Breaking News

ବିଶ୍ଵର ସବୁଠୁ ଅପରିଷ୍କାର ମଣିଷ ! ଦୀର୍ଘ ୬୫ ବର୍ଷ ଧରି ଗାଧୋଇନାହାନ୍ତି ଏହି ବ୍ୟକ୍ତି , କୁହନ୍ତି କୁଆଡେ ଗାଧୋଇଲେ ତାଙ୍କର ଆୟୁଷ କମିଯିବ!

ଏହି ଦୁନିଆ ପ୍ରତିଦିନ ଅନେକ ଅଦ୍ଭୁତ ଓ ଆଶ୍ଚର୍ଯ୍ୟ ଜନକ ଘଟଣା ସବୁ ଘଟିଥାଏ।ଅନେକ ଥର ଆମ ସାମ୍ନା କୁ ଏମିତି ସବୁ ଘଟଣା ମାନ ଆସି ଥାଏ,ଯାହାକୁ ସହଜ ରେ ବିଶ୍ୱାସ କରି ହୋଇ ନଥାଏ।ବର୍ତ୍ତମାନ ସମସ୍ତେ ସୋସିଆଲ ମିଡ଼ିଆ ସହ ଜଡ଼ିତ, ତେଣୁ ପ୍ରତ୍ୟେକ ଦିନ ସୋସିଆଲ ମିଡ଼ିଆ ରେ ବିଭିନ୍ନ ପ୍ରକାର ଘଟଣା ଆମେ ଦେଖି ଥାଉ।କେତେବେଳେ ଜୀବ ଜନ୍ତୁ ମାନଙ୍କ ବିଷୟରେ ତ ପୁଣି କେତେବେଳେ ପଶୁ ପକ୍ଷୀ ଙ୍କ ବିଷୟରେ।ସେହିପରି ଏକ ଆଶ୍ଚର୍ଯ୍ୟକର ଘଟଣା ବିଷୟରେ ଆଜି ଆମେ ଆପଣଙ୍କୁ ଆମ ପେଜ୍ ମାଧ୍ୟମରେ ଜଣାଇବୁ।

କିନ୍ତୁ ଏହି ଘଟଣା କୁ ଭୁଲ ରେ ବି ମିଥ୍ୟା ବୋଲି ଭାବିବେ ନାହିଁ,ଏହା ଏକ ସମ୍ପୂର୍ଣ୍ଣ ସତ୍ୟ ଘଟଣା। ଦୁନିଆରେ ଅନେକ ଅଜବ ପ୍ରକାରର ଲୋକ ମାନେ ଅଛନ୍ତି ଏବଂ ଆହୁରି ମଧ୍ୟ ସେମାନଙ୍କର କେତେକ ଅଦ୍ଭୁତ ଅଭ୍ୟାସ ବି ଅଛି | ଏହିପରି ଅଭ୍ୟାସ ସେମାନଙ୍କର ଭୟ କିମ୍ବା ଅନ୍ୟାନ୍ୟ କୌଣସି କାରଣରୁ ହୋଇଥାଏ | ଇରାନ ସହରରେ ଦେଖିବାକୁ ମିଳିଛି ଏମିତି ଜଣେ ବ୍ୟକ୍ତି ଙ୍କୁ।ସେହି ବ୍ୟକ୍ତି ଜଣଙ୍କ ନାମ ହେଲା ଆମୋ ହାଜି ସେ ପ୍ରାୟ ଆଜକୁ ୬୫ ବର୍ଷ ହେବ ଗାଧୋଇ ନାହାଁନ୍ତି |ଆମୋଙ୍କ କହିବାନୁସାରେ, ସେ ପାଣିକୁ ଭୟ କରନ୍ତି, ତେଣୁ ସେ ୬ ଦଶନ୍ଧି ଧରି ସ୍ନାନ କରି ନାହାଁନ୍ତି | ଆମୋ ବିଶ୍ୱାସ କରନ୍ତି ଯେ ଯଦି ସେ ସ୍ନାନ କରିବେ, ତେବେ ସେ ଅସୁସ୍ଥ ହୋଇଯିବେ ଏବଂ ସେଥିପାଇଁ ସେ ୬୫ ବର୍ଷ ଧରି ସ୍ନାନ କରିନାହାଁନ୍ତି |

ଆମୋ ହାଜି ଇରାନର ମରୁଭୂମିରେଏକୁଟିଆ ବସବାସ କରନ୍ତି। ଆମୋଙ୍କର ନିଜସ୍ୱ ଘର ମଧ୍ୟ ନାହିଁ | ତେଣୁ ସେ ଗାଁ ବାହାରେ ମରୁଭୂମିରେ ଏକ ଗୁମ୍ଫାରେ ରୁହନ୍ତି | ଗାଧୋଇବା ବ୍ୟତୀତ ଆଉ ଏକ କାରଣ ଅଛି ଯାହା ଆମୋଙ୍କ ଅଜବ ଅଭ୍ୟାସକୁ ପ୍ରମାଣିତ କରିଥାଏ | ସେ ତାଜା ଖାଦ୍ୟ ଖାଇବା ପରିବର୍ତ୍ତେ ପଚାସଢ଼ା ମାଂସ ଖାଇବାକୁ ପସନ୍ଦ କରନ୍ତି | ଆମ ଘରେ ତିଆରି ଖାଦ୍ୟ ମଧ୍ୟ ପସନ୍ଦ କରନ୍ତି ନାହିଁ | ସେ ସିଗାରେଟ୍ ଟାଣିବାକୁ ଭଲ ପାଆନ୍ତି | ଗ୍ରାମବାସୀ ଦେଇଥିବା ସିଗାରେଟ୍ ସରିଯିବା ପରେ ମଧ୍ୟ ସେ ତମାଖୁ ବଦଳରେ ପଶୁମାନଙ୍କର ଶୁଖିଲା ଗୋବରକୁ ନେଇ ସିଗାରେଟ ଭଳି ଟାଣି ଥାନ୍ତି। ତାଙ୍କର ଏଭଳି ଅଭ୍ୟାସ ତାଙ୍କୁ ସବୁଠାରୁ ବିରଳ ମଣିଷ ମଣିଷ ବୋଲି କୁଯାଯାଇଛି। ଏମିତି ବ୍ୟକ୍ତି ପୃଥିବୀରେ ପ୍ରାୟ କମ ଦେଖିବାକୁ ମିଳିଥାଏ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସରକାର ନେଲେ ବଡ ପଦକ୍ଷେପ, ୬୦୦ ଟି ମ-ଦ ଦୋକାନକୁ ସରକାର ବନ୍ଦ କରିଦେବେ

ଦର୍ଶକ ବନ୍ଧୁ ଆପଣ ମାନେ ଅଜାଣିଥିବେ ଦୁନିଆ ର 85 ପ୍ରତିଶତ ଲୋକ ମ-ଦ ପିଇଥାନ୍ତି , କିଏ ରେଷ୍ଟୁରାଣ୍ଟ …

Leave a Reply

Your email address will not be published. Required fields are marked *