କୁନି ଝିଅ ଟି ପାଠ ଲେଖିକି ଆଣିନି ବୋଲି ଶିକ୍ଷୟତ୍ରୀ ଙ୍କୁ କେମିତି ଆଳ ଦେଖାଉଛି ,ଚାଲନ୍ତୁ ପଢିବା -ମୋ ମା କହିଛି ପା ପାଠ ପଢିବୁ ସବୁବେଳେ ଏକ ଦୁଇ ଲେଖିବୁ |ମୁଁ ପଢିବି ଗୋ ପାଠ |ଦିଦି କହୁଛନ୍ତି ଏବେ ନ ପଢିଲେ କେବେ ପଢିବୁ ?ପଢିବି ଯେ ,ଏବେ ନାଇ ପଢେଙ୍ଗା |ଦେଖା ସ୍ଳେଟ ରେ ‘ଅ, ଆ’ ଲେଖିକି ଆଣିଛି |
ଦିଦି କହୁଛନ୍ତି ବିନା କାରଣ ରେ କିଏ ବାଡ଼େଇଲା ପିଟିଲା ପରି କାନ୍ଦୁଛୁ |ଝିଅ ଟି କହୁଛି ତମେ ତ ମୋତେ ବାଡେଇବା ପାଇଁ ଆଖେଇଛ |ମୋତେ ସ୍ଳେଟ ଧରିକି ଆସିବା କୁ କହିଲ ମୁଁ ଯଉଠୁ ନ ଆସିଲି |ତମେ ତମ ପାଖ କୁ ମୋତେ ଡାକିଲ |କାନ୍ଦୁଛି ମୁଁ ଟିକେ ମୋ କଥା ତମେ ଶୁଣୁନ |ମୁଁ କାଲି ଲେଖିକି ଆଣିଛି |
ତାପରେ ତମକୁ ଦେଖେଇ ଦେବି ଗୋ ‘ |ମୋତେ ପିଟ ନଇଁ |ମୋତେ ସୁନେଇ ଗେଲହେଇକି ଭଲ ପାଅ ମୋତେ |ମୁଁ ପାଠ ପଢିବି ଗୋ’ |ପାଠ ନ ପଢିଲେ ମୁଁ ମୂର୍ଖ ହେବି |ଗାଈ ଚରେଇ ବି ନାହି ମୁଁ |ପାଠ ପଢିଲେ ଚାକିରୀ କରିବି |ପଇସା ପାଇବି |ପଇସା ପାଇଲେ କୁରକୁରୀ ,ଆଇସକ୍ରୀମ ସବୁ ଖାଇବି |
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