Breaking News

ଦେଖନ୍ତୁ ଆଶ୍ଚର୍ଯ ଭିଡିଓ !! ଦିଦିଙ୍କୁ ଏହି ପିଲା କଣ କହୁଛି , ଶୁଣିଲେ ହସି ହସି ଗଡିଯିବେ

କୁନି ଝିଅ ଟି ପାଠ ଲେଖିକି ଆଣିନି ବୋଲି ଶିକ୍ଷୟତ୍ରୀ ଙ୍କୁ କେମିତି ଆଳ ଦେଖାଉଛି ,ଚାଲନ୍ତୁ ପଢିବା -ମୋ ମା କହିଛି ପା ପାଠ ପଢିବୁ ସବୁବେଳେ ଏକ ଦୁଇ ଲେଖିବୁ |ମୁଁ ପଢିବି ଗୋ ପାଠ |ଦିଦି କହୁଛନ୍ତି ଏବେ ନ ପଢିଲେ କେବେ ପଢିବୁ ?ପଢିବି ଯେ ,ଏବେ ନାଇ ପଢେଙ୍ଗା |ଦେଖା ସ୍ଳେଟ ରେ ‘ଅ, ଆ’ ଲେଖିକି ଆଣିଛି |

ଦିଦି କହୁଛନ୍ତି ବିନା କାରଣ ରେ କିଏ ବାଡ଼େଇଲା ପିଟିଲା ପରି କାନ୍ଦୁଛୁ |ଝିଅ ଟି କହୁଛି ତମେ ତ ମୋତେ ବାଡେଇବା ପାଇଁ ଆଖେଇଛ |ମୋତେ ସ୍ଳେଟ ଧରିକି ଆସିବା କୁ କହିଲ ମୁଁ ଯଉଠୁ ନ ଆସିଲି |ତମେ ତମ ପାଖ କୁ ମୋତେ ଡାକିଲ |କାନ୍ଦୁଛି ମୁଁ ଟିକେ ମୋ କଥା ତମେ ଶୁଣୁନ |ମୁଁ କାଲି ଲେଖିକି ଆଣିଛି |

ତାପରେ ତମକୁ ଦେଖେଇ ଦେବି ଗୋ ‘ |ମୋତେ ପିଟ ନଇଁ |ମୋତେ ସୁନେଇ ଗେଲହେଇକି ଭଲ ପାଅ ମୋତେ |ମୁଁ ପାଠ ପଢିବି ଗୋ’ |ପାଠ ନ ପଢିଲେ ମୁଁ ମୂର୍ଖ ହେବି |ଗାଈ ଚରେଇ ବି ନାହି ମୁଁ |ପାଠ ପଢିଲେ ଚାକିରୀ କରିବି |ପଇସା ପାଇବି |ପଇସା ପାଇଲେ କୁରକୁରୀ ,ଆଇସକ୍ରୀମ ସବୁ ଖାଇବି |

 

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆସିଗଲା ମେଟ୍ରିକ୍ ପରୀକ୍ଷା ରେଜଲ୍ଟ ତାରିଖ ଶୀଘ୍ର ଦେଖନ୍ତୁ, ବାହାରିବାକୁ ଯାଉଛି ମାଟ୍ରିକ ରେଜଲ୍ଟ…ଦେଖନ୍ତୁ କେଉଁ ସମୟରେ ବାହାରିବା ରେଜଲ୍ଟ !

ବର୍ତମାନର ବଡ଼ ଖବର ଛାତ୍ର ଛାତ୍ରୀ ଙ୍କ ପାଇଁ ବଡ଼ ଖୁସି ଖବର ଆସନ୍ତା ବୁଧବାର ପ୍ରକାଶ ପାଇବ ପାଇବା …

Leave a Reply

Your email address will not be published.