ବନ୍ଧୁଗନ ଏବେ ଏବେ ସୋସିଆଲ ମିଡିଆରେ ଘୁରିବୁଲୁଥିବ ଖାବେନା ଲେମ ଙ୍କୁ ତ ସମସ୍ତେ ଜାଣିଥିବେ ଜଣେ କୃଷ୍ଣ କାୟ ବ୍ୟକ୍ତି ବିନା କିଛି ବାର୍ତ୍ତାଳାପ ରେ ଭାବ ଭାଙ୍ଗି ରେ ନିଜର ଭାବ ପ୍ରକାଶ କରି ଦର୍ଶକ ମନକୁ କିଣିପରିଛନ୍ତି | ଟିକଟକ ରେ କମେଡି ଭିଡିଓ କରି ଦର୍ଶକଙ୍କୁ ହସାଉଥିବା ବ୍ୟକ୍ତି ଙ୍କୁ ପ୍ରାୟ ସମସ୍ତେ ଜାଣିଛନ୍ତି | କିନ୍ତୁ ତାଙ୍କ ପଛରେ ଥିବା କାହାଣୀ କୁ ସମସ୍ତେ ଜାଣିନଥିବେ ତାଙ୍କ କାହାଣୀ ନ୍ୟୁଅର୍କ ଟାଇମ ରେ ଦେଇଥିବା ଏକ ସାକ୍ଷାତ କାର ରେ ପ୍ରକାଶ କରିଛନ୍ତି | ବିଶ୍ଵ ରେ ଚାଲିଥିବା କୋରନା ସଂକ୍ରମଣ ରୁ ରକ୍ଷା ପାଇବା ପାଇଁ ହୋଇଥିବା ଲକ ଡାଉନ୍ ରେ ବୋହୁତ ଯୁବକ ଯୁବତୀ ନିଜର ଚାକିରି ହରାଇଥିଲେ |
ଏମାନଙ୍କ ମଧ୍ୟରେ ଲେମ୍ ମଧ୍ୟ ଥିଲେ ୨୧ ବର୍ଷ ଲେମ ଏକ ଫ୍ୟାକ୍ଟ୍ରି ୱାର୍କର କାମ କରୁଥିଲେ ନିଜର ରୋଜଗାର ପନ୍ଥା ହରାଇ ସେ ଦୁଃଖିତ ଥିଲେ | ସମୟ ରେ ସେ ଟିକ ଟକ ଭିଡିଓ ଦେଖି ତାଉପରେ ରିଆକ୍ଟ ଦେବାକୁ ଭଲ ପାଉଥିଲେ ବାସ ନିଜର ଏହି ଅଭ୍ୟାସ କୁ ନାଇ ସେ ଟିକଟକ ଭିଡିଓ ରେ କାମ କରିବା ଆରମ୍ଭ କରିଦେଇଥିଲେ ବୋହୁତ କମ ଦିନରେ ତାଙ୍କର ଫଲୋଅରର୍ସ ବୃଦ୍ଧି ପାଇବାକୁ ଲାଗିଲା | ତେବେ ଟିକ ଟକ ରେ ତାଙ୍କର ୧୦୦ ମିଲିୟନ ଫଲୋ ରହିଛନ୍ତି ବିଶେଷ କରି ଦକ୍ଷିଣ ଆମେରିକା ଓ ବ୍ରାଜିଲ ରେ ଅନେକ ଫ୍ୟାନ ରହିଛନ୍ତି |
ଏହା ସହିତ ସେ ଟିକଟକ ରେ ମୁଖ୍ୟ ସେଲି ବ୍ରିଟୀ ଭାବେ ପରିଚିତ ଦର୍କ୍ଷୀଣ ଆମେରିକା ର ଜନ୍ମ ହୋଇଥିବା ଲେମ ଏବେ ଟାଇଟଲ ସିବର୍ଚ୍ଚ ସହର ରେ ନିଜ ମା ଙ୍କ ସହିତ ରୁହନ୍ତି ସେଠାରେ ସେ ନିଜର ମା ଙ୍କ ରହିବ ପାଇଁ ଘର କରୁଛନ୍ତି | ଲେମ ଙ୍କ ନେଟୱର୍କ ପ୍ରାୟ ୨୦ କୋଟି ପାଖାପାଖି ହେବ ତେବେ ଦର୍ଶକବନ୍ଧୁ ଲେମ ଙ୍କ ପରି ଆପଣ ନିଜର ସଙ୍ଘର୍ଷ କୁ ଜାରି ରଖନ୍ତୁ ନିଶ୍ଚିନ୍ତ ଦିନେ ନା ଦିନେ ଆପଣ ସଫଳତା ର ଶୀର୍ଷ ସୀମା ରେ ପହଞ୍ଚିପାରିବେ |
Check Also
Odisha ର ଏହି ସ୍କୁଲ ରେ ପିଲାମାନଙ୍କ ସହ ପାଠ ପଢ଼ିବା ସହ ପ୍ରାଥନା କରେ ମାଙ୍କଡ….
ଦର୍ଶକବନ୍ଧୁ ସରକାରଙ୍କ ବିଭିନ୍ନ ପଦକ୍ଷେପ ସତ୍ତ୍ବେ ସରକାରୀ ସ୍କୁଲ୍ ରେ ଉପସ୍ଥାନ ଆଶାଜନକ ହୋଇ ପାରୁନାହିଁ ବୋହୁତ ସ୍କୁଲ୍ ରେ …