓ ଓଡ଼ିଆ ରାମାୟଣ ଭଳି ସେ ଅନେକ ସିନେମାରେ ଅଭିନୟ କରିଥିଲେ । ମୀରାଙ୍କ ଦୂର୍ଦ୍ରସା ଦେଖି ମୁଖ୍ୟମନ୍ତ୍ରୀ ତାଙ୍କ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ପ୍ରଶାସନ ପକ୍ଷରୁ କିଛି ଟଙ୍କା ମଧ୍ୟ ଦିଆ ଯାଇଥିଲା । ଏବେ ମୀରା ଙ୍କ ଦୁଃଖ ଦେଖି କିଛି କଳାକାର ତାଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତୁ । ଦିନ ହସାଉଥିବା ଅଭିନେତ୍ରୀ ଆଜି ନିଜେ କାନ୍ଦୁଛନ୍ତି । ଦୂର୍ଦ୍ରଶାରେ ଜୀବନ ବିତାଉଥିବା ମୀରାଙ୍କୁ କିଛି ସହାୟତା ମିଳିଲେ ଚିକିତ୍ସା ମିଳି ପାରନ୍ତା ।

About odisha news

Check Also

ବର୍ଷା ସହ ଖେଳ Tunguru ଭୋଳ ପାଇଁ ହେଲା କାଳ ଏହି କେସ ରେ ଜେଲ ଗଲେ ଟୁଙ୍ଗୁରୁ ହାତ ଯୋଡି ସମସ୍ତଙ୍କୁ ମାଗିଲେ ସାହାଯ୍ୟ…

ଦର୍ଶକବନ୍ଧୁ ବର୍ଷା ସହିତ ଖେଳ ଟୁଙ୍ଗୁରୁ ପାଇଁ ହେଲା କାଳ ଅଭିଯୋଗରେ ଶେଷରେ ଜେଲ୍ ଗଲା ଟୁଙ୍ଗୁରୁ ଭୋଳ ତେବେ …

Leave a Reply

Your email address will not be published.