Breaking News

ଦିନରେ ଥରେ ଦର୍ଶନ ଦେଇ ଅଦୃଶ୍ୟ ହୋଇଯାଏ ଏହି ଶିବ ମନ୍ଦିର, ଏହା ପଛର କାରଣ ଜାଣିଲେ ଆପଣ ଚମକି ଉଠିବେ !

ନମସ୍କାର ଦର୍ଶକବନ୍ଧୁ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର। ଆମର ଜଗତର ନାଥ ଜଗନ୍ନାଥ ମନ୍ଦିର କେଦାର ନାଥ ମନ୍ଦିର ଏମିତି ଅନେକ ଅସ୍ତା ପିଠ ଭାରତ ରେ ପୁରୁଣା କାଳ ରୁ ଅଛି। କିନ୍ତୁ ଆପଣ କେବେ ଏଇ ମନ୍ଦିର କଥା ଶୁଣିଛନ୍ତି ଜେ ୨ ଥର ବଡି ଜଳନଭିସେକ କରିଥାଏ। ଆଜି ମୁଁ ଆପଣଙ୍କୁ କହିବି ଅଦ୍ଭୁତ ରହସ୍ୟ ସେଇ ଦିବ୍ୟ ମନ୍ଦିର ର ଯିଏ ଲହରୀ ରେ ହଜିଯାଉଚି ଓ ଏହା ପଛରେ ଏହି କାହାଣୀ ମନ୍ଦିର ରେ ଭକ୍ତ ମାନଙ୍କୁ ଟାଣିଆଣି ଥାଏ।

୧୫୦ ବର୍ଷ ପୂର୍ବେ ଏହି ମନ୍ଦିର କୁ ଖୋଜାଯାଇଥିଲ ଓ ଏହି ମନ୍ଦିର ର ପଛର କାହାଣୀ ବୋହୁତ ଅଲଗା ଅଟେ। ଶିବ ଙ୍କର ବଡ ଭକ୍ତ ଭିତରୁ ତାଡ଼ାସୁର ର ଅସ୍ଥ ରେ ପ୍ରସନ୍ନ ହୋଇ ଶିବ ଭଗବାନ ତାଡ଼ାସୁର କୁ ବରଦାନ କରୁଥିଲେ ଯାହା ଦ୍ଵାରା ତାଡ଼ାସୁର ଅଭିଜୟି ଜୀବନ ମାଗିଥିଲେ।ଆଉ କହିଥିଲେ ଶିବ ପୁତ୍ର ହିଁ ମତେ ହରାଇପାରିବେ। ବରଦାନ ମିଳିବ ପରେ ଦେବ ଲୋକ ରେ ସେ ହାହାକାର କରିଚାଲିଲା।

ଦେବା ଦେବୀ ରୁଷି ମୁନି ଶିବ ଭଗବାନ ଙ୍କ ପାଖକୁ ପହଞ୍ଚି ଥିଲେ ଓ ଶିବ ଙ୍କ ତାଡ଼ାସୁର ର ଅତ୍ୟାଚାର ବିଷୟ ରେ କହିଥିଲେ। ଭଗବାନ ଶିବ ଙ୍କ ସକ୍ତିରୁ ସ୍ଵଏତ ପର୍ବତ ରୁ ଭଗବାନ କାର୍ତ୍ତିକ ଙ୍କ ଜନ୍ମ ହୋଇଥିଲା। ୪ଆଖି ୬ ଭୁଜା ଓ ୬ ଟି ମୁଣ୍ଡ ରେ ଭଗବାନ ତାଡାସୁର ର ବଧ କରୁଥିଲେ। କିନ୍ତୁ ତାଡାସୁର ର ବଧ କରିବା ପରେ ଭଗବାନ କାର୍ତ୍ତିକ ଙ୍କ ମନ ଭରିଯାଇଥିଲା।

