Breaking News

ଦିନ ରେ ଥରେ ଦର୍ଶନ ଦେଇ ଅଦୃଶ୍ୟ ହୋଇଯାଏ ଏହି Shiv ମନ୍ଦିର ଏହା ପଛର କାରଣ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ !

ଦର୍ଶକବନ୍ଧୁ ପ୍ରଭୁ ଜଗନ୍ନାଥ ମନ୍ଦିର ଅମରନାଥ ମନ୍ଦିର କେଦାରନାଥ ମନ୍ଦିର ଏମିତି ଅନେକ ଆସ୍ତାପିଠ ଭାରତରେ ପୁରୁଣା କାଳରୁ ଅଛି କିନ୍ତୁ କେବେ ଆପଣ ଏହି ମନ୍ଦିର କଥା ଶୁଣିଛନ୍ତି ଯିଏ ଦୁଇଥର ବୁଡି ଜଳ ଅଭିଷେକ କରିଥାଏ ଆଜି ଆସନ୍ତୁ ଜାଣିବା ଅଦ୍ଭୁତ ରହସ୍ୟ ସେହି ଦିବ୍ୟ ମନ୍ଦିରର ଯିଏ ଲହରିରେ ହଜି ଯାଉଛି ଆଉ ଏହା ପଛର ସେହି କାହାଣୀ ମନ୍ଦିରର ଦର୍ଶନ କରିବା ପାଇଁ ଭକ୍ତମାଙ୍କୁ ଟାଣି ଆଣିଥାଏ୧୫୦ ବର୍ଷ ପୂର୍ବେ ଏହି ମନ୍ଦିରକୁ ଖୋଜା ଯାଇଥିଲା ଏବଂ ମନ୍ଦିର ପଛର କାହାଣୀ ବୋହୁତ ଅଲଗା ଅଟେ |

ଶିବଙ୍କର ବଡ ଭକ୍ତ ଭିତରୁ ତାଡାସୁର ଆସ୍ଥାରେ ପ୍ରସନ୍ନ ହୋଇ ଶିବ ଭଗଵାନ ତାଡାସୁରକୁ ବରଦାନ କରିଥିଲେ ଯାହାଦ୍ଵାରା ତାଡାସୁର ଅବିଜୟୀ ଜୀବନ ମାଗିଥିଲେ ଆଉ କହିଥିଲେ ଶିବପୁତ୍ର ହିଁ ମତେ ହରେଇ ପାରିବେ ବରଦାନ ମିଳିବା ପରେ ଦେବଲୋକରେ ସେ ହାହାକାର କରି ଚାଲିଲେ ଦେବିଦେବତା ଋଷୀମୁନି ଶିବ ଭଗଵାନଙ୍କ ପାଖରେ ପହଞ୍ଚିଥିଲେ ଆଉ ତାଡାସୁରର ଅତ୍ୟାଚାର ବିଷୟରେ କହିଥିଲେ ଭଗଵାନ ଶିବଙ୍କ ଶକ୍ତିରେ ଶ୍ୱେତପର୍ବତରୁ ସ୍ଵୟଂ କାର୍ତ୍ତିକେୟ ଜନ୍ମ ହୋଇଥିଲା |

ଚାରି ଆଖି ବାର ଭୁଜା ଆଉ ଛଅଟି ମୁଣ୍ଡ କାର୍ତ୍ତିକ ଭଗଵାନ ତାଡାସୁର ର ବଦ୍ଧ କରିଥିଲେ କିନ୍ତୁ ତାଡାସୁରକୁ ବଦ୍ଧ କରିବାପରେ ଭଗଵାନ କାର୍ତ୍ତିକଙ୍କ ମନ ଭରି ଯାଇଥିଲା କାରଣ ତାଡାସୁର ଭଗଵାନ ଶିବଙ୍କ ବୋହୁତ ବଡ଼ ଭକ୍ତ ଥିଲେ ପୁଣି ଭଗଵାନ ବିଷ୍ଣୁଙ୍କ କହିବା ଦ୍ଵାରା ଯେଉଁ ଜାଗାରେ ତାଡାସୁର ବଦ୍ଧ ହୋଇଥିଲା ସେଠି ସବୁ ଦେବିଦେବତ ମାନେ ମହାସାଗର ସଙ୍ଗମ ସ୍ଥିତିରେ ବିଶ୍ୱନନ୍ଦନ ସ୍ଥାପନ କରାଯାଇଥିଲା ଆଉ ଭଗଵାନ ଶିବ ସେଠି ଆସି ବସିଥିଲେ। ସେଦିନ ଠାରୁ ଏହି ମନ୍ଦିର ବିଶ୍ଵ ବିଖ୍ୟାତ ହୋଇଯାଇଥିଲା |