କାରଣ ତାଡାସୁର ଭଗବାନ ଶିବ ଙ୍କ ବଡ ଭକ୍ତ ଥିଲେ।ପୁଣୀ ଭଗବାନ ବିଷ୍ଣୁ ଙ୍କୁ କହିବ ଦ୍ଵାରା ଯେଉଁ ଜାଗା ରେ ତାଡାସୁର ର ବଧ ହୋଇଥିଲା ସେ ସବୁ ଦେବା ଦେବି ମାନେ ମହାସାଗର ସଙ୍ଗମ ଭିର୍ତି ରେ ବିଶ୍ଵ ନନ୍ଦନ ସ୍ତମ୍ବ ର ସ୍ଥାପନ କରାଯାଇଥିଲା। ଭଗବାନ ଶିବ ସେଠୀ ଆସି ବସିଥିଲେ।ସେଦିନ ଠାରୁ ସେହି ମନ୍ଦିର ବିଶ୍ବ ବିଖ୍ୟାତ ହୋଇଯାଇଥିଲା।

ଲହରୀ ରେ ଅଭିଷେକ କରୁଥିବା ଏହି ମନ୍ଦିର ଦିବ୍ୟ ମନ୍ଦିର ରେ ରହିଛି ଆରବ ସାଗର ରେ ଖମ୍ବ ଦାର ଖାଡି ରେ ସାଥୀ ସାଗର ମଝି ର ସାଗର ର ସଙ୍ଗମ ରେ ଏହି ମନ୍ଦିର ରହିଛି।ଗୁଜୁରାଟ ର ବଡ ଦରା ରୁ ୮୫ କିମି ଦୂର ବାରୁଦ୍ ଜିଲ୍ଲା ର ତମ୍ବୁସୂର୍ ତହସିଲ ର କାବି ଗାଁ ରେ ଏହି ମନ୍ଦିର ଅବସ୍ଥିତ। ସମୁଦ୍ର ମଝି ରେ ଥିବା ଏହି ମନ୍ଦିର ର ସୌନ୍ଦର୍ଯ୍ୟ ସମସ୍ତଙ୍କୁ ପ୍ରସନ୍ନ କରିଥାଏ । ଭୋଲା ବାବା ଙ୍କର ଗୋଟେ ରୂପ ସମେଶ୍ୱର ମହାଦେବ ନାମରେ ମଧ୍ୟ ଜାଣନ୍ତି।

ସମୁଦ୍ର ର ଜୁଆର ମନ୍ଦିର ଭିତରେ ପ୍ରବେଶ କରି ଶିବ ଙ୍କ ଅଭିଷେକ କରି ଚାଲିଯାଏ।ଉଚ୍ଚ ଜୁଆର ର ରଡ଼ି ରେ ମନ୍ଦିର ବୁଡ଼ି ଯିବାରୁ ଏହା ର ନାମ ଗାୟନ ମନ୍ଦିର ବୋଲି କୁହାଯାଇଥିଲା। ଯେବେ ଲହଡ଼ି ଧୀରେ ଧୀରେ ଚାଲିଯାଏ ସେତେବେଳେ ମନ୍ଦିର ଟି ଧୀରେ ଧୀରେ ପ୍ରକଟ ହେବାର ଦଖିପରିବେ।ସମୁଦ୍ର ଦେବତା ଙ୍କ ଅଭିଷେକ ବୋହୁତ କାଳ ରୁ ଚାଲିଆସିଛି। ଏହି ମନ୍ଦିର କୁ ଅନେକେ ଭକ୍ତ ଦର୍ଶନ କରିବାକୁ ଆସନ୍ତି ଶିବଲିଙ୍ଗ ର ପ୍ରାକୃତିକ ଅଭିଷେକ ଦଖିବାପାଇଁ। ସେଥିପାଇଁ ଏହି ମନ୍ଦିର ର ଦର୍ଶନ ଗୋଟେ ଦିନ ଲାଗିଥାଏ।ପ୍ରତିବର୍ଷ ଶିବ ରାତ୍ରି ଓ ଅମାବାସ୍ୟା ରେ ବଡ ବଡ ମେଳା ଲାଗିଥାଏ।

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.