ଲହରୀରେ ଅଭିଷେକ କରିଥିବା ଏହି ମନ୍ଦିର ଦିବ୍ୟ ମନ୍ଦିରରେ ରହିଛି ଆରବସାଗରରେ ଖମ୍ବାଧାର ଖାଡ଼ିରେ ସେଠି ସାଗର ନଦୀର ସାଗରର ସଂଗମରେ ଏହି ମନ୍ଦିର ରହିଛି। ଗୁଜୁରାଟର ବଡ଼ଦରାରୁ ୮୫ କିଲୋମିଟର ଦୂର ବାରୁଦ୍ ଜିଲ୍ଲାର ଚମ୍ବୁସ ତହସିଲର କାପି ଗାଁରେ ଅବସ୍ଥିତ ଏହି ଦିବ୍ୟ ମନ୍ଦିର। ସମୁଦ୍ର ମଝିରେ ଥିବା ଏହି ମନ୍ଦିରର ସୋନ୍ଦର୍ଯ୍ୟ ସମସ୍ତଙ୍କୁ ପ୍ରସନ୍ନ କରିଥାଏ। ଭୋଳା ବାବାଙ୍କର ଗୋଟେ ରୂପ ସମ୍ବେଶ୍ୱର ମହାଦେବ ନାମରେ ଜାଣନ୍ତି |

ସମୁଦ୍ରର ଜୁହାର ଦୁଇଥର ମନ୍ଦିର ଭିତରେ ପ୍ରବେଶ କରି ଶିବଲିଙ୍ଗର ଅଭିଷେକ କରି ଚାଲିଯାଏ ଉଚ୍ଚ ଜୁହାରର ଲାହରିରେ ମନ୍ଦିର ବୁଡିଯିବା କାରଣରୁ ଏହାର ନାମ ଗାୟଵ ମନ୍ଦିର କୁହାଯାଇଥିଲାଯେବେ ଲହରୀ ଧୀରେ ଧୀରେ ଚାଲିଯାଏ ସେତେବେଳେ ମନ୍ଦିରଟି ସମୁଦ୍ର ଭିତରୁ ପ୍ରକଟ ହେବାର ଦେଖିପାରିବେ |

ସମୁଦ୍ର ଦେବତାଙ୍କ ଦ୍ଵାରା ଶିବଲିଙ୍ଗର ଅଭିଷେକ ବୋହୁତ କାଳରୁ ଚାଲିଆସୁଛି ଏହି ମନ୍ଦିରକୁ ପ୍ରତିଦିନ ହଜାର ହଜାର ଭକ୍ତ ଦର୍ଶନ କରିବାକୁ ଆସିଥାନ୍ତି ଶିବଲିଙ୍ଗର ପ୍ରାକୃତିକ ଅଭିଷେକ ଦେଖିବାପାଇଁ ସେଥିପାଇଁ ଏହି ମନ୍ଦିରର ଦର୍ଶନ ପାଇଁ ଗୋଟେ ଦିନ ଲାଗିଯାଇଥାଏ ପ୍ରତି ବର୍ଷ ଶିବରାତ୍ରୀ ଆଉ ଅମାବାସ୍ୟା ଏହି ଜାଗାରେ ବଡ଼ ବଡ଼ ମେଳା ଲାଗିଥାଏ |

About odisha news

Check Also

ବର୍ଷା ସହ ଖେଳ Tunguru ଭୋଳ ପାଇଁ ହେଲା କାଳ ଏହି କେସ ରେ ଜେଲ ଗଲେ ଟୁଙ୍ଗୁରୁ ହାତ ଯୋଡି ସମସ୍ତଙ୍କୁ ମାଗିଲେ ସାହାଯ୍ୟ…

ଦର୍ଶକବନ୍ଧୁ ବର୍ଷା ସହିତ ଖେଳ ଟୁଙ୍ଗୁରୁ ପାଇଁ ହେଲା କାଳ ଅଭିଯୋଗରେ ଶେଷରେ ଜେଲ୍ ଗଲା ଟୁଙ୍ଗୁରୁ ଭୋଳ ତେବେ …

Leave a Reply

Your email address will not be published.